Browsing Category

ଆଞ୍ଚଳିକ

କ୍ଳଷ୍ଟର ସ୍ତରୀୟ ମୈଳିକ ସ୍ବାକ୍ଷରତା, ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ

ଚିକିଟି : ଗିରିସୋଲା ଆଞ୍ଚଳିକ ସାଧନ କେନ୍ଦ୍ର ଠାରେ କ୍ଳଷ୍ଟର ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ମିଶନ ଉପରେ ପର୍ଯ୍ୟବେସିତ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ବସନ୍ତ ପଣ୍ଡା ଯୋଗଦେଇ ଥିଲା ବେଳେ ଗିରିସୋଲା ସରପଞ୍ଚ ଦିନା…

ବାଲ୍ୟ ବିବାହର ରୋକିବା ଏବଂ କିଶୋର ସଶକ୍ତିକରଣ ଉପରେ କର୍ମଶାଳା

ବ୍ରହ୍ମପୁର : ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଭା ଗୃହ ଠାରେ ଏକ ଦିବସୀୟ ବାଲ୍ୟ ବିବାହର ନିଷେଧାଦେଶ ଏବଂ କିଶୋର ସଶକ୍ତିକରଣ ଉପରେ ସମସ୍ତ ସାମ୍ବାଦିକଙ୍କ ପାଇଁ କର୍ମଶାଳା ଆୟୋଜିତ ହୋଇଥିଲା ଏବଂ ଏହି କାର୍ଯ୍ୟକ୍ରମରେ ମହିଳା ସୁରକ୍ଷା କମିଟି ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ପଟ୍ଟନାୟକ…

ଶିକ୍ଷକସଂଘ ପକ୍ଷରୁ ମୃତ ଶିକ୍ଷକ ପରିବାରକୁ ଆର୍ଥିକ ସହାୟତା

ଦାରିଙ୍ଗବାଡ଼ି,୧୧/୪ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଅଲାଞ୍ଜୁରୀ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ସହକାରୀ ଶିକ୍ଷକ ମୃତ୍ୟୁଞ୍ଜୟ ବେହେରା କର୍କଟ ରୋଗରେ ଆକ୍ରାନ୍ତ ହୋଇ ଗତ ମାସରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ମୃତକ ଶୋକ ସନ୍ତପ୍ତ ପରିବାରକୁ…

ଖଲ୍ଲିକୋଟ ବ୍ଲକ ରେ ଦିବ୍ୟାଙ୍ଗ ଜନ ସମାଧାନ ଶିବିର

ଖଲ୍ଲିକୋଟ (୧୧ /୪) ସୋମବାର ଦିନ ଖଲ୍ଲିକୋଟ ବ୍ଲକ ପରିସର ରେ ବ୍ଲକ ର ତିନି ଗୋଟି ପଂଚାୟତ ଚିକିଲି , ବି ଏନ ପୁର ଓ ଆଇ ତିପୁର ପଂଚାୟତ ର ଦିବ୍ୟାଙ୍ଗ ମାନଙ୍କୁ ନେଇ ଏକ ଦିବ୍ୟାଙ୍ଗ ଜନ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ସମାଧାନ ଶିବିର ରେ ଖଲ୍ଲିକୋଟ ଗୋଷ୍ଠୀ ଉନ୍ନୟନ…

ହନୁମାନ ପତାକା ନେବା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ପୋଲିସର ଲାଠି ଚାର୍ଜ, ଯୋଡାରେ ୧୪୪ ଧାରା ଜାରି

ଯୋଡା: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଯୋଡାରେ ଏବେ ତୀବ୍ର ଉତ୍ତେଜନା ଲାଗିରହିଛି । ହନୁମାନ ଝଣ୍ଡା ନେବାବେଳେ ୨ ଗୋଷ୍ଠୀ ମୁହାଁମୁହିଁରୁ ପରିସ୍ଥିତି ସାଂଘାତିକ ହୋଇଛି । ଦୀର୍ଘ ସମୟ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ଲାଗିରହିଛି ଛକାପଞ୍ଝା । ହନୁମାନ ଝଣ୍ଡା ନେବାବେଳେ ହିନ୍ଦୁ ଏବଂ ମୁସଲମାନ ଦୁଇ…

