Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ନିର୍ବାଚନ ଫଳକୁ ନେଇ ଶ୍ୟାମାଖୁଣ୍ଟା ବିଡିଓଙ୍କୁ ମାରଣାନ୍ତକ ଆକ୍ରମଣ
ବାରିପଦା: ଶ୍ୟାମାଖୁଣ୍ଟା ବିଡିଓଙ୍କୁ ଅଫିସ ଭିତରେ ମାରଣାନ୍ତକ ଆକ୍ରମଣ । ନିର୍ବାଚନୀ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଞ୍ଚଳ ବାସୀଙ୍କ ମାଡରେ ଶାମାଖୁଣ୍ଟା ବିଡିଓ ଯଶୋବନ୍ତ ବେହେରା ଆହତ ହୋଇଛନ୍ତି । ପଞ୍ଚାୟତ ନିର୍ବାଚନରେ ଫଳାଫଳ ଘୋଷଣାରେ ଅନିୟମିତତା!-->…
କଟକରେ ଦୁଇଟି ଦଳ ସହ ମେଣ୍ଟ କଲା କଂଗ୍ରେସ
କଟକ: କଟକ ମହାନଗର ନିଗମ(ସିଏମ୍ସି) ନିର୍ବାଚନ ପାଇଁ କଂଗ୍ରେସ ମେଣ୍ଟ କରିଛି। ସିପିଆଇ ଓ ସିପିଆଇ(ଏମ୍) ସହିତ ମେଣ୍ଟ କରିଛି କଂଗ୍ରେସ। ଏନେଇ ସୂଚନା ପ୍ରଦାନ କରିଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍।ନିର୍ବାଚନ ରଣନୀତି ନେଇ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ୨୦୧୯ ସାଧାରଣ!-->…
୧୨୭ ବାଟାଲିୟନ ସିଆରପିଏଫ ପକ୍ଷରୁ ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାରଖମା ଠାରେ ୧୨୭ ବାଟାଲିୟନ ସିଆରପିଏଫ ପକ୍ଷରୁ ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣଙ୍କ ବିଶ୍ୱାସ ଭାଜନ ହେବା ସହ ଅଞ୍ଚଳବାସୀଙ୍କ ନିକଟତର ହେବା ଓ ସାଧାରଣ ଜନତାଙ୍କ ସୁଖଦୁଃଖରେ ଭାଗିଦାରୀ ହେବା ଏହି!-->…
ବ୍ୟଙ୍ଗ କବି ସୀମାଞ୍ଚଳ ମହାରଣାଙ୍କ ଦ୍ଵାଦଶାହ ଶ୍ରାଦ୍ଧ ଦିବସ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ପଣସପଡି ନିବାସୀର ବ୍ୟଙ୍ଗ କବି ସୀମାଞ୍ଚଳ ମହାରଣାଙ୍କ ଦ୍ଵାଦଶାହ ଶ୍ରାଦ୍ଧ ଦିବସ ସ୍ଥାନୀୟ ଶାଳବଣ ସାହିତ୍ୟ ସଂସଦ ଆନୁକୁଲ୍ୟରେ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବନବାସୀ ସେବା ସମିତିର ସହ ସମ୍ପାଦକ!-->…
ଲାଞ୍ଚ ନେବା ବେଳେ ବିଇଓଙ୍କୁ ଗିରଫ କଲା ଭିଜିଲାନ୍ସ
ରାୟଗଡ଼ା :ଭିଜିଲାନ୍ସ ଜାଲରେ ପଡ଼ିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ। ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି ।
ଅବସରପ୍ରାପ୍ତ ଶିକ୍ଷକ ପ୍ରଭାତ ମହାପାତ୍ରଙ୍କ ପେନସନ କାମ ପାଇଁ!-->!-->!-->…
ରାଜ୍ୟ ମହିଳା ବିଜେଡି ଉପସଭାନେତ୍ରୀ ଅନିମା କହଁର ଖଜୁରୀପଡ଼ା ସମିତି ସଭ୍ୟା ଭାବେ ନିର୍ବାଚିତ
