Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ନୟାଗଡ଼ ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର…
ନୟାଗଡ଼: ନୟାଗଡ଼ ସଦର ମହକୁମାରେ ମେଡିକାଲ ପ୍ରତିଷ୍ଠା ନେଇ ଜୟ ନୟାଗଡ଼ ଫାଉଣ୍ଡେସନ ପକ୍ଷରୁ ସଂଗଠନର ପ୍ରତିଷ୍ଠାତା ସେଖ ଅବଦୁଲ ଆହାଦଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ନୟାଗଡ଼ ତହସିଲଦାର ରାକେଶ କେଶରୀ!-->…
ଆଦାନୀ ଫାଉଣ୍ଡେସନ ପକ୍ଷରୁ ପାଠ୍ୟ ଆସବାବ ଉପକରଣ ବଣ୍ଟନ
ଛତ୍ରପୁର :ଗୋପାଳପୁର ବନ୍ଦରର ପାର୍ଶ୍ଵବର୍ତୀଗ୍ରାମ ଗୁଡିକରେ ଶିକ୍ଷା ଭିତ୍ତିଭୂମିକୁ ଉନ୍ନତ କରିବା ସହ ଆଧୁନିକୀକରଣ କରିବା ଲକ୍ଷ୍ୟ ନେଇଆଦାନୀ ଫାଉଣ୍ଡେସନ ଅନେକ ସାମାଜିକ ଦାଇତ୍ଵବୋଧ କାର୍ଯକ୍ରମ ହାତକୁ ନେଇଛି। ଏହି ପ୍ରୟାସ ଅନ୍ତର୍ଗତଆଜି ପାଖାପାଖି ୧୦୦ ଗୋଟି ପାଠ୍ୟ ଆସବାବ ଉପକରଣ!-->!-->!-->…
ଝିରିପାଣି ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବେଲଘର ରେଞ୍ଜ୍ ଝିରିପାଣି ଅଞ୍ଚଳ କର୍ଜଣ୍ଡି ଜଙ୍ଗଲରେ ରେ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଘଟଣା ଶୁକ୍ରବାର ପ୍ରତ୍ୟୁଷ ରେ ଗ୍ରାମବାସୀ ମାନେ ଜଙ୍ଗଲ ଆଡ଼କୁ ଗଲାବେଳେ ଦେଖିବା ପରେ ବନ ବିଭାଗ କୁ ଖବର ଦେଇଥିଲେ l ଘଟଣା ସ୍ଥଳରେ ବନ ବିଭାଗ!-->…
ଗୋଷ୍ଠିଗତ ଜଙ୍ଗଲ ସମ୍ବଳ ପରିଚାଳନା ଯୋଜନା ଉପରେ ଉପଖଣ୍ଡସ୍ତରୀୟ କର୍ମଶାଳା
ଜଙ୍ଗଲ ସୁରକ୍ଷା, ପରିଚାଳନା ଓ ପୁନଃର୍ଜନନ ଉପରେ ଗୁରୁତ୍ଵାରୋପସୁନ୍ଦରଗଡ : ଆବାହାମାନ କାଳରୁ ଜଳ, ଜମି, ଜଙ୍ଗଲ, ଜନ୍ତୁ ବହୁମୂଲ୍ୟ ପ୍ରାକୃତିକ ସମ୍ବଳ ଭାବରେ ଜଣ ସମାଜର ଜୀବନ ଧାରଣରେ ଏକ ଅବିଚ୍ଛେଦ ଅଙ୍ଗ ଭାବରେ ରହି ଆସୁଛି। ପିଢି ପିଢି ଧରି ଜଙ୍ଗଲକୁ ଭଲ ପାଇ, ଜଙ୍ଗଲକୁ ସୁରକ୍ଷା ଦେଇ!-->…
ଖୋଲା ମଦ ସେବନ ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ବିରୁଦ୍ଧରେ ପୋଲିସର ଏକ ସ୍ୱତନ୍ତ୍ର ଅଭିଯାନ
ବାଲିଗୁଡା : ଅସାମାଜିକ ବ୍ୟକ୍ତି ଓ ନିଶାଡ଼ି ହୋଇଯାନ୍ତୁ ସାବଧାନ । ନିଶାଡ଼ି ଓ ଅସାମାଜିକ ବ୍ୟକ୍ତିଙ୍କୁ ସାବାଡ଼ କରିବା ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡରେ ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଛି ସ୍ପେସାଲ୍ ଡ୍ରାଇଭ୍ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସବ-ଡିଭିଜନ ପୋଲିସ ଖୋଲା ମଦ!-->!-->!-->…
