Browsing Category

ଆଞ୍ଚଳିକ

ବୃନ୍ଦାବନଚନ୍ଦ୍ର ଦେବଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଉଦଘାଟିତ

ନୟାଗଡ଼,୩/୧୨(ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ପଞ୍ଚାୟତ ଅନ୍ତର୍ଗତ ରତ୍ନପୁର ସାହିସ୍ଥିତ ସନ୍ଥ ବୈଷ୍ଣବ କବି ଭକ୍ତଚରଣଙ୍କ ସାଧନାସ୍ଥଳ ତଥା ବୃନ୍ଦାବନ ଚନ୍ଦ୍ର ଦେବଙ୍କ ମଠ ଆନୁକୂଲ୍ୟରେ ଓ ବୃନ୍ଦାବନ ଚନ୍ଦ୍ର ଦେବ ମଠାଧୀସ ମହନ୍ତ ପରମାନନ୍ଦ ଦାଶ ମହାରାଜ ଏବଂ…

ଗଂଜାମ ଜ଼ିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ, ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାକିତ…

ଭିନ୍ନକ୍ଷମମାନଙ୍କୁ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ କରିବା ଆମ ସମସ୍ତଙ୍କର ଗୁରୁ ଦାୟିତ୍ଵ: ସମାଜସେବୀ ସୁଶାନ୍ତ ସାବତ ବ୍ରହ୍ମପୁର : ଅଦ୍ୟ ତା ୦୩.୧୨. ୨୦୨୫ ରିଖ ବୁଧବାର ଦିନ ଗଂଜାମ ଜ଼ିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ, ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫…

ମାଥିଲି ଲ୍ୟାମ୍ପସରେ ତଦନ୍ତ ସମୟରେ ଏମଡିଙ୍କ ଉଗ୍ରରୂପ : ସାମ୍ବାଦିକ ଓ ପରିଚାଳନା ସଦସ୍ୟଙ୍କୁ ଅଭଦ୍ର ଭାଷା ସହ ଧମକ

ମାଥିଲି/ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ର ବହୁଚର୍ଚ୍ଚିତ ଲ୍ୟାମ୍ପସ (LAMPS) କାର୍ଯ୍ୟାଳୟରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଅଧିକାରୀ ପହଞ୍ଚିଥିବା ବେଳେ ଲ୍ୟାମ୍ପସର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଉଗ୍ର ରୂପ…

ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ବାରା ‘ମୋ ଖତ’ ବିକ୍ରୟ କେନ୍ଦ୍ରର ଶୁଭାରମ୍ଭ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ( ଏନଏସି) ପକ୍ଷରୁ ଗଣେଶ ବଜାର ବସଷ୍ଟାଣ୍ଡ ନିକଟରେ ' ମୋ ଖତ ବିକ୍ରୟ କେନ୍ଦ୍ର ' ର ଶୁଭାରମ୍ଭ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ଉପସ୍ଥିତିରେ ସର୍ବସାଧାରଣଙ୍କ ନିମନ୍ତେ ଜୈବିକ…

ରାୟଗଡ଼ା ପୂର୍ବତନ ଜ଼ିଲ୍ଲାପାଳ ପାରୁଲ ପଟାୱାରୀଙ୍କୁ ଶକ୍ତ ଝଟକା : ପୁନର୍ବାର ଚୌକିରେ ଅବସ୍ଥାପିତ ହେଲେ ସିଡ଼ବ୍ଲୁସି…

ସତ୍ୟର ବିଜୟୀ ହୋଇଛି : ବିଦ୍ୟୁଲତା ହୁଇକା ! ରାୟଗଡ଼ା : ରାୟଗଡା ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିବା ପାରୁଲ ପଟାୱାରୀ ତାଙ୍କ ୧୧ ମାସର ଶାସନକାଳରେ ନିଜର ଭୂଲ ଲୁଚାଇବା ପାଇଁ ଶ୍ରୀମତୀ ବିଦୁଲତା ହୁଇକାଙ୍କୁ ତାଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥିଲା। ସିଡବ୍ଲୁସି…

ଗଞ୍ଜାମ ଜିଲ୍ଲା ପରିବହନ ବିଭାଗ ର ଅବହେଳା ଯୋଗୁଁ ପିଲାଙ୍କ ଜୀବନ ସହ ଖେଳ ଚାଲିଛି…….!

