Browsing Category

ଆଞ୍ଚଳିକ

ରଙ୍ଗର ପର୍ବ ହୋଲି ପାଳିତ : ଗାଁଠୁ ସହର ସବୁଠି ଉତ୍ସାହ

ବାଲିଗୁଡା : ପାଳିତ ହୋଇଛି ରଙ୍ଗ ଓ ଭାଇଚାରାର ପର୍ବ ହୋଲି। ଆନନ୍ଦ, ଉଲ୍ଲାସର ସହ ପରସ୍ପରକୁ ଅବିର ଓ ରଙ୍ଗ ଲଗାଇଛନ୍ତି । କିଛି ସମୟ ପାଇଁ ହେଉ ପଛେ ସମସ୍ତେ ଭୁଲିଯାନ୍ତି ଜୀବନର ସବୁ ଦୁଃଖ, କଷ୍ଟ। ରଙ୍ଗ ଖେଳିବା ସହ ସମସ୍ତେ ମଜ୍ଜି ଯାଇଥିଲେ ନାଚ, ଗୀତରେ। ଏଥିସହ ଭାବର ରଙ୍ଗରେ ରଙ୍ଗୀନ…

ଛଚିନା ଓ ବୁରିଝୁରିରେ ଦୋଳ ପୂର୍ଣ୍ଣିମା ପାଳିତ

ଖଲ୍ଲିକୋଟ (୧୯/୩) : ବେଗୁନିଆପଡା ବ୍ଲକର ପୁରପଲ୍ଲୀରେ ଦୋଳପୂର୍ଣ୍ଣିମା ଓ ରଙ୍ଗର ଉଛବ ମୋହ ସମାରୋହ ପାଳିତ ହୋଇଯାଇଛି l ସଉରା ଛଚିନା ଗ୍ରାମରେ ଦୀର୍ଘ ପାଞ୍ଚ ଦିନ ବ୍ୟାପି ଦୋଳ ଉଛବ ପାଳିତ ହେବା ସହ ଗ୍ରାମର ରାଧାକୃଷ୍ଣଙ୍କ ବିଗ୍ରହ କୁ ଏକ ସୁସଜ୍ଜିତ ବିମାନ ରେ ଗ୍ରାମ ପରିକ୍ରମା କରିବା ସହ…

ଖଲ୍ଲିକୋଟ : ଏଗାର ଫୁଟିଆ ଅଜଗର ସାପକୁ ଉଦ୍ଧାର କଲା ଜଙ୍ଗଲ ବିଭାଗ

ଖଲ୍ଲିକୋଟ ( ୧୮/୩) : ଖଲ୍ଲିକୋଟ ଦେଇ ଯାଇଥିବା ୩୦ନମ୍ବର ରାଜ୍ୟ ରାଜପଥ କଡରେ ଥିବା ମହାରାଣୀ ଆମ୍ବ ତୋଟା ରୁ ଏକ ବିରାଟକାୟ ଅଜଗର ସାପକୁ ଜଙ୍ଗଲ ବିଭାଗ ଉଦ୍ଧାର କରିଥିବା ଜଣାପଡିଛି | ଉକ୍ତ ସାପର ଲମ୍ବା ଏଗାର ଫୁଟ ହୋଇଥିବା ବେଳେ ଏହାର ଓଜନ ୨୫ କିଲୋ ହୋଇଥିବା ବନ ବିଭାଗ ସୂତ୍ର ରୁ…

ବ୍ରହ୍ମପୁର ମେଡିକାଲ କଲେଜକୁ ୧୧ତମ ଶରୀର ଦାନ

ବ୍ରହ୍ମପୁର (୧୮/୦୩) : ବ୍ରହ୍ମପୁର ସହରର ଗୌଡ଼ସାହି ନିଵାସୀ, ସାମାଜିକ କର୍ମୀ ଓ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ପ୍ରଥମ ସଭାପତି S. ଆନନ୍ଦ ରାଓଙ୍କ ଆଜି ସକାଳ ୯ ଘଣ୍ଟା ସମୟସରେ ୭୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁପରେ ଚକ୍ଷୁ ଦାନ ପାଇଁ ସ୍ବୀକାରୋକ୍ତି ପ୍ରଦାନ…

