Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ରକ୍ଷା ବନ୍ଧନ ଉପଲକ୍ଷେ ଗହ୍ମା ଡିଆଁ ପ୍ରତିଯୋଗିତା ଅନୁଷ୍ଠିତ
ନୟାଗଡ଼ (ନିସର୍ତ୍ତ): ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ ପୂରାତନ ପରମ୍ପରାକୁ ବଜାୟ ରଖିବା ପାଇଁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜସୁନାଖଳା ଓ ଆଖ ପାଖ ଅଞ୍ଚଳରେ ଗହ୍ମା ଡିଆଁ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ନୃସିଂହପୁର!-->…
ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ପରିବହନ ବିଭାଗର ନିଆରା ସଡ଼କ ସୁରକ୍ଷା ଅଭିଯାନ
– ନିୟମ ମାନୁଥିବା ଗାଡ଼ି ଚାଳକଙ୍କୁ ସମ୍ମାନିତ କଲେ ପରିବହନ ଆୟୁକ୍ତ
ଭୁବନେଶ୍ୱର : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାକ୍ଷୀର ଭାବନା ‘ସୁରକ୍ଷା ପ୍ରତିଶ୍ରୁତି’କୁ ସଡ଼କ ସୁରକ୍ଷା ସହ ଯୋଡ଼ି ପରିବହନ ବିଭାଗ ପକ୍ଷରୁ ଆଜି ଏକ ନିଆରା ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜିତ ହୋଇଛି।!-->!-->!-->…
୧୦ ଦଫା ଦାବିପତ୍ର ପ୍ରଦାନ କଲା ନୟାଗଡ଼ ଏବିଭିପିର ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ଶାଖା…
ନୟାଗଡ଼ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ଶାଖା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା ଓ ମହାବିଦ୍ୟାଳୟର ଶିକ୍ଷାନୁଷ୍ଠାନିକ ବ୍ୟବସ୍ଥା ସମ୍ପର୍କିତ ଏକ ୧୦ ଦଫା!-->…
ମହାପୁରୁଷ ମହମ୍ମଦଙ୍କ ୧୫୦୧ ତମ ଜନ୍ମଦିନ ଇଦ-ମିଲାଦୁନ୍ ନବୀ ଆସିକା ରେ ପାଳିତ…
ଆସିକା: ଆଜି ମହାପୁରୁଷ ମହମ୍ମଦଙ୍କ ୧୫୦୧ ତମ ଜନ୍ମଦିନ ଭାବେ ଇଦ୍-ମିଲା ଦୁନ୍ ନବୀ ଧୁମଧାମ ରେ ଗଞ୍ଜାମ ଜିଲ୍ଲାରେ ପାଳିତ ହୋଇଯାଇଛି। ଜିଲ୍ଲାର ଆସିକା ସହର ରେ ଇଦ-ମିଲାଦୁନ୍ ନବୀ ଅବସରରେ ସହର ପରିକ୍ରମା କରିବା ସହ ମହାପୁରୁଷ ମହମ୍ମଦ ଜୀବନୀ ଉପରେ ଚର୍ଚ୍ଚା କରାଯାଇ ଥିଲା। ଆସିକା ଜାମିଆ!-->…
ଛତ୍ରପୁରରେ ବେଆଇନ ମୋରମ ଖନନ : ୯୬ ଲକ୍ଷରୁ ଊର୍ଦ୍ଧ୍ୱ ଜରିମାନା ପରେ ବି ବେଫିକର ଲିଜଧାରୀ, ଏନଜିଟି ଯିବାକୁ ଚେତାବନୀ
ଛତ୍ରପୁର : ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବଣବୁଣାପଲ୍ଲୀ ନିକଟସ୍ଥ ନରସିଂହପୁର ଗ୍ରାମରେ ଲିଜ୍ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ବେଆଇନ ଭାବେ ମୋରମ ଓ ମାଟି ଚାଲାଣ ଚାଲିଥିବା ଅଭିଯୋଗ ହୋଇଛି। ଅନୁମତି ତୁଳନାରେ ଦୈନିକ ଶହ ଶହ ଗାଡ଼ି ମୋରମ ବେଆଇନ ଭାବେ ଚାଲାଣ ହେଉଥିବା!-->!-->!-->…
