Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଚିକିଟି ରାଜଲଷ୍ମୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ, ଗଣିତ ଓ ପରିବେଶ ମେଳା
ଚିକିଟି : ଆଜି ଚିକିଟି ଗଡ଼ସ୍ଥିତ ରାଜଲଷ୍ମୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପଂଚାୟତ ସମିତି ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ୨୦୨୧ - ୨୨ ଅନୁଷ୍ଠିତ ହୋଇଯାଇଛି l ଏହି ମେଳାକୁ ସମ୍ମାନନୀୟ ଚିକିଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫାଲଗୁନୀ ମାଝୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ କୁମାର!-->…
ଘର ତାଲା ଭାଙ୍ଗି ଟଙ୍କା ଓ ସୁନା ଚୋରି
ଦାରିଙ୍ଗବାଡ଼ି,୯/୪ : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ନୀଳକନ୍ଦର ସାହିରେ ଅଜିତ ମିଶ୍ରଙ୍କ ଘରର ତାଲାଭାଙ୍ଗି ଚୋରି କରିଥିବା ଅଭିଯୋଗ ହୋଇଛି । ଅଜିତ ମିଶ୍ରଙ୍କ ଦେହ ଅସୁସ୍ଥ ଥିବା ଯୋଗୁଁ ସେ ଆଉ ତାଙ୍କ ସ୍ତ୍ରୀ ବିଶାଖାପାଟନା ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିବା ବେଳେ ପୁଅ ଅଭିଷେକ ଘରେ!-->!-->!-->…
ଜିିଲ୍ଲା ଗଠନର ଅନେକ ବର୍ଷ ପରେ ଲାଗିଲା ତାପମାପକ ଯନ୍ତ୍ର
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଲାଗିଲା ତାପମାନମାପକ ଯନ୍ତ୍ର। ଆଜିଠାରୁ ଜିଲ୍ଲାବାସୀ ସିଧାସଳଖ ଗ୍ରୀଷ୍ମପ୍ରବାହ ର ସୂଚନା ପାଇପାରିବେ। ଦିନକୁ ଦିନ ଜଙ୍ଗଲକ୍ଷୟ ଏବଂ କଂକ୍ରିଟ ଜଙ୍ଗଲ ବହୁ ମାତ୍ରାରେ ବୃଦ୍ଧି ଯୋଗୁଁ ତାପମାତ୍ରା ପ୍ରତିବର୍ଷ ବଢି ବଢି ଚାଲିଛି । ଗ୍ରୀଷ୍ମପ୍ରବାହ ପାଇଁ!-->…
ଡିଜିଟାଲ ଦକ୍ଷତା ପ୍ରସଙ୍ଗରେ ତାଲିମ କାର୍ଯ୍ୟକ୍ରମ
ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ସଭାଗୃହରେ ଡାଇଟ୍ ଖଲ୍ଲିକୋଟ ଦ୍ୱାରା ଡିଜିଟାଲ ଦକ୍ଷତା ପ୍ରସଙ୍ଗକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅପ୍ରିଲ୍ ୫ରୁ ୮ତାରିଖ ୪ଦିନ ଧରି ସିଆରସିସିମାନଙ୍କୁ ଡିଜିଟାଲ ଦକ୍ଷତା ବିଷୟକୁ ନେଇ ତାଲମ!-->…
ଖଲ୍ଲିକୋଟ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା…
ଖଲ୍ଲିକୋଟ : ଖଲ୍ଲିକୋଟ ଶ୍ରିମରଦରାଜ ହାଇସ୍କୁଲ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ମେଳା କୁ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ଖଲ୍ଲିକୋଟ ଗୋଷ୍ଠି ଶିକ୍ଷା ଅଧିକାରୀ ବିରଜା ମଞ୍ଜରୀ ମିଶ୍ର ଜିଲ୍ଲା ବିଜ୍ଞାନ!-->!-->!-->…
ଆମ୍ବୁଲାନ୍ସ ଧକ୍କାରେ ମହିଳା ମୃତ…
ହିଞ୍ଜିଳିକାଟୁ : ଶନିବାର ଭୋରରେ ହିଞ୍ଜିଳି ଥାନା ଗଣ୍ଡଳା ଗ୍ରାମ ଛକ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ (ଓଡି୦୨ ବିବି ୦୧୩୨) ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକା ଜଣକ ହିଞ୍ଜିଳି ଥାନା ଗଣ୍ଡଳା ଗ୍ରାମର ପଙ୍କଜ ସେଠି (୪୫) । ପ୍ରକାଶ ଯେ, ଶନିବାର ଭୋରରୁ ଏକ ଗୁରୁତର ଅସୁସ୍ଥ!-->…
ସ୍ପଞ୍ଜ କାରଖାନାରେ କୋନଭର୍ ବେଲ୍ଟରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
ବଣାଇ: କୋନଭର୍ ବେଲ୍ଟରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ । ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ବାର୍ହାମୂଷାର ଏକ ସ୍ପଞ୍ଜ କାରଖାନାରେ ଅଘଟଣ ଘଟିଛି । ମୃତକ ହେଲେ ମଧୁପୁର ଗାଁର ଅଜିତ ମାହାନ୍ତ ।
ମୃତଦେହ ନେବାକୁ ଆସିଥିବା ଆମ୍ବୁଲାନ୍ସକୁ ଅଟକାଇ ବିକ୍ଷୋଭ କରିଛନ୍ତି ପରିବାର ଲୋକ ।!-->!-->!-->…
ଗଛରେ ପିଟିହେଲା କାର୍: ଚାଳକଙ୍କ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କାମାକ୍ଷାନଗର-କଙ୍କଡାହାଡ଼ ପୂର୍ତ୍ତ ବିଭାଗ ରାସ୍ତାର ତଣ୍ଡିମୁଣ୍ଡା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କାମାକ୍ଷାନଗର ଥାନା ମହୁଲପାଳ ଗାଁର ସନ୍ତୋଷ ସାସମାଲ । ସେ କୌଣସି କାମରେ ଘରୁ କଙ୍କଡାହାଡ଼!-->…
ସମସ୍ତେ ମିଳିମିଶି ଭୁବନେଶ୍ୱର ବିକାଶ ପାଇଁ କାମ କରିବୁ- ସୁଲୋଚନା ଦାସ
ଭୁବନେଶ୍ବର ୦୯।୦୪ : ଭୁବନେଶ୍ୱର ମହାନଗର ନିଗମର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ । ଏହାପରେ ସେ ମଧ୍ୟ ମେୟର ଭାବେ ଦାୟିତ୍ୱ ମଧ୍ୟ ନେଇଛନ୍ତି । ବିଏମ୍ସିର ପ୍ରଥମ ମହିଳା ମେୟର ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ତେବେ ଏହି ଅବସରରେ ସେ କହିଛନ୍ତି ଯେ, 'ସାଢେ ୧୧ ଲକ୍ଷ ଲୋକ ଆମ!-->…
ଚିକିଟି ପ୍ରେସ୍ କ୍ଳବ୍ ପକ୍ଷରୁ ସାଧାରଣ ବୈଠକ
ଚିକିଟି-କଳା ସଂସ୍କୃତି ସାହିତ୍ୟଓ ଐତିହ ର ସହର ଚିକିଟି ଠାରେ ଚିକିଟି ପ୍ରେସ୍ କ୍ଳବ୍ ପକ୍ଷରୁ ବ୍ଳକରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ନେଇ ଆଜି ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ନୂତନ ଭାବେ ଯୋଗ ଦାନ କରିଥିବା ଦୁଇ ସମ୍ବାଦିକ ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିଲେ।ପରେ!-->…