Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କୁଟ୍ରିଖୋଲରେ ଜଳିଗଲା ଘର, ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ
ଟିକାବାଲି,(20/03) : ଟିକାବାଲି ଥାନା ଅନ୍ତର୍ଗତ କଟିମାହା ଗ୍ରାମପଞ୍ଚାୟତ ର କୁଟ୍ରିଖୋଲ ଗ୍ରାମର ରାଘବ କହଁର ନାମକ ବ୍ୟକ୍ତିଙ୍କର ଘର ସହିତ ଲକ୍ଷାଧିକ ଟଙ୍କାର ସମ୍ପତି ସମ୍ପୂର୍ଣ ଜଳି ନଷ୍ଟ ହୋଇ ଯାଇଛି | ସୂଚନା ଅନୁଯାୟୀ ଦିନ 10ଘଣ୍ଟିକା ସମୟରେ କାଠ ଚୁଲିରେ ରୋଷେଇ କରିବା ସମୟରେ ଅଚାନକ!-->…
ଜମିପଟା ମାଲିକଙ୍କୁ ମରଣାନ୍ତକ ଆକ୍ରମଣ
ଦାରିଙ୍ଗବାଡ଼ି (୨୦/୦୩) : ଦାରିଙ୍ଗବାଡ଼ି ବ୍ଳକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗୁଡ଼ିକା ଗ୍ରାମର ନୀଳିମା ନାୟକଙ୍କର ପଟା ଜମି ଖାତା ନଂ-୧୫୯/୧୦୨, ପ୍ଲଟ ନଂ-୩୪୦କୁ ଗ୍ରାମର କିଛି ଲୋକମାନେ ଜବରଦସ୍ତ ଦଖଲ କରିବା ଘଟଣାକୁ ନେଇ ବାଲିଗୁଡ଼ା ଉପ ଜିଲ୍ଲାପାଳ ଓ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ!-->!-->!-->…
ତାମାଙ୍ଗି ଓ କୁମ୍ଭାରୀପଦର କ୍ୟାଥଲିକ ଖ୍ରୀଷ୍ଟୀୟ ମଣ୍ଡଳୀର ଶତବାର୍ଷିକ ଜୟନ୍ତୀ ପାଳନ
ଦାରିଙ୍ଗବାଡ଼ି (୨୦/୦୩) : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ତାମାଙ୍ଗି ଓ କୁମ୍ଭାରୀ ପଦର ଗ୍ରାମର କ୍ୟାଥଲିକ ଖ୍ରୀଷ୍ଟୀୟ ମଣ୍ଡଳୀ ପକ୍ଷରୁ ଶତ ବାର୍ଷିକ ଜୟନ୍ତୀ ପାଳନ କରାଯାଇଛି। ଏହି ଜୟନ୍ତୀ ପାଳନ ଅବସରରେ ଉଭୟ ମଣ୍ଡଳୀ ପକ୍ଷରୁ ସ୍ଥାନୀୟ ସାଧୁ ଯୋସେଫ ଦେବାଳୟ ପରିସର!-->!-->!-->…
ନୂଆପଦରରେ ଏସବିଆଇର ନୂତନ ଏଟିଏମ ଉଦଘାଟିତ
କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୁଆଁପଦର ଠାରେ ଏସବିଆଇର ଏକ ନୂତନ ଏଟିଏମ ଉଦଘାଟିତ ହୋଇ ଯାଇଛି l ଭାରତୀୟ ଷ୍ଟେଟ ବ୍ୟାଙ୍କ ଫିରିଙ୍ଗିଆ ଶାଖା ପରିଚାଳକ ନିର୍ମଳ କୁମାର ନାଏକ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ଉଦଘାଟନି ଉତ୍ସବ ରେ ଫିରିଙ୍ଗିଆ ଗୋଷ୍ଟି ଉନ୍ନୟନ ଅଧିକାରୀ!-->…
ନିର୍ବାଚନ ପରବର୍ତ୍ତୀ ହିଂସା: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ବିରୋଧରେ ବିଧାୟକଙ୍କ ଥାନା ଘେରାଉ
ଜୟପୁର: ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ଜଣେ ଯୁବକଙ୍କୁ ମାଡ଼ ମାରି ଗୁରୁତର କରିବା ଏବଂ ସମ୍ପୃକ୍ତ ଯୁବକ ଜଣକ ପ୍ରଥମେ ଜୟପୁର ଓ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ ସ୍ଥାନାନ୍ତର କରାଯାଇଥିବା ଅଭିଯୋଗରେ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ଦଳୀୟ!-->…
