Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଅକ୍ଟୋବର ୨୭ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପାଳିତ ହେବ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ
ଛତ୍ରପୁର : ଦୁର୍ନୀତି ନିବାରଣ ସପ୍ତାହ ୨୦୨୫ , ଅକ୍ଟୋବର ୨୭ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସଚେତନତାମୂଳକ କାର୍ଯ୍ୟକ୍ରମ ପାଳିତ ହେବ । ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ଛତ୍ରପୁର ଖେଳପଡିଆ ଠାରୁ ଆରମ୍ଭ ହୋଇ !-->…
ରାୟଗଡ଼ା ଜିଲ୍ଲାରେ ଅବାଧ ମାଦକ ଦ୍ରବ୍ୟ ଚାଷ ଓ ଚୋରା ଚାଲାଣ ରୋକିବା ଉପରେ ଜିଲ୍ଲା ସ୍ଥରୀୟ ବୈଠକ ଅନୁଷ୍ଠିତ
ରାୟଗଡା : ରାୟଗଡ଼ା ଜିଲ୍ଲାରେ ବ୍ୟାପକ ମାଦକ ଦ୍ରବ୍ୟ ଚାଷ ଓ ଚୋରା ଚାଲାଣ ହେଉଥିବାରୁ ଏହାକୁ ରୋକିବା ନିମନ୍ତେ ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣିଙ୍କ ଅଧ୍ୟକ୍ଷତlରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ଓସ୍ୱାନ ସଭାଗୃହରେ ଏକ ସଂଯୁକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ!-->…
ଅପ୍ରୀତିକର ପାର୍କିଂରୁ ଦୁର୍ଘଟଣା : ଟ୍ରକ୍ ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ଜଣେ ଗୁରୁତର
ଉମରକୋଟ/ରାଇଘର : ନବରଙ୍ଗପୁର ଜ଼ିଲ୍ଲାର ରାଇଘର–ଉମରକୋଟ ସ୍ଥିତ ୪୦ ନଂ ଜାତୀୟ ରାଜପଥରେ ଅନିୟମିତ ଭାବେ ଗାଡି ପାର୍କିଂ ଯୋଗୁଁ ନିରନ୍ତର ଦୁର୍ଘଟଣା ଘଟୁଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ବିଶେଷକରି କୁମଲି ନିକଟସ୍ଥ ପେଟ୍ରୋଲ ପମ୍ପ ଅଞ୍ଚଳଟି ଦୁର୍ଘଟଣା!-->!-->!-->…
ବାଲିଗୁଡା ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହା ବିଦ୍ୟାଳୟର ପରିସରରେ ବାଲିଗୁଡା ପୋଲିସ ବିଭାଗ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ତଥା ମହା ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ଦିବସ ପାଳନ ଅବସରରେ ରଚନା ଓ ବକୃତା ପ୍ରତିଯୋଗିତା ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ!-->…
ସୁନା ବ୍ୟବସାୟୀଙ୍କ ଠାରୁ ସୁନା ଚୋରୀ ଘଟଣା, ୩ ଗିରଫ ଓ ବିପୁଳ ସୁନା ଜବତ
ମାଲକାନଗିରି, ୨୯।୧୦ ମାଲକାନଗିରି ଜିଲ୍ଲାରେ ସୁନା ବ୍ୟବସାୟୀଙ୍କ ଠାରୁ ସୁନା ବ୍ୟାଗ ଛଡାଇ ଚୋରୀ ଘଟଣାରେ ମାଲକାନଗିରି ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ନିକଟରୁ ୧୨୦ ଗ୍ରାମ ସୁନା ଟଙ୍କା ଜବତ କରିଛି। ସୂଚନା ଅନୁଯାୟୀ ଗତ ୦୩.୦୬.୨୦୨୫ ଦିନ ରାତି ପ୍ରାୟ!-->…
