Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମେଡିକାଲ କର୍ମଚାରୀଙ୍କ ମାନସିକତାର ଅଭାବ :ଦୀର୍ଘ ସମୟ ଧରି ମେଡିକାଲ ବାରଣ୍ଡାରେ ପଡିରହିଲେ ଆହତ ଯୁବକ…
ହିଞ୍ଜିଳିକାଟୁ, ୯।୬(): ଦୂର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବା ପାଇଁ ରାଜ୍ୟ ସରକାର ଓ ପୁଲିସ ପ୍ରଶାସନ ପକ୍ଷରୁ ଉଦ୍ଧାରକାରୀଙ୍କୁ ପ୍ରଶଂସିତ କରିବା ସହ ୨ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଉଛି। ହେଲେ ଦୂର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସିତ କରିବା!-->…
ପଣସ ବୋଝେଇ ପିକଅପ୍ ଭ୍ୟାନ୍ ଧକ୍କାରେ ବାପା ପୁଅଙ୍କ ମୃତ : ପ୍ରତିବାଦରେ ସମ୍ପର୍କୀୟଙ୍କ ରାସ୍ତା ଅବରୋଧ: ପ୍ରତିଶୃତି…
ବାଲିଗୁଡ଼ା, ତା, ୦୯/୦୬ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅର୍ନ୍ତଗତ ରୁତୁଙ୍ଗିଆ ପଞ୍ଚାୟତର ସିରିସପାଙ୍ଗା ଗ୍ରାମର ବାପା ହେମ କହଁର ଓ ପୁଅ ନିଳମଣି କହଁର ଖମନ ଖୋଲ ଅଞ୍ଚଳକୁ କାମ କରିବାକୁ ଯାଇଥିଲେ । ରବିବାର ଉଭୟ ବାପା ପୁଅ ନିଜ ମଟର ସାଇକେଲରେ ଘରକୁ ଫେରିବା ସମୟରେ ସୁଡ୍ରା!-->!-->!-->…
ବାଲିଗୁଡାରେ ପାରମ୍ପରିକ ଖାଦ୍ୟ ମେଳା : ଉତ୍ତମ ସ୍ବାସ୍ଥ୍ୟ ଗଠନରେ ପାରମ୍ପରିକ ଖାଦ୍ୟର ଆବଶ୍ୟକତା ରହିଛି
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା କଲ୍ୟାଣ ମଣ୍ଡପ ପରିସରରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ଓ ପ୍ରତିଯୋଗିତା ସିଡିପିଓ କ୍ରୀଷ୍ଣା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାଲିଗୁଡା ବିଡିଓ ଅକ୍ଷୟ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର!-->…
ରାୟଗଡ଼ା ଜିଲ୍ଲାରେ ନାମକୁ ମାତ୍ର ଇଏସ୍ଆଇ ହସ୍ପିଟାଲ
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କିନ୍ତୁ ଜିଲ୍ଲାରେ ବହୁ ଛୋଟ, ମଧ୍ୟମ ଓ ବଡ଼ ଶିଳ୍ପ ରହିଛି । କିନ୍ତୁ ଏହି ଶିଳ୍ପାନୁଷ୍ଠାନ ମାନଙ୍କରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ଇଏସ୍ଆଇ କାର୍ଡ ସୁବିଧା ମଧ୍ଯ ଦେଇଛନ୍ତି। ଇଏସ୍ଆଇ ପାଇଁ!-->…
ମାନ୍ୟବର ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ…
ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ଜିଲ୍ଲା ସ୍ତରୀୟ ସମୀକ୍ଷା ଏକ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ର ପ୍ରସ୍ତୁତି ବୈଠକର ଅଧ୍ୟକ୍ଷତାନବରଙ୍ଗପୁର : ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ମାନ୍ୟବର ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ!-->…