ନାଁ ଅଛି ଫିଟନେସ ନାଁ ଅଛି ଇନ୍ସୁରାନ୍ସ ମାଳ ମାଳ ସ୍କୁଲ ବସ୍ ସହର ରେ ଚାଲିଛି……!ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ ପିଲାଙ୍କ ଜୀବନକୁ ବାଜି ଲଗାଇ ବିଭିନ୍ନ ସ୍କୁଲ କଲେଜ କୁ ଯାନବାହାନ ଯାତାୟାତ ହେଉଛି। ଜିଲ୍ଲାର ପରିବହନ କାର୍ଯ୍ୟାଳୟ ବର୍ତ୍ତମାନ କୋମାରେ ରହିଥିବା ଦେଖିବାକୁ ମିଳିଛି।…

ଏକାମ୍ର ପ୍ରତିଭା ସମ୍ମାନ ସମାରୋହରେ ସମ୍ବର୍ଦ୍ଧିତ ହେଲେ ବରିଷ୍ଟ ସାମ୍ୱାଦିକ ସୁଦୀପ ସାହୁ…

ବ୍ରହ୍ମପୁର ୩/୧୨ ଭୁବନେଶ୍ୱର ଜୟଦେବ ଭବନ ଠାରେ ଆୟୋଜିତ ଜାତୀୟ ସ୍ତରୀୟ ଏକାମ୍ର ପ୍ରତିଭା ସମ୍ମାନ ସମାରୋହ ହାପି ମୋମେଣ୍ଟସ୍ ଇଣ୍ଡିଆ ତରଫରୁ ଜାତୀୟ ମୁଖ୍ୟ ରାଜେନ୍ଦ୍ର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ର ବରିଷ୍ସ ସାମ୍ବାଦିକ…

ଆସିକା ରେ କିଶୋରୀ ବାଳିକା ଅଣ୍ଡା ପାଇବାରୁ ବଞ୍ଚିତ…..!

ଦୀର୍ଘ ୯ ମାସ ହେଲା ଅଙ୍ଗନବାଡି କେନ୍ଦ୍ର ଦିଦି ମାନଙ୍କ ନିକଟକୁ ଟଙ୍କା ଆସିନାହିଁ…..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକରେ ଚଳିତ ମାସ ରେ ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ପାଇବାରୁ ହିତାଧିକାରୀ ବଞ୍ଚିତ ହେଲେ। ଆସିକା ଅଞ୍ଚଳ ର ଅଙ୍ଗନବାଡି କେନ୍ଦ୍ର ପକ୍ଷରୁ ଚଳିତ ମାସ ଅଣ୍ଡା…

କୃଷି – ପ୍ରକଳ୍ପର ଉଦ୍ଘାଟନ କର୍ମଶାଳା :କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଜଳବାୟୁ ଅନୁକୂଳ…

କୋରାପୁଟ : 02/12/25 : କୋରାପୁଟ ସ୍ଥିତ ସଦଭାବନା ସଭାଗୃହ ଠାରେ 'ପ୍ରଗତି' କୋରାପୁଟ ଦ୍ୱାରା ଜିଲ୍ଲା ପ୍ରଶାସନ ସହଯୋଗରେ PWC India Foundation ସହାୟତାରେ ଆରମ୍ଭ କରାଯାଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଜଳବାୟୁ ଅନୁକୂଳ କୃଷି ପ୍ରକଳ୍ପର ଉଦଘାଟନ କର୍ମଶାଳା ଆୟୋଜିତ…

ରାସ୍ତା କାମ ନିମ୍ନମାନର ଅଭିଯୋଗ : ଏକାଧିକ ସ୍ଥାନରେ ହାତରେ ଛୁଇଁଲେ ପିଚୁ ବାହାରି ଯାଉଛି, ତଦନ୍ତ ଦାବୀ

ଦାରିଙ୍ଗବାଡି : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ଦୁର୍ଗମ ବୁରାଙ୍ଗିଆ ଗ୍ରାମଠାରୁ ଡାବରବାନ୍ଦା ଗ୍ରାମକୁ ପ୍ରାୟ ୪ କିମି ଖରାପ ରାସ୍ତା୍‌କୁ ପୁନଃମରାମତି କରାଯାଉଛି। ମେଟେଲ ପକାଯିବା ସହ ଗୋଡି ସହ ପିଚୁ ମଧ୍ୟ ଦିଆଯାଇଛି। କିନ୍ତୁ…