Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଆସିକାରେ ଟ୍ରାଫିକ ସମସ୍ୟା ବେକାବୁ : ବେଆଇନ ଯାନବାହାନ ପାର୍କିଙ୍ଗ ଯୋଗୁଁ ବଢୁଛି ଟ୍ରାଫିକ ସମସ୍ୟା…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଦୀର୍ଘ ଘଣ୍ଟା ଯାନବାହାନ ରାସ୍ତା ଉପରେ ରହୁଥିବା ଯୋଗୁଁ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ମୁଖ୍ୟ ରାସ୍ତା ସମେତ ବିଭିନ୍ନ ଗଳି କନ୍ଦି ରେ ଚାରି ଚକିଆ ଯାନ ସମେତ ବାଲି ଇଟା ବୋଝେଇ ଟ୍ରାକ୍ଟର ରହିବା ଫଳରେ!-->…
ଧରାକୋଟ ତହସିଲରେ ବିନା ପାଉଣାରେ ଫାଇଲ ଘୁଞ୍ଚୁ ନାହିଁ.. !
ଦଲାଲ ଓ ବାବୁ ମାନଙ୍କ ମିଲିଭଗତରେ ସବୁ ଫିକ୍ସ…..!ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଧରାକୋଟ ତହସିଲ ଅଞ୍ଚଳ ରୁ ଲଘୁ ଖଣିଜ ଦ୍ରବ୍ୟ ସର୍ବାଧିକ ଲୁଟ ହେଉଛି। ରାଜସ୍ୱ ବିଭାଗ ର ବାବୁଙ୍କ ଆଶୀର୍ବାଦ ରେ ବେଆଇନ ଭାବେ ବାଲି, ପଥର ଓ ମୋରମ ଚୋରା କାରବାର ଚାଲୁଥିବା ଚର୍ଚ୍ଚା ହେଉଛି। ତହସିଲ!-->…
” ଲୋକକଳା ପାଇଁ ଦିନଟିଏ ” ବାଲିଗୁଡା ଅଞ୍ଚଳର ଯୁବ ନାଟ୍ୟକାର ପ୍ରମୋଦ ଦଣ୍ଡସେନାଙ୍କୁ ସମ୍ବର୍ଦ୍ଧନା
ବାଲିଗୁଡା : ଓଡ଼ିଆ ପକ୍ଷ ପାଳନ ଅବସରରେ ଗୁରୁବାର ଦିନ କନ୍ଧମାଳ ଜ଼ିଲ୍ଲା ଖଜୁରୀପଡା ରେ ଜ଼ିଲ୍ଲା ପ୍ରଶାସନ ର ସଂସ୍କୃତି ବିଭାଗ ପକ୍ଷରୁ ଲୋକକଳା ପାଇଁ ଦିନଟିଏ ଦିବସ ପାଳିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ଧମାଳ ଜ଼ିଲ୍ଲାର ୧୨ ଗୋଟି ବ୍ଳକର କଳାକାର ମାନେ ଯୋଗଦେଇ ଦେଇଥିଲେ!-->…
“ଲୋକ କଳା ପାଇଁ ଦିନଟିଏ ” : ନବରଙ୍ଗପୁର ଜିଲ୍ଲା ବି ମାଲିଗୁଡ଼ା ଗ୍ରାମରେ କଳାକାରମାନଙ୍କ ସମାବେଶ
ନବରଙ୍ଗପୁର : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ର ବି ମାଲିଗୁଡା ଗ୍ରାମରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଦଶମ ଦିନରେ "ଲୋକକଳା ପାଇଁ ଦିନଟିଏ "କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ) ବିଶ୍ଵଜିତ ବର୍ମନ୍ ମୁଖ୍ୟ ଅତିଥି ରୂପେ!-->…
କାର୍ ସହ ବାଇକ୍ ଧକ୍କା, ୪ ଆହତ
ହିଞ୍ଜିଳିକାଟୁ : ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ବୁଧବାର ବିଳମ୍ୱିତ ରାତିରେ କାର୍ (ଓଡି୦୨ ବିଡି ୦୦୪୦) ସହ ଏକ ମୋଟର ସାଇକେଲ (ଓଆର୦୭ ଜେଡ୍ ୬୯୩୮)ର ଧକ୍କା ଘଟିଛି। ଦୂର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ଆହତ ମାନେ ହେଲେ କାର୍ ଚାଳକ ହିଞ୍ଜିଳି ଥାନା!-->…
ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ସମୀକ୍ଷା
ଛତ୍ରପୁର : ସ୍ଥାନୀୟ ଜଉଗଡ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ବୈଠକରେ ଅଧ୍ୟକ୍ଷତା କରି ସହରାଂଚଳ ନିମନ୍ତେ ସରକାରଙ୍କ ସମସ୍ତ ଯୋଜନା ଗୁଡିକ ସଠିକ୍ ଭାବେ ଜନସାଧାରଣ କିପରି ଉପକୃତ!-->…
ଲୋକକଳାରେ ଲୋକ ସଂସ୍କୃତି ବଞ୍ଚି ରହିଛି – ଗବେଷକ ଶ୍ରୀ ଚର୍ଚ୍ଚି
ଗଞ୍ଜାମ ଜିଲ୍ଲା ଲୋକକଳାର ଗନ୍ତାଘର – ଖଲ୍ଲିକୋଟ ବିଧାୟକଗଞ୍ଜାମ ଜିଲ୍ଲାରେ ଲୋକ ନାଟକ ଏକାଡେମୀ ପ୍ରତିଷ୍ଠା ସକାଶେ ମତ ପ୍ରକାଶ
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଓଡିଆ ପକ୍ଷ ପାଳନ ଅବସରରେ ଲୋକକଳା ପାଇଁ ଦିନଟିଏ, ବରିଷ୍ଠ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଓ!-->!-->!-->…
ଅଷ୍ଟଦଣ୍ଡ ମହାମିଳନ ଯାତ୍ରାରେ ରାଇକିଆ ସହର ଚଳଚଞ୍ଚଳ
ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ପଞ୍ଚୁଦଣ୍ଡ କମିଟି ଆନୁକୁଲ୍ୟରେ ମହା ଅଷ୍ଟ ଦଣ୍ଡ ମିଳନ ଯାତ୍ରା ଶାନ୍ତିଶୃଙ୍ଖଳାର ସହ ପାଳନ ହୋଇଯାଇଅଛି । ୮ ଗୋଟି ଦଣ୍ଡ ଦଳ ରାଇକିଆ, ମାଲେରିମାହା, ବୁର୍ବିନାଜୁ, ବାଗାରାମା, କରଣ୍ଡାଗଡ, ତେଜାମାହା, ସିର୍କାକୁଟି, ଗ୍ରୀନବାଡି ଦଣ୍ଡଦଳର ମହାହମିଳନ!-->…
ମାଲକାନଗିରି ବହୁମୁଖୀ ନରେଗା କାର୍ଯ୍ୟରେ ମହା ଦୁର୍ନୀତି, ଯାହା ଏବେ ବାଟ ରୁ ଯାଇ ହାଟରେ ଗଡୁଛି …
ମାଲକାନଗିରି/ କାଲିମେଳା : ମାଲକାନଗିରି ଜିଲ୍ଲାରେ ବହୁମୁଖୀ ନରେଗା କାର୍ଯ୍ୟରେ ଟପୁଛି ଦୁର୍ନୀତି ର ସୀମା । ଏହିଭଳି ଏକ ଘଟଣା ଦେଖିବାକୁ ମଳିଛି କାଲିମେଳା ବ୍ଲକ ଅନ୍ତର୍ଗତ ଭେଜେଙ୍ଗିୱାଡା ପଞ୍ଚାୟତ ରେ । ସରକାରଙ୍କ ବହୁମୁଖୀ ଜନ କଲ୍ୟାଣ ଯୋଜନା ବା ଗ୍ରାମବାସୀ ତଥା ଶ୍ରମିକ ଙ୍କୁ!-->!-->!-->…
“ଆସ ବହିଟିଏ କିଣିବା” : ଓଡ଼ିଆ ପକ୍ଷ ପାଳନ ଅବସରରେ ନବରଙ୍ଗପୁର ଠାରେ କାର୍ଯ୍ୟକ୍ରମ
ନବରଙ୍ଗପୁର : ଆଜି ସ୍ଥାନୀୟ ନବରଙ୍ଗପୁର ମହାବିଦ୍ୟାଳୟ ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ନବମ ଦିବସରେ " "ଆସ ବହିଟିଏ କିଣିବା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ତଥା!-->…