Browsing Category

ଆଞ୍ଚଳିକ

ରାଜ୍ୟ ସ୍ତରୀୟ ଲୋକନାଟକ ମହୋତ୍ସବ ‘ଲୋକ ରଞ୍ଜନୀ’ ଉଦ୍‌ଘାଟିତ

ବ୍ରହ୍ମପୁର : ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଗଞ୍ଜାମ ଜିଲ୍ଲା ପ୍ରଶାସନ, ସଂସ୍କାର ଭାରତୀ ଓଡ଼ିଶା ପ୍ରଦେଶ ଏବଂ ଓଡ଼ିଶା ନାଟକ ସମାରୋହ ସମିତି, ବ୍ରହ୍ମପୁରର ମିଳିତ ସହଯୋଗରେ ବ୍ରହ୍ମପୁର ସଂସ୍କୃତି ଭବନରେ ରାଜ୍ୟ ସ୍ତରୀୟ ଲୋକନାଟକ ମହୋତ୍ସବ 'ଲୋକ ରଞ୍ଜନୀ' ଆୟୋଜିତ ହେଉଛି। ଏହି ଲୋକନାଟକ

ହୁମ୍ମାରେ ଆର୍ଥିକ ସାକ୍ଷରତା ଓ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ହୁମ୍ମାସ୍ଥିତ ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଉଚ୍ଚ ବିଦ୍ୟାଳୟ ପରିସରରେ ଆର୍ଥିକ ସାକ୍ଷରତା ଅଭିଯାନ, ସାଇବର ସୁରକ୍ଷା ସଚେତନତା ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁନିଲ କୁମାର

ନୟାଗଡ଼ରେ ଭୟଙ୍କର ବସ୍ ଦୁର୍ଘଟଣା

ନୟାଗଡ଼: ନୟାଗଡ଼ ବାଇପାସ୍‌ରେ ଭୋରରୁ ଭୟଙ୍କର ବସ୍ ଦୁର୍ଘଟଣା। ଦାରିଙ୍ଗବାଡ଼ିରୁ ଭୁବନେଶ୍ୱର ଯାଉଥିବା ଘରୋଇ ବସ୍‌ଟି ନୟାଗଡ଼ ବାଇପାସ୍‌ରେ ନିୟନ୍ତ୍ରଣ ହରାଇ ରାସ୍ତାରୁ ତଳକୁ ଖସିପଡ଼ିଥିଲା। ଘଟଣାଟି ରାତି ପ୍ରାୟ ୨ଟା ସମୟରେ ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ବସ୍‌ଟି ଓଲଟିଯାଇଥିଲା।

ଜାତି ପ୍ରମାଣପତ୍ର ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ

ମାଲକାନଗିରି : ଜାତି ପ୍ରମାଣପତ୍ର ଜାରି ପାଇଁ ଯାଞ୍ଚ ରିପୋର୍ଟ ଦେବା ନିମନ୍ତେ ୮ ହଜାର ଟଙ୍କା ଲାଞ୍ଚ ନେଇ ଓଡ଼ିଶା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମାଲକାନଗିରି ତହସିଲ ଅଧୀନ ଝରାପାଲି ସର୍କଲର ରାଜସ୍ୱ ନିରୀକ୍ଷକ (ଆର୍‌ଆଇ) ସୁରଜ ବାଲା। ସୂଚନା ଅନୁଯାୟୀ, ଜଣେ ଆବେଦନକାରୀ ତାଙ୍କ

ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଜଳବନ୍ଦୀ ଅବସ୍ଥାରେ ରାଚାକୋନା ଗାଁର ୫୦୦ରୁ ୭୦୦ ଲୋକ: ପ୍ରଶାସନ ନିରବ

ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ମାଝାପାରା ପଞ୍ଚାୟତ ଅନ୍ତର୍ଗତ ରାଚାକୋନା ଗ୍ରାମରେ ବନ୍ୟା ଓ ଭୂସ୍ଖଳନ କାରଣରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ଠାରୁ ଗାଁର ପ୍ରାୟ ୫୦୦ ରୁ ୭୦୦ ବାସିନ୍ଦା ଜଳବନ୍ଦୀ ଅବସ୍ଥାରେ ଫସି ରହିଛନ୍ତି। ଗାଁକୁ ଯିବା

ଆସିକା ଏସ୍ଡ଼ିପିଓଙ୍କ ନେତୃତ୍ୱରେ ନଳବଣ୍ଟା ଗ୍ରାମ ଉପରେ ଚଢ଼ାଉ ବିପୁଳ ପରିମାଣର ବାଣ ଜବତ !

