Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବଣାଇଁ ଥାନା ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ
ବଣାଇଁ,୨୧/୦୯: ବଣାଇଁଗଡ ସହରସ୍ଥିତ ବାଣେଶ୍ୱର କଲ୍ୟାଣ ମଣ୍ଡପ ଗୃହଠାରେ ବଣାଇଁ ଥାନା ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ଜନସାଧାରଣ ଓ ପୋଲିସ ସହିତ ସୁସମ୍ପର୍କ ସ୍ଥାପନ କରିବା ଭଲମନ୍ଦ ଦୁଃଖ ସୁଖରେ ସାମିଲ ହୋଇ ଛିଡା ହେବା ନିଜ ନିଜର!-->…
ସେବାପର୍ବ ଉପଲକ୍ଷେ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ମାରାଥନ
ସୁନ୍ଦରଗଡ଼ : ସେବା ପର୍ବ (୧୭ ସେପ୍ଟେମ୍ବର–୨ଅକ୍ଟୋବର) ଅବସରରେ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଆଜି ଏକ ଜିଲ୍ଲାସ୍ତରୀୟ ମାରାଥନ ଦୌଡ଼ ଆୟୋଜିତ ହୋଇଥିଲା। ମାରାଥନଟି ବିକାଶ ଭବନ ପରିସରରୁ ଆରମ୍ଭ ହୋଇ ଲୁହୁରାଢିପା ନୂତନ ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା।ଏହି!-->…
କୋର୍ଟ ହାଜତକୁ ନେବା ବେଳେ ଖସି ପଳାଇଲା ଅଭିଯୁକ୍ତ : ପରିତ୍ୟକ୍ତ ଘରୁ ଉଦ୍ଧାର କଲେ ଅବକାରୀ ପୋଲିସ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା କୋର୍ଟ ସମ୍ମୁଖରେ ଘଟିଛି ଏକ ଅଭାବନିୟ ଘଟଣା। କୋର୍ଟ ହାଜତ କୁ ନେବା ବେଳେ ଖସି ପଳାଇଲା ଅଭିଯୁକ୍ତ। ପରିତ୍ୟକ୍ତି ଘର ଘର ଭିତରୁ ଅଭିଯୁକ୍ତକୁ କାବୁ କଲେ ଅବକାରୀ ପୋଲିସ। ସୂଚନା ଅନୁଯାଇ ଶନିବାର ଦାରିଙ୍ଗବାଡି ଅବକାରୀ ଅଧିକାରୀ ସାଗର ଭୋଇଙ୍କ!-->…
ଓଡ଼ଗାଁ ଏନଏସିରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅବସରରେ ସେପ୍ଟେମ୍ବର ୧୭ ତାରିଖରୁ ସଫେଇ କାର୍ଯ୍ୟ ସହିତ ସଚେତନତା ଅଭିଯାନ ଚାଲୁ ରହିଛି । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବର୍ଜ୍ୟବସ୍ତୁ ପ୍ରକ୍ରିୟା କରଣ ଓ ପରିଚାଳନା କେନ୍ଦ୍ର ବୁଲି ବ୍ୟବହାରିକ!-->…
ମଦମୁକ୍ତ ଓଡ଼ିଶା ନା ମଦବୃଦ୍ଧି ଓଡ଼ିଶା : ମାନବ ଅଧିକାର ସୁରକ୍ଷା ମଞ୍ଚ
ନିର୍ବାଚନ ଇସ୍ତାହାର କୁଆଡେ ଗଲା : ଏମ.ଏ.ଏସ.ଏମ
ବ୍ରହ୍ମପୁର : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଏକ ଗଣ ଦୌଡ଼ର ଆୟୋଜନ ହୋଇଛି l ନିଶାମୁକ୍ତ ଭାରତ!-->!-->!-->!-->!-->…
ଶୋଚନୀୟ ଏବଂ ଜରାଜୀର୍ଣ ସ୍ଥିତିରେ ମୁର୍ତାହାଣ୍ଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟ….
