Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଲୋକଙ୍କ ସରକାର ମୋହନ ସରକାର : ଆସିକା ଲୋକଙ୍କ ସହ ନାହାନ୍ତି ବିଧାୟକ ମହାଶୟ…..!
ମାଫିଆ ମାନେ ବିଧାୟକ ଙ୍କ ଗେଲ୍ହା ପୁଅ...!!
ଆସିକା ସମିତି ଅଧିବେଶନରେ ସାଂସଦ ଆସିବା ଖବର ପାଇ ଛୁ ମାରିଲେ ବିଧାୟକ…!
ବାଃ ବାଃ ରେ ଆସିକା ରାଜନୀତି…..!ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ସାଧାରଣ ନିର୍ବାଚନ ପରେ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଆଜି ଆସିକା ସମିତି ର ଅଧିବେଶନ ଥିଲା। ଏଥିରେ ଅଧିବେଶନ ରେ ସାଂସଦ ଓ ବିଧାୟକ ଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଅଧିବେସନ ଆରମ୍ଭ ପୂର୍ବରୁ ଆସିକା ବିଧାୟକ ସରୋଜ!-->…
୧୮ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା : କାଳିକା ନୃତ୍ୟ ଓ ନବଦୁର୍ଗା ନୃତ୍ୟ ରେ ବିମୋହିତ ଭକ୍ତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଶୁକ୍ରବାର ୧୮ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣ ୧୩ ଦିନରେ ପହଞ୍ଚିଛି l ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା!-->…
ସଚ୍ଚୋଟ କଂଗ୍ରେସକର୍ମୀ ସାହସ ନାୟକଙ୍କ ବିୟୋଗରେ ସ୍ମୁତି ଚାରଣ ସଭା
ବାଲିଗୁଡ : ସମଗ୍ର କନ୍ଧମାଳ ଜିଲ୍ଲାରେ ସଚ୍ଚା କଂଗ୍ରେସ କର୍ମୀ ଭାବେ ବେଶ ପରିଚିତ ଥିବା କନ୍ଧମାଳ ଜିଲ୍ଲା ବାଲିଗୁଡା ହାଟପଦା ସାହି ନିବାସୀ ସାହସ ନାୟକ ଚଳିତ ମାସ ୧୩ ତାରିଖରେ ସନ୍ଧ୍ୟାରେ ହଠାତ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ବାଲିଗୁଡା ମେଡିକାଲ ରେ ଭର୍ତ୍ତୀ କରିଥିଲେ l କିଛି ସମୟ!-->…
ବାଇକରୁ ପଡି ଜଣେ ମୃତ, ଦୁଇଜଣ ଗୁରୁତର ଆହତ
ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧିନସ୍ଥ କାଦୋବାହାଲ ପଞ୍ଚାୟତ ଅନ୍ତର୍ଗତ କାଲୋବାହାର ଛକ ମୁହାଁଣୀରେ ବାଇକ ରୁ ପଡି ଜଣେ ମୃତ, ଓ ଦୁଇ ଜଣ ଗୁରୁତର ଆହତ | ଗୋଟିଏ ବାଇକ ରେ ତିନି ଜଣ ଯୁବକ ନିଜଘର କାଦୋବାହାଲ ଭୋକ୍ତାଟୋଲୀ ରୁ ରାଏବଗା କିଛି କାମରୁ ଯାଉଥିବା ବେଳେ!-->…
ବିଶ୍ଵ କଇଁଛ ଦିବସ ଉପଲକ୍ଷେ ବନ କର୍ମଚାରୀ ମାନଙ୍କ ପାଇଁ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର
ମାଲକାନଗିରି : ୨୩ ମେ ବିଶ୍ଵ କଇଁଛ ଦିବସ ଉପଲକ୍ଷେ ମାଲକାନଗିରି ବନ ବିଭାଗ ଓ ଇକୋ, ଓଡିଶା ର ମିଳିତ ଆନୁକୁଲ୍ୟରେ ବନ କର୍ମଚାରୀ ମାନଙ୍କ ପାଇଁ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇ ଅଛି। ବର୍ତ୍ତମାନ ସମୟରେ ମଧୁର ଜଳ କଇଁଛ ମାନଙ୍କର ଚାଲାଣ, ବିକ୍ରି ଇତ୍ୟାଦି ଉପରେ ଅଙ୍କୁଶ!-->…
ବାଳକୃଷ୍ଣପୁର ସେବା ସମବାୟ ସମିତି ସମ୍ପାଦକଙ୍କ କଳାକାରନାମା, ଜାଲ୍ ଚାଷୀଙ୍କ ନାଁ ପଞ୍ଜୀକରଣ କରି ବିକୁଥିଲେ ଧାନ
ବୀମା ଓ ଋଣ ଜାଲିଆତି ହୋଇଥିବା ତଦନ୍ତରୁ ଜଣାପଡିଛିହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ପୁଟିଆପଦର ପଞ୍ଚାୟତ ଅନ୍ତର୍ଗତ ବାଳକୃଷ୍ଣପୁର ସେବା ସମବାୟ ସମିତିରେ ଜାଲ ଚାଷୀ ପଞ୍ଜୀକରଣ କରି ବ୍ୟାପକ ଦୁର୍ନିତୀ ଅଭିଯୋଗ ର ତଦନ୍ତ ଶୁକ୍ରବାର ହୋଇଛି । ରାଜ୍ୟ ସମବାୟ ରେଜିଷ୍ଟ୍ରାର!-->…
ନୟାଗଡ ଜିଲ୍ଲାର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ଶିଶୁ ଶ୍ରମିକ…
ନିଘୋଡ଼ ନିଦରେ ଜିଲ୍ଲାର ଶ୍ରମ ଅଧିକାରୀ...
ଶୋଇଥିବା ବେଳେ ବିଷଧର ସାପ କାମୁଡ଼ାରେ ହରାଇଲେ ପ୍ରାଣ୪୫ ବର୍ଷିୟ ଭୀମା ମାଡି
ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ପରସନପଲ୍ଲୀ ଗ୍ରାମରେ ଜଣେ ବ୍ୟକ୍ତି ସାପ କାମୁଡ଼ାରେ ପ୍ରାଣ ହରାଇଥିବା ଜଣାପଡିଛି । ସୁଚନା ମୁତାବକ ପରସନପଲ୍ଲୀ ଗ୍ରାମର ୪୫ ବର୍ଷିୟ ଭୀମା ମାଡି ନାମକ ଜଣେ ବ୍ୟକ୍ତି ଗତକାଲି ରାତିରେ ଖାଇସାରି ନିଜ ଶୋଇଥିଲେ।!-->…
ମାଲକାନଗିରିର ଦୁଇ ଆଇନଜୀବି ସମ୍ବର୍ଦ୍ଧିତ
ମାଲକାନଗିରି, ୨୨।୫ : କୋରାପୁଟ ଜିଲ୍ଲାର କୋଟପାଡ ଓକିଲ ସଂଘ ପକ୍ଷରୁ ଗତକାଲି ଅଭିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଓକିଲ ସଂଘକୁ ନେଇ ପଟେଲ କନଭେନସନ ହଲରେ ଲିଗାଲ ସେମିନାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଜଷ୍ଟିସ ଶଶିକାନ୍ତ ମିଶ୍ର, ଓଡିଶା ହାଇକୋର୍ଟ!-->…