Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଶ୍ରୀମତୀ ବିଦୁଲତା ହୁଇକାଙ୍କୁ କେବିକେ ସୁରକ୍ଷା ଓ ଉନ୍ନୟନ ପରିଷଦର ରାୟଗଡା ଜିଲ୍ଲାର ଜିଲ୍ଲା ସଭାପତି ଭାବରେ ନିଯୁକ୍ତ…
ରାୟଗଡ଼ା , ୩୧/୨ : ଯୋଗେଶ୍ୱର ଦାସଙ୍କ ରିପୋର୍ଟ :ଆଜି ହୋଟେଲ ତେଜସ୍ୱୀ ଇଣ୍ଟରନ୍ୟାସନାଲରେ "କେବିକେ ସୁରକ୍ଷା ଓ ଉନ୍ନୟନ ପରିଷଦ", କେବିକେ ପରିଷଦର ଆନୁଷ୍ଠାନିକ ଶୁଭାରମ୍ଭ ଏବଂ ଜିଲ୍ଲା ସଭାପତିଙ୍କ ନିଯୁକ୍ତି ସମାରୋହ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।
ଶ୍ରୀମତୀ!-->!-->!-->…
ରାଜନୀତି ବିଜ୍ଞାନ ବିଭାଗରେ ଆଲୋଚନା ଚକ୍ର :ପୁରୁଷ ଓ ମହିଳା ସମାଜର ଗୋଟିଏ ମୁଦ୍ରାର ୨ଟି ପାର୍ଶ୍ୱ: ପ୍ରଫେସର…
ନୟାଗଡ଼,୩୧/୦୧(ନିସର୍ତ୍ତ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଆୟୋଜନରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l କଲେଜ ଅଧ୍ୟକ୍ଷ ଡ଼ଃ ବିପିନ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ " ମହିଳା ଓ ବିକାଶ : ସାମ୍ପ୍ରତିକ ସମୟରେ ଆହ୍ୱାନ " ଶୀର୍ଷକ ଉପରେ ଆୟୋଜିତ ଏହି!-->…
ମାଲ୍ୟବନ୍ତ ମହୋତ୍ସବ ନେଇ ଜିଲ୍ଲାପାଳଙ୍କ ପ୍ରେସ୍ ମିଟ୍
ମାଲକାନଗିରି, ୩୧/୧/୨୬:ମାଲ୍ୟବନ୍ତ ମହୋତ୍ସବ ନେଇ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରେସ୍ ମିଟ୍ ଅନୁଷ୍ଠିତ ହୋଇଯାଇଛି। ମାଲ୍ୟବନ୍ତ ମହୋତ୍ସବ-୨୦୨୫ କୁ ଆନନ୍ଦ ଉଲ୍ଲାସର ସହ ଶାନ୍ତି ଶୃଙ୍ଖଳାର ରକ୍ଷା କରି ଉପଭୋଗ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ଵାନ!-->…
ଗଞାମ ଜିଲ୍ଲା ଅବସରପ୍ରାପ୍ତ ପୋଲିସ ଅଫିସର ସଂଘ ତରଫରୁ କମ୍ବଳ ବଣ୍ଟନ…
ବ୍ରହ୍ମପୁର : ଗଞାମ ଜିଲ୍ଲା ଅବସରପ୍ରାପ୍ତ ପୋଲିସ ଅଫିସର ସଂଘ ,ବ୍ରହ୍ମପୁର ତରଫରୁ ସଭାପତି ପ୍ରକାଶ ଚନ୍ଦ୍ର ସାହୁ ଓ କାର୍ଯକାରି ସଭାପତି ଶାନ୍ତନୁ କୁମାର ପାଢୀ ଙ୍କ ନେତୃତ୍ବରେ ବ୍ରହ୍ମପୁରରେ ବିଭିନ୍ନ ସ୍ଥାନରେ ଶୀତରେ ଥରି ଅସହାୟ ଅବସ୍ଥାରେ ଶୋଇଥିବା ବ୍ୟକ୍ତି ମାନଙ୍କୁ ଗତ!-->…
ଅଧ୍ୟକ୍ଷ ଲକ୍ଷ୍ମଣ ପାଳଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପକ୍ଷରୁ ମହାବିଦ୍ୟାଳୟର ଅଧ୍ଯକ୍ଷ ଲକ୍ଷ୍ମଣ ପାଳ ଓ ଚତୁର୍ଥ ଶ୍ରଣୀ କର୍ମଚାରୀ ଦିବାକର ମଲ୍ଲିକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଓଡ଼ିଆ ବିଭାଗ ଅଧ୍ୟାପକ ଡ.ବିଭୂତି ଭୂଷଣ!-->…
କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ : ପାଳି କରି ଛୁଟିରେ ରହୁଛନ୍ତି ଡାକ୍ତର
କନ୍ଧମାଳ, ତା, ୩୧/୦୧: ଆଦିବାସୀ ଅଧ୍ଯୁଷିତ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ରୋଗୀସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସ୍ଥିତି ଏମିତି ଯେ, ଗୁରୁତର ରୋଗୀଙ୍କୁ ଉଚିତ ସେବା ମିଳି ପାରୁ ନଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ରେଫର୍ କରାଯାଉଛି। ମେଡିକାଲ!-->…
ଦେଶୀ ମଦ ଜବତ, ମହିଳା ଗିରଫ
ନୟାଗଡ଼, ୨୯/୦୧(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ ଦିନ କୁ ଦିନ ବଢି ଚାଲିଛି ଦେଶୀ ମଦ କାରବାର। ଦେଶୀ ମଦ ଅବକାରୀ ବିଭାଗର ଚିନ୍ତା ବଢ଼ାଇ ଥିଲେ ମଧ୍ୟ ଅବକାରୀ ବିଭାଗ ଶୋଇ ରହି ଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ନୟାଗଡ଼ ଜିଲ୍ଲା ରଣପୁର ଅବକାରୀ ଥାନା ଅଞ୍ଚଳରେ!-->…
ସୁନ୍ଦରଗଡ଼ “ସେବକ” ଅନୁଷ୍ଠାନରେ ଦର୍ଶନ ଏକାଡେମୀର ୧୫୦ ଛାତ୍ରଛାତ୍ରୀଙ୍କ କ୍ଷେତ୍ର ପରିଦର୍ଶନ: ପରିବେଶ…
ସୁନ୍ଦରଗଡ଼ : ପରିବେଶ ସୁରକ୍ଷା, ସ୍ଥାୟୀ ବିକାଶ ଏବଂ ପୁଷ୍ଟିକର ଜୀବନଶୈଳୀ ସମ୍ପର୍କରେ ବ୍ୟବହାରିକ ଜ୍ଞାନ ଆହରଣ ନିମନ୍ତେ ସୁନ୍ଦରଗଡ଼ ସହରସ୍ଥିତ ଦର୍ଶନ ଏକାଡେମୀର ୧୫୦ ଜଣ ଛାତ୍ରଛାତ୍ରୀ ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ସେବକ”, ରଙ୍ଗିଆମୁଣ୍ଡାକୁ ଏକ ଶିକ୍ଷାଗତ କ୍ଷେତ୍ର!-->!-->!-->…
ଆସିକା ସହର ଗ୍ରାମକଣ୍ଠରେ ରହିଥିବା ଯୋଗୁଁ ସାଧାରଣ ଲୋକେ ବନ୍ଦୋବସ୍ତ ରୁ ବଞ୍ଚିତ ଅଛନ୍ତି…!
ଆସିକା ଅଞ୍ଚଳ ରେ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ନାଁ ରେ ପଟ୍ଟା…..!ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁବେଳେ ଚର୍ଚ୍ଚାରେ ରହିଆସିଛି।ଆସିକା ସହର ଗ୍ରାମକଣ୍ଠରେ ରହିଥିବା ଫଳରେ ୯୦ ପ୍ରତିଶତ ଲୋକଙ୍କ ପଟ୍ଟା ନାହିଁ। ଆସିକା ଅଞ୍ଚଳର ବଡ଼ ବଡ଼ିଆ ମାନେ ସରକାରୀ ଜମି ସହିତ!-->…
ଆସିକା ଅଞ୍ଚଳରେ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଆଇନ୍ ଉଲଙ୍ଘନ..!
ପ୍ରଦୂଷିତ କରୁଛି ପୋଡ଼ା ଇଟା ଭାଟି ରାଜସ୍ବ ବିଭାଗ ଚୁପ……!ବ୍ରହ୍ମପୁର : ଆସିକା ରାଜସ୍ୱ ବିଭାଗ ଅଧିନରେ ଆଇନ ବାଟରେ ବେଆଇନ କାମ। ପରିବେଶ ସୁରକ୍ଷା ଆଇନ ଓ ବାୟୁ ପ୍ରଦୂଷଣ ନିବାରଣ ଆଇନକୁ ଗଞ୍ଜାମ ଜିଲ୍ଲାରେ ଖୋଲାଖୋଲି ଭାବେ ଉଲଂଘନ। ସବୁ ଦେଖି ଆଖି ବନ୍ଦ କରିଦେଇଛି ଜିଲ୍ଲା ପ୍ରଶାସନ।ଉଲଂଘନ!-->…