ଫୁଲବାଣୀ : ଗୁଣ ଚିହ୍ନେ ଗୁଣିଆ ସୁନା ଚିହ୍ନେ ବଣିଆ।ଠିକ ସେହିପରି ଅନିମା କହଁରଙ୍କୁ ମଧ୍ୟ ଚିହ୍ନିଚନ୍ତି ଖଜୁରିପଡା ପଞ୍ଚାୟତର ପଞ୍ଚାୟତବାସୀ।ବ୍ଲକ ଅଧ୍ୟକ୍ଷା ଥିବା ସମୟରେ କରିଥିବା ଅଞ୍ଚଳବାସୀଙ୍କ ସେବା ସାହାଯ୍ୟ ସହଯୋଗର ପ୍ରତି ବଦଳରେ ଆଜି ତାର ଫଳ ଦେଇଛନ୍ତି ପଂଚାୟତ ବାସୀ।!-->!-->!-->…
ଵୁଧବାର ଆରମ୍ଭ ହେଲା ନାମାଙ୍କନ ଦାଖଲ ପ୍ରକ୍ରିୟା
ହିଞ୍ଜିଳିକାଟୁ (୨/୩) : ଫେବୃଆରୀ ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ଓ ୱାର୍ଡ଼ ସଭ୍ୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି । ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ ଭୋଟ। ମାର୍ଚ୍ଚ ୨୬ରେ ହେବ ଭୋଟ ଗଣତି । ପ୍ରଥମ ଥର ପାଇଁ ଅଧ୍ୟକ୍ଷ!-->!-->!-->…
କୋରୁକୋଣ୍ଡାସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଵସ୍ଥତା ଓ ପରିମଳ ସଚେତନା ଅଭିଯାନ
ମାଲକାନଗିରି : ମାଲକାନଗିରି ଜିଲ୍ଲା ପୋଗୁରୁକୋଣ୍ଡା ଗ୍ରାମରେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଳ ସଂରକ୍ଷଣ ସ୍ଵସ୍ଥତା ଓ ପରିମଳ ସଚେତନା ରାଲ୍ଲୀ ସ୍ଥାନୀୟ ସ୍କୁଲ ପିଲା ଙ୍କୁ ନେଇ ଆୟୋଜିତ ହୋଇ ଯାଇଛି । ଗ୍ରାମରେ ବିଭିନ୍ନ ନଳକୂପ ପାରିପାର୍ଶ୍ବିକ ଓ ରାସ୍ତାକୁ!-->!-->!-->…
ଅର୍ଦ୍ଧ ଦଗ୍ଧ ପିଙ୍କିଙ୍କ ଚିକିତ୍ସା ଲାଗି ସହାୟତାର ହାତ ବଢ଼ାଇଲେ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ
ଦାରିଙ୍ଗବାଡି(୦୨/୦୩) : କନ୍ଧମାଳ ଜିଲ୍ଲା ଦାରିଙ୍ଗ ବାଡ଼ି ବ୍ଲକ ଝିଞ୍ଜିରିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ତ ଗଡମା ଗ୍ରାମର ମୃତୁଞ୍ଜୟ ମଲିକଙ୍କ ଦଶମ ସାରାଂଶ-୧ ଲେଖିଥିବା ଝିଅ ପିଙ୍କି ମଲିକ କୌଣସି କାରଣ ବଶତଃ ଗତ ଜାନୁୟାରୀ ୨୩ ରଖରେ ପୋଡି ଗଲା। ଅର୍ଥର ଅଭାବ ହେତୁ ପ୍ରାୟ ୧୦ ଦିନ କଟକ!-->!-->!-->…
ଶିଶୁଙ୍କ ପ୍ରବେଶରେ ହସି ଉଠିଲା ବିଦ୍ୟାଳୟ
ଫୁଲବାଣୀ: କଥାରେ ଅଛି ଶିଶୁ ହସିଲେ ଜଗତ ହସେ।ଦୀର୍ଘ ଦୁଇବର୍ଷ ପରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସୋମବାର ଠାରୁ ଶିକ୍ଷା ଅନୁଷ୍ଠାନ ଖୋଲିଛି। ଛାତ୍ରଛାତ୍ରୀ ନିଜ ନିଜ ବିଦ୍ୟାଳୟକୁ ନିୟମିତ ଯାଇ ଅଫ ଲାଇନରେ ପାଠ ପଢ଼ିବେ, ସାଙ୍ଗସାଥୀଙ୍କ ସହ ଖେଳକୁଦ କରିବେ ନିଜ ଶିକ୍ଷୟିତ୍ରୀ!-->…