Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କାଳିଆଗୁଡା ବାରୁଣୀ ଶ୍ରୀକ୍ଷେତ୍ର ତ୍ରିବେଣୀ ସଙ୍ଗମ ସ୍ଥଳରେ ମହାବାରୁଣୀ ସ୍ନାନ କଲେ ଲକ୍ଷାଧିକ ଭକ୍ତ
ମାଲକାନଗିରି,୨୭।୩ ଆଦିବାସୀ ଅଧ୍ୟୁଷିତ କାଳିଆଗୁଡା ଗ୍ରାମ ବାରୁଣୀ ଶ୍ରୀକ୍ଷେତ୍ର ତ୍ରିବେଣୀ ସଙ୍ଗମ ସ୍ଥଳ ରେ ଆଜି ମହାବାରୁଣୀ ତିଥି ରେ ମହା ସ୍ନାନକରିଛନ୍ତି ହଜାର ହଜାର ଭକ୍ତ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମେକ୍କା ପଞ୍ଚାୟତ ଅନ୍ତର୍ଗତ କଳିଆଗୁଡା ଗ୍ରାମ ବାରୁଣୀ ଶ୍ରୀ କ୍ଷେତ୍ର ପୀଠ!-->…
ସାମ୍ବାଦିକଙ୍କ ମାତୃ ବିୟୋଗ
ରାୟଗଡା : ରାୟଗଡ଼ା ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ଦୀପକ ପୃଷ୍ଟିଙ୍କ ମା ସବିତା ପୃଷ୍ଟିଙ୍କ ଆଜି ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ହୋଇଥିଲା । ଆଜି ସକାଳ ସାଢେ ୯ଟା ସମୟରେ ରାୟଗଡ଼ା ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କ ପାଖରେ!-->…
ଡବଲ ଇଞ୍ଜିନ ସରକାର ସହ ସାମିଲ ହେଲେ ପୋଲିସ, କଂଗ୍ରେସ କର୍ମୀଙ୍କୁ ମାଡ଼ ମାରିଲେ ସବୁ ବର୍ଗରୁ ନିନ୍ଦା…..!
କଂଗ୍ରେସ ପକ୍ଷରୁ ନାରୀ ମାନଙ୍କୁ ସୁରକ୍ଷା ଦାବୀ କରି ବିଧାନସଭା ଘେରାଉ…..!
ବ୍ରହ୍ମପୁର : ଡବଲ ଇଞ୍ଜିନ ସରକାର ରାଜ୍ୟରେ ଆସିବା ପରେ ଆଇନ ଶୃଙ୍ଖଳା ସାରା ରାଜ୍ୟରେ ବିଗିଡ଼ି ଯାଇଛି। ରାଜ୍ୟରେ ମହିଳା ମାନେ ସୁରକ୍ଷିତ ନାହାନ୍ତି। ନାବାଳିକା ମାନେ ଛୁଆ ଜନ୍ମ କରୁଛନ୍ତି। ନାରୀ ମାନଙ୍କୁ!-->!-->!-->…
ସଠିକ୍ ଖାଦ୍ୟ ନିମନ୍ତେ ପୁରସ୍କୃତ ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଶ୍ରୀ ଜଗନ୍ନାଥ ମନ୍ଦିର
ମାଲକାନଗିରି : ସଂପୂର୍ଣ୍ଣ ଭୋଜନ ସୁସ୍ଥ ଜୀବନ ଟାଗ୍ କାର୍ଯ୍ୟକ୍ରମ ମାଧ୍ୟମରେ ପରିଚାଳିତ ଇଟ୍ ରାଇଟ୍ ଚ୍ୟାଲେଞ୍ଜ ଫେଜ୍ ୨୦୨୪ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପୁରସ୍କୃତ ହୋଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଇଟ୍ ରାଇଟ୍ କ୍ୟାମ୍ପସ ଭାବେ ଓ ଶ୍ରୀ ଜଗନ୍ନାଥ!-->…
ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ "ଆମ ସଂସ୍କୃତି ଓ ଆମ ଖେଳନା" କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ମିଡିଆକିଆ ପଞ୍ଚାୟତ ସରପଞ୍ଚ ଅଶୋକ ମଳିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ!-->…
ନିଜ ହକ ନିମନ୍ତେ ପୁଣି ଗଞ୍ଜାମ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହେଲେ ଟିଟାନିୟମ ଶ୍ରମିକ : କମ୍ପାନୀ ବିଭିନ୍ନ ଆଳ ଦେଖାଇ…
