Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଜନ ଶୁଣାଣୀ ଶିବିର
ବଣାଇ : ବଣାଇ ବ୍ଲକ ଅନ୍ତର୍ଗତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ସଭାଗୃହ ଠାରେ ଆଜି ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ ସୁରଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଯୁଗ୍ମ ଜନ ଶୁଣାଣୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି!-->…
ରାଇକିଆରେ ବୀର ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଶୁଭାରମ୍ଭ
ରାଇକିଆ : ଆଜି କନ୍ଧମାଳ ଜିଲ୍ଲାର ରାଇକିଆ ସ୍ଥିତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୀର ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଅଛି। ବିଦ୍ୟାଳୟ ପିଲାମାନଙ୍କର ଦୃଷ୍ଟି ସମସ୍ୟା ଚିହ୍ନଟ କରି ମାଗଣାରେ ଚିକିତ୍ସା ସୁବିଧା!-->!-->!-->!-->!-->…
ମୋବାଇଲ୍ ନେଟୱାର୍କ ସମସ୍ୟା ନେଇ ରାସ୍ତା ଅବରୋଧ ସହ ଗଣଧରଣା
ରାଇକିଆ : କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ମାଣିକେଶ୍ଵର ଗ୍ରାମପଞ୍ଚାୟତର ୯ ଗୋଟି ୱାର୍ଡର ଜନସାଧାରଣ ମୋବାଇଲ୍ ସେବା ନେଟୱାର୍କ ସମସ୍ୟା ନେଇ ବାରମ୍ବାର ପ୍ରଶାସନ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ବହୁବାର ଜଣାଇ ଦାବି କରି ଆସୁଥିଲେ ହେଁ କୌଣସି ସୁଫଳ କିମ୍ଵା ଦାବି ପୂରଣ ହେଉନଥି!-->…
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ
ବ୍ରହ୍ମପୁର,୧୭/୧୧ : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ୫ଟି ଜିଲ୍ଲା ର ୭୭୫ ତୀର୍ଥଯାତ୍ରୀ ଓ ୨୫ଜଣ ଏକ୍ସକର୍ଟ ଉଜ୍ଜୟନି-ଓଁକାରେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି l ଏହି ଦ୍ୱିତୀୟ ପର୍ଯ୍ୟାୟ ତୀର୍ଥଯାତ୍ରା ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ!-->…
ଗ୍ରାମୀଣ ନାଟକର ଅଶ୍ଳୀଳତା ପ୍ରତି ପ୍ରଶାସନିକ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ : ବରିଷ୍ଠ କଳାକାର ମହାସଂଘ…
ବ୍ରହ୍ମପୁର, ତା. ୧୭/୧୧ :ସାମ୍ପ୍ରତି ଗ୍ରାମୀଣ ନାଟକ କ୍ଷେତ୍ରରେ ଦେଖା ଯାଉଥିବା ଅଶ୍ଳୀଳତା ଚରମ ସୀମାରେ ପହଞ୍ଚିସାରିଛି। ଏଥିରେ କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ପକ୍ଷରୁ ଉଦବେଗ ଓ କ୍ଷୋଭ ପ୍ରକାଶ ସହ ଘୋର ନିନ୍ଦା କରାଯାଇଛି। ମହାସଂଘ ତରଫରୁ!-->…
ଅରୂପା ତରଫରୁ ବ୍ରହ୍ମପୁର ରେ ବାଣିଜ୍ୟ ମେଳା- ଉଦଘାଟିତ….
ବ୍ରହ୍ମପୁର ୧୭/୧୧ ଅରୂପା (ଭୁବନେଶ୍ଵର) ତରଫରୁ ବ୍ରହ୍ମପୁର ଓଡ଼ିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉତ୍ପାଦକ ସଂଘ) ଭୁବନେଶ୍ଵର ବ୍ରହ୍ମପୁର ବାଣିଜ୍ୟ ମେଳା-୨୦୨୫ ଚର୍ଚ୍ଚ ପଡ଼ିଆରେ ଶୁଭାରମ୍ଭ ହୋଇଛି ।ଏହି ଅବସରରେ ବ୍ରହ୍ମପୁର ବିଧାୟକ କେ .ଅନିଲ କୁମାର ଙ୍କ ମୁଖ୍ୟ ଅତିଥି ରୂପେ ଯୋଗ୍ ଦେଇ!-->…
ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ
କାଲିମେଳା : ଉତ୍କଳ ସାମ୍ବାଦିକ ସଂଘ ମାଲକାନଗିରି ଜିଲ୍ଲା ପକ୍ଷରୁ ଜିଲ୍ଲା ସ୍ଥରୀୟ ଜାତୀୟ ପ୍ରେସ ଦିବସ କାଲିମେଳା ଠାରେ ପାଳିତ ହୋଇଯାଇଛି। ଏହି ଅବସର ରେ କାଲିମେଳା ବ୍ଲକ ବନ ବିଭାଗ ଅତିଥି ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର!-->…
ଚିକିଟୀ ପ୍ରେସ୍ କ୍ଲବ ତରଫରୁ ଜାତୀୟ ପ୍ରେସ୍ ଦିବସ ପାଳିତ
ଚିକିଟୀ : ଏହି ବ୍ଲକ ଚିକିଟୀ ପ୍ରେସ୍ କ୍ଲବ୍ କାର୍ଯ୍ୟାଳୟ ପରିସରରେ ସଭାପତି ଶ୍ରୀ ସୁରେନ୍ଦ୍ର ନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜାତୀୟ ପ୍ରେସ୍ ଦିବସ ପାଳନ କରାଯାଇଛି। ଏହି ଦିବସ ପାଳନ ଅବସରରେ ସମସ୍ତେ ଆଜି ପୂର୍ବାହ୍ନରେ କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇ ସାମ୍ବାଦିକତା ବୃତ୍ତିରେ ନିଜ ନିଜର!-->…
ଗଞ୍ଜାମ ଜିଲ୍ଲାର ଚାଉଳ କଳ ମାଲିକ ସଂଙ୍ଘ ବୈଠକ ୭ ଜଣିଆ କମିଟି ଗଠନ….!
ବ୍ରହ୍ମପୁର: ହିଞ୍ଜିଳି ସ୍ଥିତ ମା ଶ୍ୟାମଳେଇ ପୀଠ ଠାରେ ଗଞ୍ଜାମ ଜିଲ୍ଲାର ଚାଉଳ ମାଲିକ ସଂଘର ଜରୁରୀ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ବୈଠକରେ ଆଗାମୀ ସଙ୍ଘର ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଏକ ୭ ଜଣିଆ କମିଟି ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି। ଏଥିରେ ସର୍ବ ସମ୍ମତି!-->…
ଆସିକା ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
ବ୍ରହ୍ମପୁର : ଆସିକା ପ୍ରେସ କ୍ଲବ ପକ୍ଷରୁ ଆଜି ବାଣୀବିହାର ସ୍ଥିତ ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି।ଏହି କାର୍ଯ୍ୟକ୍ରମ ପ୍ରେସ କ୍ଲବ ର ସଭାପତି ସତ୍ୟନାରାୟଣ ରଥ ଙ୍କ ସଭାପତିତ୍ବ ରେ ଏକ ବୈଠକ ସହ ବର୍ତ୍ତମାନ ପରିସ୍ଥିତିରେ ସାମ୍ବାଦିକ ଙ୍କ!-->…