ଏପଟେ ଘନଘନ ବିଦ୍ୟୁତ୍କାଟ୍ ହେଉଥିବା ବେଳେ ସେପଟେ ଦିନରେ ଜଳୁଛି ଷ୍ଟ୍ରିଟ୍ ଲାଇଟ୍
ବାଲିଗୁଡା : ଗୋଟିଏ ପଟେ ଘନଘନ ବିଦ୍ୟୁତ୍ କାଟ୍କୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଦିନରେ ଜଳୁଛି ଷ୍ଟ୍ରିଟ ଲାଇଟ୍। ଏଭଳି ଏକ ଘଟଣା କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ସ୍ଥିତ ଲକ୍ଷ୍ମୀ ବଜାରରେ ଦେଖିବାକୁ ମିଳିଛି l ପ୍ରକାଶ ଯେ, ଏବେ ଉକ୍ତ!-->…
ଏନଆଇଏଫଟିର ସ୍ନାତକୋତ୍ତର ଶୋ କାର୍ଯ୍ୟକ୍ରମରେ ଯୋଗଦେଲେ ମହାମାନ୍ୟ ରାଜ୍ୟପାଳ
ଭୁବନେଶ୍ୱର : ଭାରତ ସରକାରଙ୍କ ବୟନମନ୍ତ୍ରଣାଳୟ ଅଧୀନସ୍ଥ ଜାତୀୟ ଫ୍ୟାଶନ ପ୍ରଯୁକ୍ତି ବିଦ୍ୟାପ୍ରତିଷ୍ଠାନ (NIFT), ଭୁବନେଶ୍ୱର, ଡୁମଡୁମା, ଭୁବନେଶ୍ୱରର ITC ହୋଟେଲ୍ସ ଦ୍ୱାରା ସ୍ୱାଗତ ହୋଟେଲରେ ଏହାର ସ୍ନାତକୋତ୍ତର ଶୋ 2025 ସଫଳତାର ସହିତ ଆୟୋଜନ କରିଥିଲା । ଏହି ସମ୍ମାନଜନକ!-->…
ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ସିକିରି ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ସିକିରି ଗ୍ରାମ ବିନାୟକ ପାଠାଗାର ସାହିର ଜଣେ ଯୁବକ ଘରର ଛାତ ଦୁଲାରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ସଂପୃକ୍ତ ଗ୍ରାମର ବାବୁଲା ପ୍ରଧାନ (୪୪) । ଖବର ପାଇ ହିଞ୍ଜିଳି ପୁଲିସ!-->…
ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା
କନ୍ଧମାଳ : ବହୁ ପ୍ରତୀକ୍ଷିତ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶନିବାର ଦିନ ପ୍ରାୟ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ମାଦିକୁନ୍ଦାସ୍ଥିତ ରିଜର୍ଭ ପଡ଼ିଆରେ ପହଞ୍ଚିଥିଲେ। ଏହାପରେ ଫୁଲବାଣୀ ସହର ଉପକଣ୍ଠ ତିଲକପଡା ଠାରେ ନବନିର୍ମିତ!-->…
ରାୟଗଡ଼ା ଥେରୁବାଲିରେ ଗ୍ରାମୀଣ ବେରୋଜଗାର ଯୁବକ ଯୁବତୀମାନଙ୍କ ପାଇଁ ଔଦ୍ୟୋଗିକ ସଚେତନତା କାର୍ଯ୍ୟକ୍ରମ
ରାୟଗଡ଼ା : ରାୟଗଡ଼ା ଥେରୁବାଲି ଅଞ୍ଚଳର ବେରୋଜଗାର ଯୁବକମାନେକୁ ଔଦ୍ୟୋଗିକ ଜ୍ଞାନ କୌଶଳ ବିଷୟରେ ସଚେତନତା ସୃଷ୍ଟି ସେମାନଙ୍କୁ ସଶକ୍ତ କରିବାର କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଥେରୁବାଲିସ୍ଥିତ ଗୋପବନ୍ଧୁନଗର ରେ ଅବସ୍ଥିତ ଇମ୍ଫା ଶ୍ରମିକ କ୍ଲବ ପରିସରରେ ଇମ୍ଫା ଏବଂ ବଂଶୀଧର ଓ!-->…