Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିକାଶ ପକ୍ଷରୁ ବଂଶୀଧର ବେହେରାଙ୍କ ଶୋକସଭା
ବ୍ରହ୍ମପୁର : "ବିକାଶ" ସ୍ବେଚ୍ଛାସେବୀ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତଥା ସମାଜସେବୀ ବଂଶୀଧର ବେହେରାଙ୍କ ଉଦ୍ଦେଶ୍ୟରେ ଆଜି ସ୍ଥାନୀୟ କମାପଲ୍ଲୀ ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ସଦସ୍ୟ ତଥା ସିଣ୍ଡିକେଟ ବ୍ୟାଙ୍କ୍ ର ପୂର୍ବତନ ଶାଖା ପରିଚାଳକ ସୀତାରାମ!-->…
ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଜଣେ ଗିରଫ: ମୋବାଇଲ ସମେତ ୪ଟି ଚୋରି ବାଇକ ଜବତ
କନ୍ଧମାଳ : ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ ଟାଉନ ଥାନା ପୁଲିସ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି। ତାଙ୍କ ନିକଟରୁ ଲୁଟ ହୋଇଥିବା ମୋବାଇଲ ସମେତ ୪ଟି ଚୋରି ବାଇକ ଜବତ କରାଯାଇଛି। ଗିରଫ ଯୁବକ ହେଲେ ଫୁଲବାଣୀ ସହର କୁମ୍ଭାରପଡାର ରାକେଶ ବେହେରା ଓରଫ ଛୋଟୁ(୨୪)। ଏହି!-->…
ରାଜ ସୁନାଖଳା ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ
ନୟାଗଡ଼ : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ରାଜସୁନାଖଳା ପଞ୍ଚାୟତ ଠାରେ ରାଜସୁନାଖଳା ମହୋତ୍ସବ କାଉଁରୀ ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ମହୋତ୍ସବ କମିଟିର ସମ୍ପାଦକ ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରାଙ୍କ ଆବାହକତ୍ଵରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ!-->…
ଜଳବାୟୁ ସୁରକ୍ଷା ପରିଷଦ ତରଫରୁ ଆରୋଗ୍ୟ ମିତ୍ର ଯୋଗାଭ୍ୟାସ ଶିବିର
ବଣାଇ : ବଣାଇ ସାମ୍ବାଦିକ ଭବନ ଠାରେ ଜଳବାୟୁ ସୁରକ୍ଷା ପରିଷଦ ତରଫରୁ ଆରୋଗ୍ୟ ମିତ୍ର ନିଯୁକ୍ତି ଓ ଯୋଗାଭ୍ୟାସ ନିମନ୍ତେ ତଲିମ ଶିବିରର ବ୍ଲକ ସଂଯୋଜକ ଜୟନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବରେ ରାଜ୍ୟ ଜଳବାୟୁ ସୁରକ୍ଷା ପରିଷଦର ଅବାହକ ଜ୍ଞାନ ରଞ୍ଜନ!-->…
ମହାବିଦ୍ୟାଳୟରେ 53 ତମ କ୍ରୀଡା ଉତ୍ସବ ଉଦଯାପିତ
ବଣାଇ : ବଣାଇ ଗଡ଼ ମହା ବିଦ୍ୟାଳୟ ପରିସରରେ ଠାରେ 53 ତମ ବାର୍ଷିକ କ୍ରୀଡା ଉତ୍ସବ ଅଧ୍ୟକ୍ଷ ଡ଼ଃ ଜେନାମଣି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଣାଇ ସହକାରୀ ବନ ସରଂକ୍ଷକ ରବିକାନ୍ତ ମିନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ!-->…
୧୪୩ ନମ୍ବର୍ ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା, ଦୁଇ ବାଇକ୍ ଆରୋହୀ ମୃତ
ଲହୁଣୀପଡା : ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ନିକଟରେ ଆଜି ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଦ୍ରୁତଗତି ଟ୍ରଲର ଧକ୍କାରେ ଦୁଇଜଣ ବାଇକ୍ ଆରୋହୀ ଘଟଣାସ୍ଥଳରେ ପ୍ରାଣ ହାରାଇଛନ୍ତି।ସୂଚନା ଅନୁସାରେ, ଟ୍ରଲରଟି ଦୃତ ଗତିରେ ଆସି ଓ ଆର ୧୪ କେ ୩୦୪୭ ବାଇକ୍କୁ!-->…
ଉତ୍କଳୀୟମ୍ ଫାଉଣ୍ଡେସନ ତରଫରୁ ଚାନ୍ଦପୁରରେ ମେଡିକାଲ କଲେଜର ପ୍ରତିଷ୍ଠା ଦାବୀରେ ନେଇ ରଣପୁର ବ୍ଲକ ପ୍ରଶାସନଙ୍କୁ…
ରଣପୁର/ରାଜସୁନାଖଳା : ଓଡିଶାର ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଠାରେ ଏସିଆ ମହାଦେଶର ଦ୍ୱିତୀୟ ଓ ଭାରତର ପ୍ରଥମ ଯକ୍ଷ୍ମା ଚିକିତ୍ସାଳୟ ଭାବେ କ୍ଷ୍ୟାତି ଲାଭ କରିଥିବା ଚିକତ୍ସାଳୟ ବସନ୍ତମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଟେ , ଯାହାକୁ କି ରଣପୁରର ରାଣୀ ତଥା ତତକାଳୀନ!-->…
ନାଡ଼ାପାଟାଙ୍ଗ ଓ ମାଣିକୁଟିକୁ ପଞ୍ଚାୟତ ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ ଗଠନ କରିବା ନିମନ୍ତେ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ପୂର୍ବରୁ!-->…
ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ: ବନ୍ଧୁକ ସମେତ ଅନେକ ମାଓ ସାମଗ୍ରୀ ଜବତ
ବାଲିଗୁଡ଼ା : କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲ୍ଲା ବେଲଘର-କୋଟଗଡ଼ ଥାନା ସିମାନ୍ତରେ ମାଓ ଗତିବିଧି ଦେଖାଦେଇଛି । ଏସ୍ଓଜି ଏବଂ ସିଆରପିଏଫ୍ ଜବାନଙ୍କ ମିଳିତ କୁମ୍ବିଂ ଅପରେସନ ବେଳେ ବିଲାମାଳ ପଞ୍ଚାୟତର ମୁଣ୍ଡିମାସ୍କା ଜଙ୍ଗଲରେ ସୁରକ୍ଷାକର୍ମୀ ମାଓବାଦୀ ମୁହାଁମୁହିଁ ହେବା ପରେ!-->…
ବାବାସାହେବ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳନ
ବ୍ରହ୍ମପୁର : ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଭାରତରତ୍ନ ଡ଼.ଭୀମ ରାଓ ଆମ୍ବେଦକରଙ୍କ ୬୯ତମ ମହାପ୍ରୟାଣ ଦିବସ ଯଥା ମର୍ଯ୍ୟାଦାର ସହ ସ୍ଥାନୀୟ ଇଂଜିନିୟରିଙ୍ଗ ସ୍କୁଲ ଛକ ଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତି ଠାରେ ପାଳନ ହୋଇଯାଇଛି l ମାନବ ଅଧିକାର ସୁରକ୍ଷା!-->…