Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ନିଶା ମାଫିଆଙ୍କ କବ୍ଜାରେ ହିଞ୍ଜିଳିକାଟୁ ସହର: ଗଳିକନ୍ଦିରେ ବେଆଇନ୍ କାରବାର, ଶୋଇଯାଇଛି ଅବକାରୀ ବିଭାଗ
ହିଞ୍ଜିଳିକାଟୁ ୨୩!୧ : ହିଞ୍ଜିଳି ଥାନା ଅଞ୍ଚଳରେ ବେଆଇନ ଭାବେ ନକଲି ବିଦେଶୀ ମଦ, ଗଞ୍ଜେଇ,ଓ ଧଳାଜହର କାରବାର ବୃଦ୍ଧି ପାଇବାରେ ଲାଗିଛି।ନିଶା ମାଫିଆଙ୍କ କବ୍ଜାରେ ଏବେ ଅବକାରୀ ବିଭାଗ । ଗଳିକନ୍ଦିରେ ଚାଲିଛି ଅବାଧ ବେଆଇନ୍ ନିଶାଦ୍ରବ୍ୟର କାରବାର । ଅବକାରୀ ବିଭାଗ ଠାରୁ ଆରମ୍ଭ କରି!-->…
ରାୟଗଡ଼ା ସ୍ୱାମୀ ବିବେକାନନ୍ଦ ସେବା ସମିତି ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ
ରାୟଗଡା : ରାୟଗଡ଼ା ସ୍ଵାମୀ ବିବେକାନନ୍ଦ ସେବା ସମିତି ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ମହାଆଡମ୍ବରରେ ପାଳିତ ହୋଇଯାଇଛି। ରାୟଗଡ଼ା ବିଦ୍ୟା ନଗର ସ୍ଥିତ ମହିଳା ସଂସ୍କୃତି ଅନୁଷ୍ଠାନ ଗୃହରେ ସମିତିର ସଭାପତି ଶ୍ରୀ ଯୋଗେଶ୍ଵର ଦାସଙ୍କ ସଭାପତିତ୍ବରେ!-->…
ସରକାରୀ କାର୍ଯ୍ୟାଳୟରେ ଲାଗିଥବା ଗାଡ଼ିର ନାହିଁ ବୀମା କି ଫିଟନେସ…!!
ନିଘୋଡ଼ ନିଦରେ ପରିବହନ ବିଭାଗ..
ମହାକାଶ ଓ ସୌରମଣ୍ଡଳ ବିଷୟରେ ଜ୍ଞାନ ଆହରଣ ପାଇଁ ପ୍ରୟାସ…
ନୋଡାଲ ଏମ ଇ ସ୍କୁଲରେ ଖଗୋଳ ବିଜ୍ଞାନାଗାର ର ଶୁଭ ଉଦ୍ଘାଟନ।
ମାଲକାନଗିରି :ମାଲକାନଗିରି ଜିଲ୍ଲା ସଦରମହକୁମା ସ୍ଥିତ ନୋଡାଲ ଏମ ଇ ସ୍କୁଲରେ ବିଶେଷ ଭାବରେ ନିର୍ମିତ କକ୍ଷରେ,ମାନ୍ୟବର ସାଂସଦ ନବରଙ୍ଗପୁର ଶ୍ରୀ ବଳଭଦ୍ର ମାଝୀଙ୍କ କରକମଳରେ 'ଖଗୋଳ ବିଜ୍ଞାନାଗାର' ( Astronomical!-->!-->!-->…
ରଶି ଲଗାଇ ମାନସିକ ଅସ୍ଥିରତା ମଧ୍ୟରେ ଥିବା ଶିକ୍ଷକଙ୍କ ଆତ୍ମହତ୍ୟା
ବାଲିଗୁଡ : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସିନ୍ଦ୍ରିଗାଁ ପଞ୍ଚାୟତର ଜାର୍ଗୀସୁଗା ଗାଁ ର କୁଳମଣି ମଲ୍ଲିକ ନାମକ ଜଣେ ଶିକ୍ଷକ ମହୁଲ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଶିକ୍ଷକ ଜଣକ କିଛି ଦିନ ହେବ ମାନସିକ ଅସ୍ଥିରତା ମଧ୍ୟରେ ରହି ଆସୁଥିଲେ ବୋଲି ଶୁଣିବାକୁ!-->…
ଅବସରପ୍ରାପ୍ତ ବନ କର୍ମଚାରୀଙ୍କ ଦେହାନ୍ତ