ଫୋଟ ସାମ୍ବାଦିକଙ୍କ ପିତୃ ବିୟୋଗ

ଛତ୍ରପୁର : ଦୈନିକ ଖବର କାଗଜ ସକାଳ ପତ୍ରିକା ର ଛତ୍ରପୁର ଫୋଟ ସାମ୍ବାଦିକ ସନ୍ତୋଷ କୁମାର ସାହୁ ଙ୍କ ପିତା ତଥା କୁମାର ବେଗ ପଲ୍ଲୀ ଗ୍ରାମ ନିବାସୀ ପ୍ରାଣ ସାହୁ(73)ଙ୍କ ହୃଦଘାତ ରେ ପରଲୋକ ଘଟିଛି l ତାଙ୍କର ବିୟୋଗରେ କୁମାରବେଗପଲ୍ଲୀ ସମେତ ଛତ୍ରପୁର ଆଖପାଖ ଅଂଚଳରେ ଶୋକ ଛାୟା…

ଶିକ୍ଷକଙ୍କ ଭିନ୍ନକ୍ଷମ ପ୍ରମାଣ ପତ୍ର ଯାଞ୍ଚ ପାଇଁ ହାଇକୋର୍ଟରେ ମାମଲା

ବ୍ରହ୍ମପୁର,୧୮/୦୩: ଗଞ୍ଜାମ ଜିଲ୍ଲାର ଜାଲ୍ ସାର୍ଟିଫିକେଟ ରେ ଶିକ୍ଷକ ନିଯୁକ୍ତିକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ବର୍ତ୍ତମାନ ଜାଲ୍ ଭିନ୍ନକ୍ଷମ ଓ ଜାତିଗତ ପ୍ରମାଣପତ୍ରକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ଆସିକା ବିଇଓଙ୍କ ଅଧିନରେ କାର୍ଯ୍ୟରତ ଶିକ୍ଷକ ସଞ୍ଜୟ କୁମାର ସାହୁ ଓ ବୁଗୁଡା…

ଖଜୁରୀପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ଅନିମା କହଁରଙ୍କ କାର୍ଯ୍ୟାଳୟରେ ଯୋଗଦାନ…

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର କାର୍ଯ୍ୟାଳୟରେ ଯୋଗଦାନ କରିଛନ୍ତି l ସକାଳୁ ପୁରୋହିତ ଆସି କାର୍ଯ୍ୟାଳୟରେ ପୂଜାର୍ଚ୍ଚନା କରିବା ପରେ ଅଧ୍ୟକ୍ଷା ଅନିମା କହଁର କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ l କାର୍ଯ୍ୟାଳୟ ରେ ଯୋଗଦାନ ପରେ…

ଫୁଲବାଣୀ : ଏକ ଦିବସୀୟ ଶ୍ରୀମଦ୍ ଭାଗବତ କଥା ଅନୁଷ୍ଠିତ

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ହରିକଥା ଯୋଜନା ପକ୍ଷରୁ ଶ୍ରୀମଦ୍ ଭାଗବତ ମହାପୁରାଣ କଥା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏଥିରେ ନଗର ର ମହିଳା ମାନେ ଏକ କଳସ ଶୋଭା ଜାତ୍ରା କରି ଥିଲେ,ପରେ ଏକ ଯଜ୍ଞର ଆୟୋଜନ…

ରାଜ୍ୟର ପୁରପଲ୍ଲୀରେ ପାଳିତ ହେଉଛି ଦୋଳ ପୂର୍ଣ୍ଣିମା

ଭୁବନେଶ୍ୱର : ଆଜି ଦୋଳ ପୂର୍ଣ୍ଣିମା। ଗାଁ ଗାଁରେ ଜମୁଛି ଦୋଳ ମେଲଣ। ଗାଁକୁ ଗାଁ, ସାହିକୁ ସାହି ବୁଲି ବୁଲି ଭୋଗ ଖାଇବା ସହ ରଙ୍ଗବେରଙ୍ଗ ଅବିରରେ ହୋଲି ଖେଳିବେ ଦୋଳ ଗୋବିନ୍ଦ। ଏହି ଅବସରରେ ଅନେକ ସ୍ଥାନରେ ବାଡ଼ିଖେଳ ମଧ୍ୟ ହେବ।ଆଜି ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ହେଉଛି…

ପୌର ନିର୍ବାଚନ ପାଇଁ କଂଗ୍ରେସର ପ୍ରେସ ଇସ୍ତାହାର

ଫୁଲବାଣୀ : ଆଜି ଫୁଲବାଣୀ ଜିଲ୍ଲା ପ୍ରେସ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ନଗର କଂଗ୍ରେସ ପକ୍ଷରୁ ନିର୍ବାଚନ ଇସ୍ତାହାର ସମସ୍ତ ଗଣ ମାଧ୍ୟମ ପ୍ରଦାନ କରାଯାଇଛି। ଫୁଲବାଣୀ ନଗର କଂଗ୍ରେସ୍ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଅଧ୍ୟକ୍ଷl ପ୍ରାର୍ଥିନୀ ସବିତା ମହାନ୍ତି ଜିତିବା ପରେ ସହରର…