ଶ୍ରେଣୀଗୃହ ଅଭାବରୁ ବାରଣ୍ଡାରେ ଚାଲିଛି ପାଠପଢା...
କୋଟପାଡ଼ - ଶୋଚନୀୟ ପରିସ୍ଥିତିରେ ମୁର୍ତାହାଣ୍ଡି ସଦର ସ୍ଥିତ ୟୁ୍.ଜି.ଏମ. ଇ. ବିଦ୍ୟାଳୟ l ଅପରିଷ୍କାର ଅପରିଛନ୍ନରେ ବିଦ୍ୟାଳୟଟି ରହିଥିବା ବେଳେ ଶ୍ରେଣୀଗୃହ ଅଭାବରୁ ଦୁଇ ଦୁଇଟି ଶ୍ରେଣୀର ଛାତ୍ରୀଛାତ୍ର ମାନଙ୍କୁ ଗୋଟିଏ!-->!-->!-->!-->!-->…
ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ: ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ
ବ୍ରହ୍ମପୁର : ଆସନ୍ତା 27 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁର ଗସ୍ତ କରିବେ। ଏହି ଗସ୍ତ ପାଇଁ ରଙ୍ଗେଈଲୁଣ୍ଡା ଏୟାରଷ୍ଟ୍ରିପଠାରେ ସଭାସ୍ଥଳ ଚିହ୍ନଟ କରାଯାଇଛି। ପରିବହନ ଓ ବାଣିଜ୍ୟ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏବଂ ଓଡିଶା ପୋଲିସ ମହାନିର୍ଦ୍ଦେଶକ (DGP) ଯୋଗେଶ!-->…
ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ଚିକିଟୀ ପେଣ୍ଠ ମିନି ଷ୍ଟାଡିୟମ ଠାରେ ୧୪ ଓ ୧୭ ବର୍ଷରୁ କମ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଦୁଇ ଦିନିଆ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପନ୍ନଗ ଭୂଷଣ ମାଝି ଙ୍କ ସଭାପତିତ୍ବରେ ଆୟୋଜିତ ଏହି!-->…
ଆସିକାରେ ଏକ୍ସପାଇର ବା ଅବଧି ତାରିଖ ସରିଥିବା ସାମଗ୍ରୀ ବହୁଳ ଭାବରେ ବିକ୍ରି !
ପ୍ରଶାସନ ଚେଇଁ ଶୋଇଛି….!ବ୍ରହ୍ମପୁର : ଆସିକା ଅଞ୍ଚଳରେ ଏକ୍ସପାଇର ଖାଦ୍ୟ ସାମଗ୍ରୀ ଖୁଲାମ ଖୁଲା ବିକ୍ରି ହେଉଛି । ଚକଲେଟ, ମୃଦୁ ପାନୀୟ, ବିସ୍କୁଟ, କେକ୍ ଆଦି ଖାଦ୍ୟ ସମୟ ଅତିକ୍ଲାନ୍ତ ହୋଇଥିଲେ ବି ଅବାଧରେ ବିକ୍ରି ହେଉଛି । ଅଧିକାଂଶ କରି ସ୍କୁଲ,କଲେଜ ସାହି, ବସ୍ତିରେ ବିଭିନ୍ନ ପ୍ରକାର!-->…
ପଡିଆ ବ୍ଲକ ଅନ୍ତର୍ଗତ ରୋଡନପଲ୍ଲୀ ଗ୍ରାମରେ ବିଜୁଳି ଆଘାତରେ ଜଣେ ମୃତ, ଦୁଇ ଗୁରୁତର
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ରୋଡନପଲ୍ଲୀ ଗ୍ରାମରେ ଶନିବାର ସନ୍ଧ୍ୟାରେ ହୋଇଥିବା ଅଚାନକ ବର୍ଷା ଓ ବିଜୁଳି ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବଜ୍ରାଘାତରେ ଜଣେ ମହିଳା ପ୍ରାଣ ହରାଇଥିବା ଜଣାପଡିଛି। ସୁଚନା ଅନୁଯାୟୀ ଶନିବାର ଅପରାହ୍ଣ ସମୟରେ ହୋଇଥିବା!-->…