ଟ୍ରାକ୍ଟର ତଳେ ଚାପି ହୋଇ ଡ୍ରାଇଭରର ମୃତ୍ୟୁ…
ଫୁଲବାଣୀ -କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଂଚାୟତ ସାଇତିଙ୍ଗିଆ ନିକଟରେ ଏକ ଟ୍ରାକକ୍ଟର ଗଛରେ ପିଟିହେବା ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି. ପୋଲିସର ସୂଚନା ଅନୁସାରେ ଫିରିଙ୍ଗିଆ ଥାନା ସାଇତିଙ୍ଗିଆ ଠାରୁ ମାଗମୁଣ୍ଡା!-->!-->!-->…
ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ମାଲକାନଗିରି ରେ ୧୩ତମ ବିଶ୍ଵ ଘରଚଟିଆ ଦିବସ ପାଳିତ…
ମାଲକାନାଗିରି:- ଜିଲ୍ଲା ସଦରମହକୁମା ବୁଟିଗୁଡ଼ା ଉଚ୍ଚ ବିଦ୍ୟାଳୟ ରେ ଆଜି ବିଶ୍ଵ ଘରଚଟିଆ ଦିବସ ପାଳିତ ହୋଇ ଯାଇଛି l କୁ. ଦୀପାରାଣୀ ନାୟକଙ୍କ ପୌରହିତ ରେ ତଥା ଟିମ୍ ସଂଗଠନର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିନତି ପଡ଼ିଆମି (ଶିକ୍ଷକ) ମର୍କେଲ ଗୁଡା, ପ୍ରଧାନ ଶିକ୍ଷକ ଶ୍ରୀ!-->!-->!-->…
ଫଲଗୁ ସାହିତ୍ୟ ସଂସଦ ର ବସନ୍ତ ଉତ୍ସବ…
ବ୍ରହ୍ମପୁର : ସ୍ଥାନୀୟ କେ ସି ପବ୍ଲିକ ସ୍କୁଲ ପରିସର ସମ୍ମିଳନୀ କକ୍ଷରେ ଫଲଗୁ ସାହିତ୍ୟ ସଂସଦ ସଭାପତି ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବସନ୍ତ ଉତ୍ସବ ମୁଖ୍ୟ ଅତିଥି ଜଷ୍ଟିସ ଅବନୀ ରଞ୍ଜନ ଦାସ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ମୁଖ୍ୟ ବକ୍ତା!-->!-->!-->…
ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଳକରେ ହୋଲି ପର୍ବ
ହିଞ୍ଜିଳିକାଟୁ ୧୯/୩) : ରଙ୍ଗର ପର୍ବ ହୋଲିର ସାତ ରଙ୍ଗରେ ରଙ୍ଗିନ ହୋଇଛନ୍ତି ହିଞ୍ଜିଳିକାଟୁ ପୌରାଚଂଳ ଓ ବ୍ଳକବାସୀ । ଗତ ଦୁଇ ବର୍ଷ ହେବ କରୋଣା ମହାମାରୀ ଯୋଗୁଁ ସରକାରଙ୍କ ଗାଇଡ ଲାଇନ ଅନୁସାରେ ହୋଲି ଖେଳ ହୋଇନଥିଲା ମହାମାରୀ ଟିକେ କମିବା ପରେ ଚଳିତ ବର୍ଷ ବୁଢା ଠାରୁ ପିଲା ସମସ୍ତେ!-->!-->!-->…
ଜି.ଉଦୟଗିରି ପୌର ନିର୍ବାଚନ : ବିଜ୍ଞାପିତ ଅଞ୍ଚଳରେ ଥିବା ସମସ୍ୟାକୁ ନେଇ ମତଦାତା ଅସନ୍ତୁଷ୍ଟ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୪୨ ବର୍ଷ ପୂରଣ କରି ୪୩ ବର୍ଷରେ ପାଦ ଥାପିଛି । ହେଲେ ବି ଏବେ ବି ଅନେକ ସମସ୍ୟା ଘେରରେ ରହିଛି ଏହି ବିଜ୍ଞାପିତ ଅଞ୍ଚଳ । ପାନୀୟ ଜଳ ସମସ୍ୟା ଏବେ ବି ଲାଗି ରହିଛି ।ବସଷ୍ଟାଣ୍ଡ,!-->…