Browsing Category

ଆଞ୍ଚଳିକ

ଅପରାଧୀ ନିରୀକ୍ଷଣ ଓ ଟ୍ରାକିଂ ବ୍ୟବସ୍ଥା: ରାଉରକେଲା ସ୍ପେଶାଲ ଜେଲ୍ ଓ ବଣାଇ ଜେଲ୍‌ରେ ପୋଲିସର ପ୍ୟାରେଡ୍

ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ପୋଲିସ ପକ୍ଷରୁ 'ଅପରାଧୀ ନିରୀକ୍ଷଣ ଓ ଟ୍ରାକିଂ ବ୍ୟବସ୍ଥା' (Criminal Monitoring and Tracking System) ଅଧୀନରେ ଏକ ସ୍ୱତନ୍ତ୍ର ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରାଉରକେଲା ସ୍ପେଶାଲ ଜେଲ୍ ଏବଂ ବଣାଇ ଜେଲ୍

ଗଞ୍ଜାମ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ : ୨୦୨୬-୨୭ ବର୍ଷ ପାଇଁ ୮,୦୧୧.୮୯ କୋଟି ଟଙ୍କାର ପ୍ରସ୍ତାବ

ପରିବହନ କ୍ଷେତ୍ର ପାଇଁ ସର୍ବାଧିକ ୨,୯୪୯.୦୧ କୋଟି ଟଙ୍କାର ପ୍ରସ୍ତାବ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କଲେ ଅଧ୍ୟକ୍ଷ ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସର୍ବାଙ୍ଗୀନ ବିକାଶ, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଏବଂ ଜିଲ୍ଲାର ପ୍ରାଥମିକତାଭିତ୍ତିକ ଉନ୍ନୟନ

ଜିଲ୍ଲା ମଙ୍ଗଳ ବିଭାଗରେ ୧୧୯ ନୂତନ ଶିକ୍ଷକ ନିଯୁକ୍ତ : ଓଏସ୍‌ଏସ୍‌ଏସ୍‌ସି ପରୀକ୍ଷାରେ କୃତକାର୍ଯ୍ୟ ; ୨୪ଟି ଉଚ୍ଚ…

ମାଲକାନଗିରି: ମାଲକାନଗିରି ଜିଲ୍ଲା ମଙ୍ଗଳ ବିଭାଗରେ ୧୧୯ ଜଣ ନୂତନ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଓଏସ୍‌ଏସ୍‌ଏସ୍‌ସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏହି ଶିକ୍ଷକମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲାର ୩୨ ଜଣ ଥିବାବେଳେ ଅନ୍ୟ ୮୭ ଜଣ ମଧ୍ୟ ଆଜି ନୂତନ ଶିକ୍ଷକ ଭାବେ ନିଯୁକ୍ତି

ବନ ବିଭାଗ ପକ୍ଷରୁ ‘ସ୍ବଚ୍ଛ ସାଗର, ସୁରକ୍ଷିତ ସାଗର-୫.୦’ : ସମୁଦ୍ର ଆମକୁ ଜୀବିକା ଦେଉଛି, ଏହାର ଯତ୍ନ…

ଗୋପାଳପୁର : ଗୋପାଳପୁର ନିକଟ ଧବଳେଶ୍ୱର ବେଳାଭୂମିରେ ବନ ବିଭାଗ ପକ୍ଷରୁ 'ସ୍ବଚ୍ଛ ସାଗର, ସୁରକ୍ଷିତ ସାଗର-୫.୦' ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଶ୍ରୀ ଧବଳେଶ୍ୱରଙ୍କ ପୀଠରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ଡିଏଫଓ ସନ୍ନି ଖୋଖରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ

ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା

ଛତ୍ରପୁର : ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ସମେତ ବିଭିନ୍ନ ବିଷୟ ନେଇ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ସ୍ଥାପନ ପାଇଁ ପାଲୁର, ବେନ୍ଦାଳିଆ,

ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି: ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡ଼ା, ୧୯/୦୯ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଶନିବାର “ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ” ଅଧ୍ୟକ୍ଷ ଡକ୍ଟର ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ “ବ୍ୟକ୍ତିତ୍ୱ ବିକାଶ” ବିଷୟକୁ ନେଇ

ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ : ୟୁନିଫର୍ମ ପିନ୍ଧି ଯାଞ୍ଚ ନାଁରେ ଠକେଇ, ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ…

ବାଲିଗୁଡ଼ା, ୧୯/୦୯ : ନିଜକୁ ଆର୍‌ଟିଓ ବିଭାଗର ମୋଟର ଯାନ ନିରୀକ୍ଷକ (ଏମ୍‌ଭିଆଇ) ଭାବେ ପରିଚୟ ଦେଇ ଲୋକଙ୍କୁ ଠକେଇବା ଅଭିଯୋଗରେ ସାରଙ୍ଗଡ଼ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଧର୍ମେନ୍ଦ୍ର କୁମାର ବେହେରା ଓରଫ ନିଖିଲ କୁମାର ପଟ୍ଟନାୟକ (୩୦) ବୋଲି ପୁଲିସ ପକ୍ଷରୁ

ମୃତ୍ୟୁ ଦିବସରେ ରକ୍ତଦାନ କାର୍ଯ୍ୟକ୍ରମ

ବ୍ରହ୍ମପୁର : ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଲେଖକ ସୀତାରାମ ଷଡ଼ଙ୍ଗୀଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀ ଅବସରରେ ଆଜି ସୀତାରାମ ବାସନ୍ତୀ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆସୋସିଏସନ ଅଫ ଭଲ୍ୟୁଣ୍ଟାରୀ ବ୍ଳଡ୍ ଡୋନର୍ସ ଓ ହ୍ୟୁମାନିଷ୍ଟ ରେସନାଲିଷ୍ଟ ଅର୍ଗାନାଇଜେସନ୍ ସହଯୋଗରେ ଏକ ରକ୍ତଦାନ ଶିବିର

ରାଧାକୃଷ୍ଣ ମହିଳା ନାମ ସଂକୀର୍ତ୍ତନ ମଣ୍ଡଳୀକୁ ଭବ୍ୟ ସମ୍ବର୍ଦ୍ଧନା

ବେଗୁନିଆପଡା : ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ୍‌. ଛଚିନା ସ୍ଥିତ ରାଧାକୃଷ୍ଣ ମହିଳା ନାମ ସଂକୀର୍ତ୍ତନ ମଣ୍ଡଳୀକୁ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସଂକୀର୍ତ୍ତନ ମଣ୍ଡଳି

ଘୋଡ଼ାହାଡ଼ ଓ ବାଘଲାଟି ଡ୍ୟାମ୍‌ର ସାମଗ୍ରିକ ବିକାଶ ନେଇ ଆଲୋଚନା

ପ୍ରାକୃତିକ ଓ ଶିକ୍ଷା ପର୍ଯ୍ୟଟନ ସହ ଜଳସେଚନ ବ୍ୟବସ୍ଥାର ବିକାଶ ଉପରେ ଗୁରୁତ୍ୱ ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ସମୃଦ୍ଧ ଓ ଆକର୍ଷଣୀୟ କରିବା ଲକ୍ଷ୍ୟରେ ଜିଲ୍ଲା ପର୍ଯ୍ୟଟନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଦିଗପହଣ୍ଡି ଓ