ଛତ୍ରପୁର : ଛତ୍ରପୁର ଉପକଣ୍ଠ ସରାଫ ଏଜେନ୍ସି ପ୍ରା. ଲିଃ ଟିଟାନିୟମ କମ୍ପାନୀ ର ଶ୍ରମିକ ମାନେ ପୁଣି ସେମାନଙ୍କ ହକ ନିମନ୍ତେ ଗଞ୍ଜାମ ଜିଲ୍ଲାପ୍ରଶାସନ ଦ୍ୱାରସ୍ଥ ହୋଇଛନ୍ତି, ଜମି ଦେଲୁ, ଶ୍ରମ ଦେଲୁ, ସରାଫ୍ ଟିଟାନିୟମ୍ ନାମକ କମ୍ପାନି ଗଢ଼ିବାରେ ସମ୍ପୁର୍ଣ୍ଣ ସହଯୋଗ କଲୁ । ମାତ୍ର, କମ୍ପାନି!-->…
କଂଗେସ ବିଧାୟକଙ୍କୁ ନିଳମ୍ବନ ପ୍ରସଙ୍ଗରେ ଛତ୍ରପୁର କଂଗ୍ରେସ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ…
ଛତ୍ରପୁର : ଓଡିଶା ରାଜ୍ୟରେ ମହିଳା ଜାତି ପ୍ରତି ହୋଇଥିବା ଅନ୍ୟାୟ ଓ ଅସାମାଜିକ କାର୍ଯ୍ୟକୁ ପ୍ରଶାସନ ତରଫରୁ ନ୍ୟାୟ ତଥା ସୁରକ୍ଷା ଦେବା ପାଇଁ ଛତ୍ରପୁର ନିର୍ବାଚନମଣ୍ଡଳୀ କଂଗ୍ରେସ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଓଡିଶା ବିଧାନସଭାର ଉପର ଲିଖିତ!-->…
ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍ ଓଡ଼ିଶାର ବ୍ରହ୍ମପୁରରେ ନୂଆ ସୋ’ରୁମ୍ ଉଦ୍ଘାଟନ କଲା
ବ୍ରହ୍ମପୁର : ଜୁଏଲର ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍ ଓଡ଼ିଶାର ବ୍ରହ୍ମପୁରରେ ତାହାର ନୂଆ ସୋ’ରୁମ୍ ଉଦଘାଟନ କରିଛି । ଏହି ଅତ୍ୟାଧୁନିକ ସୋ’ରୁମ୍ ଗହଣାଗୁଡିକର ଆକର୍ଷଣୀୟ କଲେକ୍ସନ ସହିତ ଗ୍ରାହକଙ୍କୁ ଏକ ଅତୁଳନୀୟ କିଣାକିଣି ଅନୁଭୂତି ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି,!-->…
ଉପ ସାଧାରଣ ସମ୍ପାଦକ ଜାତୀୟ ଷ୍ଟିଅରିଂ କମିଟିକୁ ଉନ୍ନୀତ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଟିପିଏସଡିଏଲ୍ ଉପଖଣ୍ଡ ଅଧିକାରୀ ଇଂ ସୁନୀଳ କୁମାର ସ୍ୱାଇଁ ପୂର୍ବ ଓ ଉତ୍ତର ପୂର୍ବାଞ୍ଚଳର ଉପ ସାଧାରଣ ସମ୍ପାଦକ ଜାତୀୟ ସ୍ତରୀୟ ଷ୍ଟିଅରିଂ କମିଟିକୁ ଉନ୍ନୀତ ହୋଇଛନ୍ତି। ମଙ୍ଗଳବାର ଭୁବନେଶ୍ବର ଠାରେ ଅନୁଷ୍ଠିତ ଅଖିଳ ଭାରତ ବିଦ୍ୟୁତ୍ କର୍ମଚାରୀ ମହାସଂଘ!-->…
ଯାତ୍ରୀବାହୀ ଅଟୋ ପଛକୁ ଧକ୍କା ଦେଲା ମୋ ବସ୍, ଅଟୋଚାଳକ ସମେତ ୪ ଗୁରୁତର
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଆଲପୁର ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଯାତ୍ରୀବାହୀ ଅଟୋ (ଓଡି୦୭କେ ୬୯୮୧) ପଛକୁ ମୋ ବସ୍ (ଓଡି୩୨କେ ୧୯୫୭) ଧକ୍କା ଦେଇଛି। ଦୂର୍ଘଟଣାରେ ଅଟୋ ଚାଳକ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଅଟୋ ଚାଳକ ରଘୁନାଥପୁର ଗ୍ରାମର ଜି. ଆନନ୍ଦ!-->…