Browsing Category

ଆଞ୍ଚଳିକ

ଆସିକା ରେ କୁକୁର ଗଣନା ମିସନ୍ ଫେଲ ସହର ସାରା ବୁଲା କୁକୁର ଆତଙ୍କ ଲୋକେ ଅତିଷ୍ଟ…..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆସିକା ଅଞ୍ଚଳରେ ବୁଲା କୁକୁର ମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜିଲ୍ଲାରେ ସବୁ ଠାରୁ ଦୃତ ଗତିରେ କୁକୁର ମାନଙ୍କ ବଂଶ ଆସିକା ଅଞ୍ଚଳ ରେ ବଢ଼ିବାରେ ଲାଗିଛି। ଗତ କିଛି ବର୍ଷ ପୂର୍ବେ ବ୍ରହ୍ମପୁର ଅଞ୍ଚଳରୁ କୁକୁର ମାନଙ୍କୁ ଆଣି ଭୋର ସମୟରେ…

ଘରୋଇ ସ୍କୁଲ ମାଲିକଙ୍କ ନାଲି ଆଖି :ଦୀର୍ଘଦିନ ଧରି ସ୍କୁଲ ଛୁଟି ଥିଲେ ବି ଗାଡ଼ି ଭଡା ଦେବାକୁ ଅଭିଭାବକ ମାନଙ୍କ ଉପରେ…

ବ୍ରହ୍ମପୁର: ଆସିକା ଅଞ୍ଚଳରେ ଥିବା ଅଧିକାଂଶ ଘରୋଇ ବିଦ୍ୟାଳୟ ମାନଙ୍କର ଅଜବ ନିତୀ ସାଙ୍ଗକୁ ଜୁଲମ କରି ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଛି। ଆସିକା ଅଞ୍ଚଳରେ ଅଧିକାଂଶ ଘରୋଇ ବିଦ୍ୟାଳୟ ଗୁଡ଼ିକ ରେ ଛାତ୍ର ଛାତ୍ରୀ ମାନଙ୍କୁ ଯାତାୟାତ ପାଇଁ ବ୍ୟବହାର ହେଉଥିବା ଗାଡ଼ି ଗୁଡିକର ନାଁ ଅଛି…

କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ଆଇନ୍ -୨୦୧୩ ଉପରେ ଦିନିକିଆ ତାଲିମ୍ ଶିବିର

ଛତ୍ରପୁର : କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ଆଇନ୍ -୨୦୧୩ ଉପରେ ଦିନିକିଆ ତାଲିମ୍ ଶିବିର ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମହିଳା ସୁସ୍ଥ ରହିଲେ ପରିବାର ସଶକ୍ତହୋଇ…

ଉତ୍କଳମଣିଙ୍କ ପ୍ରତି ଅସମ୍ମାନ : କ୍ଷୋଭ ପ୍ରକାଶ କଲେ ବୁଦ୍ଧିଜୀବୀ

ବ୍ରହ୍ମପୁର : ଆଜି ଅକ୍ଟୋବର ୯ ତାରିଖ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀରେ ଆଜି ବ୍ରହ୍ମପୁର ଗିରିରୋଡ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଠାରେ ଏକ ଅଭାବନୀୟ ପରିସ୍ଥିତି ଦୃଷ୍ଟି ଗୋଚର ହୋଇଛି l ବ୍ରହ୍ମପୁର ମହାନଗର ନିଗମ କତୃପକ୍ଷ ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀରେ…

ବ୍ରହ୍ମପୁର (ବି.ଏମ.ସି) ର ହୁଗୁଳା ପଟ୍ଟା ଗାଁ ରେ ହୁଗୁଳା କାମ.! ବିନା କାର୍ଯ୍ୟ ଫଳକ ରେ ଆଦର୍ଶ ଗୋ ଶାଳା…

ଆଦର୍ଶ ଗୋ ଶାଳା ଏବେ ଅପରାଧ ତତ୍ତ୍ୱ ମାନଙ୍କ ଆଡ୍ଡା ସ୍ଥଳୀ ପାଲଟିଛି…..!ବ୍ରହ୍ମପୁର: : ବ୍ରହ୍ମପୁର ମହା ନଗର ନିଗମର ମହାନ କାମର ନଗ୍ନ ନମୁନା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ହୁଗୁଳା ପଟ୍ଟା ଗାଁ ରେ ଦେଖିବାକୁ ମିଳିଛି। ବିଗତ କିଛି ବର୍ଷ ହେଲା ବି.ଏମ.ସି ରେ ବଡ଼ ବଡ଼ ସ୍କାମ ଘଟିଛି।…

ମୋରମ ମାଫିଆ ମାନଙ୍କ ଯୋଗୁଁ ଭୂସ୍ଫଳନ ହେବା ଆଶଙ୍କା ଆସିକା ନିକଟ ବରଗାଁ ରେ…..!