୧୪ ନମ୍ବର ଜୋନ କଂଗ୍ରେସ ସାଙ୍ଗଠନିକ ବୈଠକ
ନୟାଗଡ଼ : ଅଦ୍ୟ ସର୍ବଭାରତୀୟ ଇଣ୍ଡିମେଣ୍ଟ ନେତୃତ୍ବ ଆହ୍ୱାନ କ୍ରମେ କେନ୍ଦ୍ର ସରକାରଙ୍କ ଖଣିଲୁଟିଆ ଏମଏମଡିଆର ସଂଶୋଧିତ ଆଇନ ପ୍ରତ୍ୟାହାର ଦାବିରେ ନୟାଗଡ଼ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ଡିସିସି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ସେଠାରେ ସମଭାବାପନ୍ନ ଦଳ!-->…
ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ୨୦ ସାଂସଦଙ୍କ କୁଶପୁତ୍ତଳିକା ଦାହ
ନୟାଗଡ଼ : ଦିଲ୍ଲୀ ପୋଲିସ ଦ୍ୱାରା ‘ଜେନ୍-ଜି’ (Gen Z) ଆନ୍ଦୋଳନକାରୀଙ୍କ ଉପରେ ଲାଠିଚାଳନା ଓ ପେଲେଟ୍ ଗନ୍ ବ୍ୟବହାର ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତି ଦାବି କରି ବିରୋଧୀ ଦଳଗୁଡ଼ିକ ସଂସଦ ଅଚଳ କରି ରଖିଛନ୍ତି। ଏହି ସମୟରେ ବିନା ଆଲୋଚନାରେ ତରବରିଆ ଭାବେ ଓଡ଼ିଶାର!-->…
ବାଲୁଗାଁରେ ୩୦ ଗ୍ରାମ ବ୍ରାଉନସୁଗାର ଜବତ, ୨ ବେପାରୀ ଗିରଫ
ବାଲୁଗାଁ (ଖୋର୍ଦ୍ଧା) : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଥାନା ଚିଲିକା ଜେଟି ଓ ବାଲୁଗାଁ କଲେଜ ନିକଟରେ ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ଖୋର୍ଦ୍ଧା ଏସପି ଶ୍ରୀ ପରମାର ସ୍ମିତ ପର୍ଶୋତ୍ତମଦାସ (ଆଇପିଏସ)ଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓ ଶ୍ରୀ ସଞ୍ଜୟ!-->…
ବନ୍ୟା ଘେରରେ କୋଟପାଡ଼ ବ୍ଲକର ପାଞ୍ଚୋଟି ପଞ୍ଚାୟତ
କୋଟପାଡ଼ : ଗତ ଲଗାଣ ବର୍ଷାଯୋଗୁଁ କୋଟପାଡ଼ ବ୍ଲକର ପାଞ୍ଚଗୋଟି ପଞ୍ଚାୟତ ପ୍ରଭାବିତ ହୋଇଛି l ଅନେକ ଗ୍ରାମରେ ବଢ଼ିପାଣି ଘର ଭିତରେ ପଶିବା ଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି l ସରକାରୀ କର୍ମଚାରୀ ମାନଙ୍କ ଦ୍ୱାରା ପ୍ରଭାବିତ ପରିବାରକୁ ବନ୍ୟା ଆଶ୍ରୟ ସ୍ଥଳୀରେ ନିଆଯାଇ!-->!-->!-->!-->!-->…
ନର କଙ୍କାଳ ମିଳିବା ଘଟଣାରେ ଦୁଇ ଦାବିଦାରଙ୍କ ଡି.ଏନ୍.ଏ ଟେଷ୍ଟ ପାଇଁ ପଠାଇଲା ପୋଲିସ
ନୟାଗଡ଼,୨୪/୦୮(ନିସର୍ତ୍ତ) : ଚାନ୍ଦପୁର ଥାନା ଅଂଚଳରେ ନର କଙ୍କାଳ ମିଳିବା ଘଟଣାରେ ଦୁଇ ଦାବିଦାରଙ୍କ ଡି.ନ୍.ଏ ଟେଷ୍ଟ ପାଇଁ ଚାନ୍ଦପୁର ପୋଲିସ ପଠାଇ ଥିବା ନେଇ ସୂଚନା ମିଳିଛି । ସୂଚନା ଅନୁସାରେ, ଗତ ୧୯ ତାରିଖରେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ବେଣ୍ଟ ପଟାସ ଜଙ୍ଗଲର ଏକ!-->!-->!-->…