ଚୋରି କେସରେ ଆସାମୀଙ୍କୁ ନଅମାସର ସଶ୍ରମ କାରାଦଣ୍ଡ
ଉମରକୋଟ / ରାଇଘର : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅଧୀନସ୍ଥ କୁନ୍ଦେଇ ଥାନା କ୍ଷେତ୍ରର ମାରିଗାଁ ଗ୍ରାମରେ ଘଟିଥିବା ଏକ ଚୋରି ମାମଲାର ଗୁରୁତ୍ୱପୂର୍ଣ୍ଣ ରାୟ ୯ ଡିସେମ୍ବରରେ ପ୍ରକାଶ ପାଇଛି। ଏହି ମାମଲାର ନମ୍ବର GR No–୨୮୮/୨୦୨୫ ଓ କୁନ୍ଦେଇ ପୋଲିସ କେସ ନଂ ୧୧୧/୨୦୨୫ ଭାବେ!-->!-->!-->…
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମାନବ ଅଧିକାର ଦିବସ ପାଳିତ
ବ୍ରହ୍ମପୁର : ବୁଧବାର ଗଞ୍ଜାମ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ଅଧ୍ଯକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ଅଶାନ୍ତ କୁମାର ଦାସଙ୍କ ତତ୍ତ୍ଵାବଧାନରେ ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ବ୍ୟୋମକେଶ ନାୟକଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଜିଲ୍ଲା କୋର୍ଟ ପରିସର ସ୍ଥିତ ଯୁଡିସିଆଲ୍!-->…
ଶନିବାର ଦିନ ବିଳମ୍ବରେ ସ୍କୁଲ ଆସୁଛନ୍ତି ଶିକ୍ଷକ – ଶିକ୍ଷୟିତ୍ରୀ…
ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ୟାନ ଦେବାକୁ ଅନୁରୋଧ...
ନୟାଗଡ଼: ପ୍ରତ୍ୟେକ ଶନିବାର ହେଉଥିବା ସକାଳୁଆ ସ୍କୁଲକୁ ସମୟ ଅନୁସାରେ ପହଞ୍ଚିବାକୁ ଶିକ୍ଷକ - ଶିକ୍ଷୟିତ୍ରୀ ମାନେ ଗୁରୁତ୍ଵ ଦେଉନାହାନ୍ତି। ଏହାକୁ ନେଇ ଜିଲ୍ଲା ଶିକ୍ଷା ବିଭାଗ ନିକଟରେ ଅଭିଯୋଗ ହେବାପରେ ଜିଲ୍ଲା ଶିକ୍ଷା ବିଭାଗ!-->!-->!-->…
ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟି କରଣ ନେଇ ତାଲିମ ଶିବିର
ବାଲିଗୁଡା଼ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟି କରଣ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା!-->…
ଓଡ଼ଗାଁ ଲକ୍ଷ୍ମୀବଜାର ହନୁମାନ ଛକ ପରିଶ୍ରାଗାର ଜାମ୍ : ଦୁର୍ଗନ୍ଧରେ ଅଣ ନିଃଶ୍ୱାସୀ ଜନସାଧାରଣ
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଲକ୍ଷ୍ମୀ ବଜାର ଡାକ୍ତରଖାନା ନିକଟସ୍ଥ ହନୁମାନ ଛକ ପରିଶ୍ରା ଗାର କୁ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଏବଂ ପାଇପ ଗୁଡିକ ଜାମ ହୋଇଥିବାରୁ ପରିଶ୍ରା ଗାର ଏବେ ଅବ୍ୟବହୃତ ହୋଇ ପଡିବା ଫଳରେ ବଜାର ପାଇଁ ଏହା ଏକ ମୁଖ୍ୟ!-->…