ରାଜଧାନୀରେ ଯୁବକଙ୍କୁ ହତ୍ୟା , ସ୍ତ୍ରୀ ଓ ଶିଶୁ ଚିକିତ୍ସାଧିନ

ଭୁବନେଶ୍ୱର: ରାଜଧାନୀର ଚାତି ଉପରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ବିଧାନସଭା, ସଚିବାଳୟ, ପୋଲିସ କମିଶନର ଅଫିସ ଠାରୁ ମାତ୍ର ୫୦ ରୁ ୧୦୦ ମିଟର ଦୂରରେ ରାଜଧାନୀର ଆଇଜି ପାର୍କ ସମ୍ମୁଖ ପୋଷ୍ଟ ଅଫିସ୍ ସମ୍ମୁଖରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡର ପ୍ରକୃତ…

ଗଞ୍ଜାମ ଦିବ୍ୟାଙ୍ଗମାନଙ୍କ ସକାଶେ ‘ଦିବ୍ୟାଙ୍ଗଜନ ସମାଧାନ’ ରେ ଅଭିଯୋଗ ଶୁଣାଣୀ…

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସମସ୍ତ ଦିବ୍ୟାଙ୍ଗ ମାନଙ୍କ ହିତ ନିମନ୍ତେ ଆଜି ଅନୁଷ୍ଠିତ ହୋଇଥିବା ଅଭିଯୋଗ ଶୁଣାଣୀ କକ୍ଷରେ ପ୍ରାଥମିକତା ଭିତ୍ତିରେ ସର୍ବ ପ୍ରଥମେ ଦିବ୍ୟାଙ୍ଗ ମାନଙ୍କର ଅଭିଯୋଗ ଶୁଣାଣୀ ହୋଇଥିଲା । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ…

ନୂତନ ପରିବାର ଅଦାଲତ ଜଜ୍ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…

ନବରଙ୍ଗପୁର : ପରିବାର ଅଦାଲତ ବିଚାରପତି ଭାବେ ଯୋଗଦେଇଥିବା ଶ୍ରୀମତୀ ମୁନ୍ ରାଣୀ ମିଶ୍ର ଙ୍କୁ ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। କୋଦଳା କୋର୍ଟରୁ ଆସି ସେ ଆଜି ପରିବାର ଅଦାଲତ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଆଇନଜୀବୀ ସଂଘ ପକ୍ଷରୁ…

ଜଳ ସ୍ବଚ୍ଛତା ଅଭିଯାନରେ ପୋଖରୀ ସଫେଇ…

ଛତ୍ରପୁର : ଜିଲ୍ଲା ପ୍ରଶାସନର ପୂର୍ବ ଘୋଷଣା ଅନୁଯାୟୀ ‘ଜଳ ସ୍ବଚ୍ଛତା ଅଭିଯାନ’ କାର୍ଯ୍ୟକ୍ରମରେ ସୋମବାର ପୂର୍ବାହ୍ନରେ ଛତ୍ରପୁର ସ୍ଥିତ ରିକାପଲ୍ଲୀ ଲେବଲ କ୍ରସିଂ ନିକଟ ଗେଟ୍ ବନ୍ଧର ସଫେଇ କରାଯାଇଛି  । ପୋଖରୀ ପୁନରୁଦ୍ଧାର, ଜଳ ଧାରଣ କ୍ଷମତା ବୃଦ୍ଧି, ପୋଖରୀରେ ପ୍ଲାଷ୍ଟିକ୍ ମୁକ୍ତ,…

ବିଦ୍ୟୁତ ଆଘାତ ପାଇ ଶରଧାପୁର ଗ୍ରାମର ସତ୍ୟଭାମା ମହାନ୍ତଙ୍କ ମୃତ୍ୟୁ

ରାଉରକେଲା (୧୦/୦୪) : ସୁନ୍ଦରଗଡ ଜିଲ୍ଲା ବଣେଇଗଡ ଉପଖଣ୍ଡ ଗମଲେଇ ଗ୍ରାମରେ କୁଲର ରୁ ବିଦ୍ୟୁତ ଆଘାତ ପାଇ ମହିଳା ଙ୍କ ମୃତ୍ୟୁ । ମହିଳା ଜଣକ ଶରଧା ପୁର ଗ୍ରାମର ସତ୍ୟଭାମା ମହାନ୍ତ ବୋଲି ଜଣା ପଡ଼ିଛି । ସେ ନିକଟସ୍ଥ ମୋନିକା ସ୍ପଞ୍ଜ ଆଇରନ କାରଖାନାରେ କାମ ସାରି ଘରକୁ ଆସି ଏହି…