ସ୍ୱଳ୍ପ ରାଜସ୍ୱ ପାଇଁ ଶାଗ ମାଛ ଦରରେ ଲିଜ ଚାଲିଛି…..! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ରାଜସ୍ୱ ଅଞ୍ଚଳରେ ମୋରମ ଓ ପଥର ମାଫିଆ ମାନଙ୍କ ଯୋଗୁଁ ଭୂସ୍ଫଳନ ହେବାର ଆଶଙ୍କା ଦେଖା ଦେଇଛି।ଆସିକା ବ୍ଲକ ଅନ୍ତର୍ଗତ ବରଗାଁ ଠାରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ହେଲା ପାହାଡ଼କୁ ଲିଜ ସୂତ୍ରରେ…

ଓୟୁଟିଆରର ଚତୁର୍ଥ ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ରାଜ୍ୟପାଳ : ଛାତ୍ରଛାତ୍ରୀମାନେ ନବସୃଜନର ନେତୃତ୍ୱ ନେବାକୁ…

ଭୁବନେଶ୍ୱର : ଛାତ୍ରଛାତ୍ରୀମାନେ ଶିକ୍ଷାର ଉପଯୋଗ କରି ଭାରତର ଆତ୍ମନିର୍ଭରଶୀଳତାକୁ ସୁଦୃଢ଼ କରିବା ପାଇଁ ଅର୍ଥପୂର୍ଣ୍ଣ ନବସୃଜନ ଏବଂ ସ୍ଥାୟୀ ସମାଧାନ ସୃଷ୍ଟି କରିବାକୁ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି I ଓଡ଼ିଶା ପ୍ରଯୁକ୍ତିବିଦ୍ୟା ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ…

ମାଲକାନଗିରିରେ ମହର୍ଷି ବାଲ୍ମିକୀ ଙ୍କ ଜନ୍ମ ଜୟନ୍ତୀ ପାଳିତ…

ମାଲକାଗିରି ଗତ କାଲି ଶରଦ ପୂର୍ଣ୍ଣମି , ଅଶ୍ବିନ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣମାରେ ଆଦି କବି ମହର୍ଷି ବାଲ୍ମିକୀ ଙ୍କ ଜନ୍ମ ଦିବସ, ଆଜି ସାରା ଭାରତରେ ଏହି ଜନ୍ମ ଜୟନ୍ତୀ ପାଳନ କରୁଥିବା ବେଳେ ମାଲକାନଗିରି ଜିଲ୍ଲାର ଗୋରାଖୁଣ୍ଟା ପଞ୍ଚାୟତ ଅନ୍ତର୍ଗତ କୃଷୁ ୱାଡ଼ା ଗ୍ରାମରେ ସାରା ଭାରତ…

ଧରାକୋଟ କୁଶପଡା ଅଞ୍ଚଳ ର ଚାଷ ଜମିରେ ବାଲି ମାଡ଼ି ଯାଇଥିବା ଚାଷୀଙ୍କୁ କ୍ଷତି ପୂରଣ ମିଳିବ କେବେ…..?

ବାଲି ମାଫିଆ ପାଇଁ ଦଣ୍ଡ ଭୋଗୁଛନ୍ତି ଚାଷୀ କୂଳ…!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ଓ ବଡ଼ ନଦୀରୁ ବାଲି ମାଫିଆ ମାନେ ରୀତିମତ ଚୋରାରେ ବାଲି ଲୁଟୁଛନ୍ତି। ଗତ ଦୁଇ ମାସ ହେଲା ଆସିକା ଅଞ୍ଚଳରେ ଥିବା ବିଭିନ୍ନ ବାଲି ଘାଟରୁ ବାଲି ଉତ୍ତୋଳନ ବନ୍ଦ ରହିଛି। ଏହାର ସୁଯୋଗ ନେଇ ଧରାକୋଟ…

କନ୍ଧମାଳ ର ବିଚାରାଧୀନ କଏଦୀ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ମୃତ୍ୟୁ…

କନ୍ଧମାଳ, ତା, ୭/୧୦ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସର୍କଲ ଜେଲରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଫିରିଙ୍ଗିଆ ଥାନା କେଲାପଡ଼ା ପଞ୍ଚାୟତର କମଡକାମ୍ବା ଗ୍ରାମର ଯଶୋବନ୍ତ ଅମାତ। ଘଟଣା ରୁ ପ୍ରକାଶ…