Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ନବରଙ୍ଗପୁର ଓୟୁଜେର ଦାବୀ ପତ୍ର ପ୍ରଦାନ
ନବରଙ୍ଗପୁର : ରାଜ୍ୟର ସାମ୍ବାଦିକ ମାନଙ୍କର ସାମୁହିକ ସ୍ୱାର୍ଥ ରକ୍ଷା ପାଇଁ ଓଡ଼ିଶା ସାମ୍ବାଦିକ ୟୁନିୟନ ଆଉ ନୀରବଦ୍ରଷ୍ଟା ହୋଇ ବସି ନରହି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଚରମ ନିଷ୍ପରି ଗ୍ରହଣ କରିଛି । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବାର ୮ମାସ ବିତିଯାଇଥିଲେ ମଧ୍ୟ!-->…
ଚିକିଟୀରେ ଦିନଦୟାଲ ଉପାଧ୍ୟାୟ ଜୟନ୍ତୀ ପାଳିତ
ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଦିନଦୟାଲ ଉପାଧ୍ୟାୟ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଗଞ୍ଜାମ ଜ଼ିଲ୍ଲା ବିଜେପି ସଭାପତି ସରୋଜ ସାବତ ଅଧ୍ୟକ୍ଷତା କରିଥିବା ବେଳେ ଚିକିଟୀ ପରିଷଦ ମଣ୍ଡଳ ସଭାପତି ଅନନ୍ତରାମ!-->…
ସ୍ୱାସ୍ଥ୍ୟ, ଶିକ୍ଷା ଓ ମହିଳା ଏବଂ ଶିଶୁ ବିଭାଗର ମିଳିତ ସମୀକ୍ଷା ବୈଠକ
ଛତ୍ରପୁର : ସ୍ଥାନୀୟ ଜଉଗଡ ସମ୍ମିଳନୀ କକ୍ଷ ଠାରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ମହିଳା ଏବଂ ଶିଶୁ ବିଭାଗର ମିଳିତଯୋଜନା ଗୁଡିକ ସଠିକ କାର୍ଯ୍ୟକାରୀ କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଯୋଜନ ମାତୃ ନବଜାତ ଶିଶୁ ଏବଂ କିଶୋରୀ ସ୍ୱାସ୍ଥ୍ୟ ଓ ପୋଷଣ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରେ!-->…
କୋମଳମତି ଶିଶୁଙ୍କ ଭବିଷ୍ୟତକୁ ନେଇ ଖେଳୁଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ : ବିଦ୍ୟାଳୟକୁ ୧୧ ଟା ଯାଏଁ ଆସୁନାହାନ୍ତି…
ମାଲକାନଗିରି,୧୨।୨ ଶିକ୍ଷ ମଣିଷ ଜୀବନରେ ଆଲୋକ ଦେଖାଇବା ସହ ଜୀବନକୁ ସରସ ସୁନ୍ଦର କରି ଗଢ଼ିଥାଏ । ପରିବାର ଲୋକେ ନିଜ ଶିଶୁଙ୍କ ଭବିଷ୍ୟତ ପାଇଁ ଶିକ୍ଷାକୁ ଅଧିକ ଗୁରୁତ୍ଵ ଦେଉଥିବା ବେଳେ ରାଜ୍ୟ ସରକାର ଶିକ୍ଷିତଙ୍କ ହାର ବଢାଇବା ପାଇଁ ଅନେକ ପଦକ୍ଷେପ ନେଇଥାନ୍ତି। ଅଧିକରୁ ଅଧିକ ପିଲାଏ!-->!-->!-->…
ଛତ୍ରପୁର ବ୍ଲକ ଶିକ୍ଷାଧିକାରୀଭାବେ ଦାୟିତ୍ୱ ଗ୍ରହଣକଲେ ସୁଜିତ କୁମାର ପାଢୀ
ଛତ୍ରପୁର, : ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଭାବେ ସୁଜିତ କୁମାର ପାଢୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ହିଞ୍ଜିଳିକାଟୁ ବ୍ଲକର କଞ୍ଚୁରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ ସୂଚାରୂ ରୂପେ ତୁଲାଇ ଆସୁଥିଲେ । ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଭାବେ ଶ୍ରୀ ପାଢ଼ୀ!-->…
ମାଥିଲି ଉତ୍କଳ ମହିଳା ସମିତିଙ୍କ ୬ ଦଫା ଦାବିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ମାଲକାନଗିରି୧୩/୦୨ : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଉତ୍କଳ ମହିଳା ସମିତି ଜିଲ୍ଲା ସାମ୍ପାଦିକା ଶ୍ରୀମତୀ ଦୟାମଣୀ ଗଲରୀ ଙ୍କ ନେତୃତ୍ୱରେ ଆଜି ଉତ୍କଳ ମହିଳା ସମିତିର ମହିଳା ମାନଙ୍କ ୬ ଗୋଟି ଦାବିକୁ ନେଇ ମାଥିଲି ବ୍ଲକ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଙ୍କ ଜରିଆରେ ଓଡିଶା ମୁଖ୍ୟମନ୍ତ୍ରୀ!-->…
ଜଙ୍ଗଲ ନିଆଁ ନିବାରଣ ଓ ହାତୀ ସୁରକ୍ଷା ସଚେତନତା ଅଭିଯାନ !
ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାରର ରାଉରକେଲା ବନଖଣ୍ଡ ପକ୍ଷରୁ ଜଙ୍ଗଲ ନିଆଁ ନିବାରଣ ଓ ହାତୀ ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି ! ବିରମିତ୍ରପୁର ବନାଞ୍ଚଳ ଅଧିକାରୀଙ୍କ ନିର୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ତାରି : ୧୩/୦୨/୨୫ ରିଖ ଗୁରୁବାର ଦିନ ରାଏବଗା ର ସାପ୍ତାହିକ!-->…
କେବେ ବଦଳିବ ଆସିକା ଏନ୍ଏସି ମିନିଷ୍ଟାଡିୟମର ଭାଗ୍ୟ ? ଅଫିସରଙ୍କ ଖେଳ ପିଲାଙ୍କୁ କାଳ କଚ୍ଛପଗତିରେ ଖେଳପଡ଼ିଆ…
ବ୍ରହ୍ମପୁର : ରାଜ୍ୟ ସରକାର ଙ୍କ କ୍ରୀଡା ପ୍ରତି ବେଶ ଯତ୍ନଶୀଳ ଓ ଆଗ୍ରଆଧିକର ଦେଉଥିବା ବେଳେ ଆସିକା ରେ ଅବହେଳାର ଶିକାରୀ ହେଉଥିବା ଦେଖିବାକୁ ମିଳିଛି। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର ଉଦାସୀନତା ସାଜିଛି ଆସିକା ଏନ୍ଏସି ଅଧିନସ୍ଥ ମିନି ଷ୍ଟାଡିୟମର ଉନ୍ନତିରେ ବାଧକ। ଗତ ୨୨.୦୬.୨୦୨୩!-->…
ବିଷପାନ କରି ଯୁବକଙ୍କ ଆତ୍ମହତ୍ୟା
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମର ଜଣେ ଯୁବକ କୀଟନାଶକ ଓାୖଷଧ ସେବନ କରି ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମର ଶୁଭଙ୍କର ମଲ୍ଲିକ (୨୨) । ଶୁଭଙ୍କର ଗତ କିଛି ଦିନ ଧରି ମାନସିକ ଭାରସାମ୍ୟ ହରାଇ ପାଗଳ ଭଳି ଘୁରି ବୁଲୁଥିଲେ। ଗୁରୁବାର!-->…
ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ଉନ୍ନତ ମାନର ଶିକ୍ଷା, ଖାଦ୍ୟ ଓ ଭିତ୍ତିଭୂମୀ ସମ୍ପର୍କିତ ସମୀକ୍ଷା ବୈଠକ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ୯ ଟି ବ୍ଲକରେ ରହିଥିବା ଅନୁସୂଚିତ ଜାତି ଓ ଜନଜାତି ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟ ରେ କେବଳ ଭିର୍ତ୍ତି ଭୂମି ନୁହେଁ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ପ୍ରଦାନ କରାଯାଉଥିବା ଖାଦ୍ୟ ,ପୋଷାକ ଓ ସେମାନଙ୍କୁ କିଭଳି!-->…