ମାଲକାନଗିରି, ୨୨।୧ : ଅବସରପ୍ରାପ୍ତ ବନ କର୍ମଚାରୀଙ୍କ ଅକାଳ ବିୟୋଗ। ମାଲକାନଗିରି ଜିଲ୍ଲା ବନ ବିଭାଗରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଅବସର ନେଇଥିବା ବନ କର୍ମଚାରୀ ଜାନକୀ ବଲ୍ଲଭ ଦାସଙ୍କ ୭୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ତେବେ ମାଲକାନଗିରି ଜିଲ୍ଲା କତାମେଟା ସ୍ଥିତ ବସ ଭାବନରେ ସେ!-->…
ଗାଡି ମଟର ଯାଞ୍ଚ ବେଳେ ଚୋରା ବାଇକ ଉଦ୍ଧାର : ଜଣେ ଗିରଫ, କୋର୍ଟ ଚାଲାଣ
ବାଲିଗୁଡା : କନ୍ଧମାଳ ଜିଲ୍ଲାର ବାଲିଗୁଡା ଥାନା ଅଞ୍ଚଳରେ ଏକ ବାଇକ ଚୋରୀ ହୋଇଥିବା ବେଳେ ଆଜି ପୁଲିସ ସେହି ଚୋରା ବାଇକ କୁ ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିଛି । ଘଟଣା ରୁ ପ୍ରକାଶ ଯେ ୨୦୨୦ ମସିହାରେ କଲ୍ଯାଣ ମଣ୍ଡପ ନିକଟରେ ରହୁଥିବା ଶିବ ଶଙ୍କର ବିଶ୍ଵାଳ ନାମକ ବ୍ୟକ୍ତି ଙ୍କ ଏକ!-->…
କୁକୁଡାଖଣ୍ଡି ବ୍ଲକସ୍ତରୀୟ “ଜାତୀୟ ବାଳିକା ଦିବସ” ପାଳନ ମହୋତ୍ସବ
ପ୍ରବନ୍ଧ ଚିତ୍ରାଙ୍କନ ସ୍ଲୋଗାନ ପ୍ରତିଯୋଗିତା (ବରିଷ୍ଠ ଓ କନିଷ୍ଠ) ଷଷ୍ଠ ଠାରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ
କୁକୁଡାଖଣ୍ଡି : ୨୨ ତାରିଖ ବୁଧବାର ପୂର୍ବାହ୍ନ ଘ ୧୦.୦୦ ମି ଠାରୁ ଅପରାହ୍ନ ଘ୍୪.୦୦ ମି ସମୟ ମଧ୍ୟେ "ଜାତୀୟ ବାଳିକା ଦିବସ" ଉଦ୍ଘାଟନୀ ଉତ୍ସବ ଏବଂ!-->!-->!-->…
ଗଣମାଧ୍ୟମ ପ୍ରତିନିଧି ଙ୍କୁ ବ୍ଲକ ମନା ପ୍ରସ୍ତାବକୁ ଚିକିଟୀ ପ୍ରେସକ୍ଳବର ଘୋର ନିନ୍ଦା
ଚିକିଟୀ : ଏହି ବ୍ଲକ ଚିକିଟୀ ପ୍ରେସ କ୍ଳବ କାର୍ଯାଳୟ ଠାରେ ଏକ ନିନ୍ଦା ପ୍ରସ୍ତାବ ବୈଠକ ଅନୁଷ୍ଠିତ ହୋଇଯାଇଚ୍ଛି l ପ୍ରକାଶ ଯୋଗ୍ୟ ଯେ ସାନଖେମୁଣ୍ଡି ବିଡ଼ିଓ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ବ୍ଲକ ପରିସର କୁ ବାରଣ କରିବା ସକାଶେ ଲିଖିତ ବ୍ୟାନର ଟାଙ୍ଗି ଥିଲେ l ଦିନକୁ ଦିନ ରାଜ୍ୟରେ ଗଣ!-->…
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦ୍ଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ
ବାଲିଗୁଡା : ରାଷ୍ଟ୍ରରେ ନବ ନିର୍ମାଣ ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଓ କୁର୍ତ୍ତମଗଡ଼ ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ୨୭ ତମ ବାର୍ଷିକ ଉତ୍ସବ ଏବଂ ରାଷ୍ଟ୍ର ଜାଗରଣ ନବ କୁଣ୍ଡିୟ ଗ୍ରାୟତ୍ରୀ ମହାଯଜ୍ଞ କାର୍ଯ୍ୟକ୍ରମ ଗାୟତ୍ରୀ ଶକ୍ତିପୀଠ ପରିସର ମଧ୍ୟରେ ତିନି ଦିନ ଧରି ଆୟୋଜନ!-->…