ଟିପିଏସ୍ଓଡିଏଲର ଦୃଢ଼ ପ୍ରସ୍ତୁତି; ବାତ୍ୟା ମୋନ୍ଥାର ସଫଳ ମୁକାବିଲା
ଅତ୍ୟନ୍ତ ଆବଶ୍ୟକ ଭିତ୍ତିଭୂମିରେ ୧୦୦% ବିଜୁଳି ଯୋଗାଣ ସ୍ୱାଭାବିକ
ବାତ୍ୟା ପରେ ୯୮% ପୁନରୁଦ୍ଧାର କାର୍ଯ୍ୟ ଶେଷ
୧୮ ଘଣ୍ଟାରେ ରେକର୍ଡ଼ ଅଞ୍ଚଳରେ ପୁନରୁଦ୍ଧାର
ବ୍ରହ୍ମପୁର : ବାତ୍ୟା ମୋନ୍ଥା ପ୍ରଭାବରେ ସମଗ୍ର ଦକ୍ଷିଣ ଓଡ଼ିଶାରେ ପବନ ଏବଂ ବର୍ଷା ଦେଖିବାକୁ ମିଳିଥିଲା। ଟିପି!-->!-->!-->!-->!-->!-->!-->!-->!-->…
ଆସିକା ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ରେ ପୂର୍ତ୍ତବିଭାଗ ର କାରନାମା ୬ କୋଟି ଟଙ୍କା ପାଣିରେ ପଡିଲା…
ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ରେ ଛାତରୁ ଅନବରତ ଭାବେ ବର୍ଷା ଜଳ ପଡୁଛି….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ପୂର୍ତ୍ତବିଭାଗ ଦୁର୍ନୀତି ର ସିଂହାସନ ରେ ବସିଛି। ତାହାର ନଗ୍ନ ନମୁନା ଆସିକା ହରି ହର ହାଇସ୍କୁଲ ପରିସର ରେ ନିର୍ମିତ ବିଜୁ ପଟ୍ଟନାୟକ ବହୁମୁଖୀ!-->!-->!-->!-->!-->…
ଆସିକା ଜଗଦଳପୁର ବାତ୍ୟା ଆଶ୍ରୟସ୍ଥଳୀରେ ଅବ୍ୟବସ୍ଥା: ପ୍ରଶାସନ ଉପରେ ଲୋକଙ୍କ ଅସନ୍ତୋଷ…
ବ୍ରହ୍ମପୁର: ବାତ୍ୟା 'ମୋନ୍ଥା' ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଥିବାବେଳେ, ଆସିକା ଜଗଦଳପୁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ଦେଖାଦେଇଛି ଘୋର ଅବ୍ୟବସ୍ଥା। ପ୍ରଶାସନର ମନମୁଖୀ କାର୍ଯ୍ୟକଳାପକୁ ନେଇ ଆଶ୍ରୟସ୍ଥଳୀରେ ଥିବା ଲୋକମାନେ ତୀବ୍ର ପ୍ରତିକ୍ରିୟା!-->…
ନଭେମ୍ବର ୬ରେ ଅନୁଷ୍ଠିତ ହେବ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର : ହାତଲେଖା ବଦଳରେ ଡିଜିଟାଲ ଭିନ୍ନକ୍ଷମ ଆବେଦନ ପତ୍ର…
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆସନ୍ତା ନଭେମ୍ବର ମାସ ୬ ତାରିଖ ଗୁରୁବାର ଦିନ ଓଡ଼ଗାଁ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ୨୦୨୫ ଅନୁଷ୍ଠିତ ହେବ।ଶିବିର ଆୟୋଜନ ଓ ପରିଚାଳନା ନିମନ୍ତେ ଓଡ଼ଗାଁ ବ୍ଲକ ସଭାଗୃହରେ ଏକ ବୈଠକ!-->…
ଶୁଣିଲାଣି ପ୍ରଶାସନ ରାସ୍ତାରେ ପଡିଥିବା ଅଳିଆକୁ ନିଜ ଖର୍ଚ୍ଚରେ ସଫାକଲେ ଉତ୍କଳ ସାମ୍ବାଦିକ ସଙ୍ଘ ସଦସ୍ୟ
ମାଲକାନଗିରି : କୋରୁକୋଣ୍ଡା ଅଞ୍ଚଳକୁ ସଫା ସୁତୁରା ରଖିବା ନିମନ୍ତେ ସରକାରଙ୍କ ତରଫରୁ ବହୁ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ମହକୁମା ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ରକ ୫୦ମିଟର ଦୂରର ରାସ୍ତା କଡରେ ବହୁଦିନ ଧରି ଗଦାହୋଇ ରହିଥିଲା ଅଳିଆ!-->…