ଆସିକା : ଗଞ୍ଜାମ ଜିଲ୍ଲାର ମିନିଶିବକାସି ରୂପେ ପରିଚିତ ନଳବଣ୍ଟା ଗ୍ରାମ। ଏଠାରେ ବର୍ଷ ତମାମ ବିଭିନ୍ନ କିସମର ବାଣ ଘରେ ଘରେ ପ୍ରସ୍ତୁତ ହୁଏ।ଏଠିକାର ବାଣର ଚାହିଦା ଜିଲ୍ଲା ସମେତ ଜିଲ୍ଲା ବାହାରେ ବି ରହିଛି। ଆସିକା ଏସ୍ଡ଼ିପିଓ ସୌରଭ ରଞ୍ଜନ ପ୍ରଧାନ ଓ ଥାନା ଅଧିକାରୀ ସୁଧୀର କୁମାର

ମାଲକାନଗିରି ବୈଦ୍ୟୁତିକ ଶ୍ରମିକ ସଂଘ ପକ୍ଷରୁ ସ୍ଥାନୀୟ ବୈଦ୍ୟୁତିକ ପ୍ରକଳ୍ପଗୁଡ଼ିକରେ ସ୍ଥାନୀୟ ଶ୍ରମିକମାନଙ୍କୁ…

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ହେଉଥିବା ସମସ୍ତ ସ୍ଥାନୀୟ ୱାୟାରିଂ ଏବଂ ମରାମତି ପ୍ରକଳ୍ପଗୁଡ଼ିକରେ ସ୍ଥାନୀୟ ଟେକ୍ନିସିଆନ୍ ଓ ଶ୍ରମିକମାନଙ୍କୁ ସର୍ବାଧିକ ପ୍ରାଥମିକତା ଦେବା ପାଇଁ "ମା ଭୈରବୀ ବୈଦ୍ୟୁତିକ ଶ୍ରମିକ ସଂଘ" ମାଲକାନଗିରି ଜିଲ୍ଲାପାଳ ଓ ଦୌରା ଜଜ୍‌ଙ୍କୁ ଆନୁଷ୍ଠାନିକ

ଆସିକା ଭୂ-ବନ୍ଦୋବସ୍ତ କେବଳ ଧର୍ମକୁ ଆଖିଠାର ବଡ଼ ବଡ଼ିଆ ମାନଙ୍କୁ ପଟ୍ଟା ଦିଆ ଯାଉଛି…..!

ବିଧାୟକଙ୍କୁ ଖୁସି କରିବାକୁ ସର୍ଭେ ଓ ପଟ୍ଟା ପ୍ରଦାନ ସାଧାରଣ ଲୋକ ଜଳକା …..?ବ୍ରହ୍ମପୁର :ଆସିକା ସହର ରେ ଦେଶ ସ୍ୱାଧୀନତା ପର ଠାରୁ ଭୂ ବନ୍ଦୋବସ୍ତ ହୋଇନଥିବା ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ସମସ୍ୟା ଦେଇ ଗତିକରୁଛନ୍ତି।କିଛି ମାସ ପୂର୍ବେ ରାଜସ୍ୱ ବିଭାଗ ପକ୍ଷରୁ ଲୋକଙ୍କୁ ଭୁଆଁ

ନୂଆଗାଁ ବ୍ଲକ ପରିସରରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର : ୮୭ଟି ଅଭିଯୋଗ ମଧ୍ୟରୁ ୨୭ଟିର…

ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଏବଂ ଆରକ୍ଷୀ ଅଧୀକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ଉପସ୍ଥିତ ରହି

ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମ୍ୱର୍ଦ୍ଧନା

ନୟାଗଡ଼: ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଅବସରପ୍ରାପ୍ତ କିରାଣି ସିଦ୍ଧାର୍ଥ ଦେ ଙ୍କୁ ନୟାଗଡ଼ ର କବି, ଶିକ୍ଷାବିତ୍ ଓ ବୁଦ୍ଧିଜୀବୀଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି । ସ୍ଥାନୀୟ ଶ୍ରୀ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