Browsing Category

ଆଞ୍ଚଳିକ

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ

ବାଲିଗୁଡା , କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଉପଖଣ୍ଡ ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ପାଳନ ହୋଇଯାଇଛି | ଏହି ଅବସରରେ ପ୍ରତ୍ୟୁଷରୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସମଗ୍ର ସହରରେ ରାମଧୁନ ପରିବେଷଣ କରାଯାଇଥିଲା l

ଆସିକା ବିଜ୍ଞାନ ମହାବିଦ୍ୟାଳୟର ୭୬ତମ ସାଧାରଣତନ୍ତ୍ର ଦିବସ…

(ଦେଶ ଗଠନମୂଳକ କାର୍ଯ୍ୟରେ ଉତ୍ସର୍ଗୀକୃତ ହେବା ପାଇଁ ଯୁବ ପୀଢ଼ୀଙ୍କୁ ଆହ୍ବାନ - ଅଧ୍ୟକ୍ଷ) ଆସିକା ତା ୨୬/୧ : ଆସିକା ବିଜ୍ଞାନ ମହାବିଦ୍ୟାଳୟର ୭୬ତମ ସାଧାରଣତନ୍ତ୍ର ଦିବସ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ, ସ୍କାଉଟ୍

ଛତ୍ରପୁର ପ୍ରେସ କ୍ଳବ ପକ୍ଷରୁ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର : ଯୋଗଦେଲେ ସ୍ଥାନୀୟ ବିଧାୟକ ଓ ଗଞ୍ଜାମ ଜିଲ୍ଲାପାଳ

ଛତ୍ରପୁର : ଛତ୍ରପୁର ପ୍ରେସ କ୍ଳବ ର ବାର୍ଷିକ ଉତ୍ସବ ପାଳନ ଅବସରରେ ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସରରେ ପ୍ରେସ କ୍ଳବ ଓ ଶୀତଳାପଲ୍ଲୀ ସ୍ଥିତ ସମ ହସ୍ପିଟାଲ ର ମିଳିତ ଆନୁକୂଲ୍ୟରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ଛତ୍ରପୁର ବିଧାୟକ

ମା ଭଗବତୀ ଆନ୍ତର୍ଜାତିକ ଫୁଟବଲ : ନେପାଳକୁ ହରାଇ ନାଇଜେରିଆ ଫାଇନାଲରେ

ଖୋର୍ଧା : ଖୋର୍ଧା ଜିଲ୍ଲା ଟାଙ୍ଗୀ ବ୍ଳକ ଛଣଗିରି ଠାରେ ଛଣଗିରି ଗ୍ରାମ ପଂଚାୟତ ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ମା ଭଗବତୀ ଆନ୍ତର୍ଜାତିକ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଦ୍ବିତୀୟ ଦିବସ।ଆଜିର ମ୍ୟାଚ ଜେବିଏସ୍ଏଲ୍ ୟୁନାଇଟେଡ କ୍ଳବ ନେପାଳ ଓ ନାଇଜେରିଆ ଏକାଦଶ ନାଇଜେରିଆ ମଧ୍ଯରେ ଛଣଗିରି

କୂଅରେ ବୁଡି ଯୁବକ ମୃତ

ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧିନସ୍ତ ସିମକ ନାଗ ଟଙ୍ଗରି ଗ୍ରାମରେ ଘଟିଯାଇଛ ଏକ ମର୍ମାନ୍ତାଦ ଦୁର୍ଘଟଣା | ସିମକ ଅଞ୍ଚଳର ସ୍ବର୍ଗୀୟ ମାର୍କାସ ସାମାଦଙ୍କ ପୁଅ ଅଭିରାମ ସାମାଦ ୩୨ ବର୍ଷ ଗତ ତା ୨୩/୦୧/୨୫ ରିଖ ଦିନ ସମୟ ପ୍ରାୟ ୧୦ଟା ରେ ନିଜ ଘର ସମ୍ମୁଖରେ ଥିବା ଏକ

ଝାମନକିରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଝାମନକିରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି ।ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନୀଳିମା ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅବସର ପ୍ରାପ୍ତ

୧୫ ତମ ଜାତୀୟ ମତଦାତା ଦିବସ ଅବସରରେ ମିନି ମାରାଥନ୍ ଦୌଡ଼ କୁଦ ପ୍ରତିଯୋଗିତା

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ପ୍ରଶାସନ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଉପଖଣ୍ଡ ଉତ୍ସବ ପାଳନ କମିଟି ତରଫରୁ ୧୫ ତମ ଜାତୀୟ ମତଦାତା ଦିବସ ଅବସରରେ ଏକ ମିନି ମାରାଥନ୍ ଦୌଡ଼ କୁଦ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି l ଏଥିରେ ସ୍ଥାନୀୟ ଉପଜିଲ୍ଲାପାଳ ରୀନା

ବ୍ରହ୍ମପୁର ଠାରେ ୧୫ତମ ଜାତୀୟ ମତଦାତା ଦିବସ ସମାରୋହ ପାଳନ….

ବ୍ରହ୍ମପୁର ତା ୨୫.୦୧.୨୦୨୫- ବ୍ରହ୍ମପୁର,ଟାଉନ ହଲ ଠାରେ ଜାତୀୟ ମତଦାତା ସଚେତନତା ପାଇଁ ଏକ ରାଲି ସକାଳ ୮.୦୦ ଘଣ୍ଟା ସମୟରେ ଏକ ରାଲି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ଟାଉନ ହଲ ,ବ୍ରହ୍ମପୁର ପର୍ଯ୍ୟନ୍ତ ଯାଇଥିଲା l ଏହି ରାଲିକୁ ବ୍ରହ୍ମପୁର ଉପଜିଲ୍ଲାପାଳ

ଓଡ଼ଗାଁ ସମବାୟ ସମିତି ପରିଚାଳନା କମିଟି ନିଲମ୍ୱିତ…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ସେବା ସମବାୟ ସମିତି ପରିଚାଳନା କମିଟି କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରାଯାଇଛି ।ପରିଚାଳନା କମିଟିର ସଭାପତି କିମ୍ବା କୌଣସି ନିର୍ଦ୍ଦେଶକ ସଦସ୍ୟ ପ୍ରଥମତଃ ଓସିଏସ ନିୟମ ଏବଂ ଉଚ୍ଚ ନ୍ୟାୟାଳୟ କଟକଙ୍କ ଦ୍ଵାରା ଘୋଷଣା କରାଯାଇଥିବା ଡବ୍ଲୁପିସି