Browsing Category

ଆଞ୍ଚଳିକ

ଚିକିଟୀରେ ରାଜମିସ୍ତ୍ରୀ ସଂଘ ପକ୍ଷରୁ ବିଶ୍ଵକର୍ମାଙ୍କ ପୂଜା ପାଳିତ

ଚିକିଟୀ : ହିନ୍ଦୁଧର୍ମର ବିଶ୍ୱାସ ଅନୁଯାୟୀ ବିଶ୍ୱକର୍ମା ଙ୍କୁ ନିର୍ମାଣ ଓ ସୃଜନର ଦେବତା ରୂପେ ପୂଜା କରାଯାଇଥାଏ।ବିଶେଷ କରି ଶିଳ୍ପ ଓ ଏହା ସହିତ ଜଡିତ ସାମଗ୍ରୀ କୁ ଏହି ଦିନ ପୂଜା କରାଯାଏ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ଚିକିଟୀ ଓ ଆଖ ପାଖ ଅଞ୍ଚଳରେ ଦେବ ଶିଳ୍ପୀ ବିଶ୍ୱକର୍ମା ଙ୍କ…

ଅଧାରୁ ପାଠ ଛାଡିଥିବା ପିଲାମାନଙ୍କୁ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ଆଡମିଶନ ନେଇ ସ୍ୱତନ୍ତ୍ର ଶିବିର

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ କର୍ଯ୍ୟାଳୟ ତରଫରୁ ମାଲକାନଗିରି ବ୍ଲକ ଅନ୍ତର୍ଗତ ପଦ୍ମଗିରି ପଂଚାୟତ ର ତଳସାହି ପ୍ରାଥମିକ ବିଦ୍ୟାଳୟ ରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ର ଏକ ସ୍ତ୍ୱତନ୍ତ୍ର ଶିବିର କରାଯାଇଥିଲା । ଏଥିରେ ଅଧାରୁ ପାଠ ଛାଡିଥିବା ପିଲାମାନଙ୍କୁ ରାଜ୍ୟ…

ରେଞ୍ଜରଙ୍କ ପୈତୃକ ଘର ସମେତ ୯ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ପକ୍ଷରୁ ମାରାଥନ ଚଢ଼ାଉ

ବାଲିଗୁଡା : ରାୟଗଡା ଜିଲା କାଶୀପୁର ବନାଞ୍ଚଳର ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁଙ୍କ ପୈତୃକ ଘର ସମେତ ୯ଟି ସ୍ଥାନରେ ଶୁକ୍ରବାର ପ୍ରାତଃ ୪ ଘଣ୍ଟ ଠାରୁ ଚାଲିଛି ଭିଜିଲାନ୍ସ ଟିମ ର ମାରାଥନ ଚଢ଼ାଉ। ଏହି ଟିମରେ କୋରାପୁଟ ଜିଲା ଜୟପୁର, ନବରଙ୍ଗପୁର ଓ କଳାହାଣ୍ଡିର ସରକାରୀ ସାକ୍ଷୀ…

ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଜ଼ିଲ୍ଲା ଶାଖା କୋରାପୁଟ ପକ୍ଷରୁ ଦାବିପତ୍ର ପ୍ରଦାନ

କୋଟପାଡ଼ : ଭାରତୀୟ କମ୍ୟୁନିଷ୍ଟ ପାର୍ଟି କୋରାପୁଟ ଜ଼ିଲ୍ଲା କୋଟପାଡ଼ ଜୋନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର କୋଟପାଡ଼ ତହସିଲଦାର ଏବଂ କୋଟପାଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି l ଦାବିପତ୍ରରେ ବତାସନା ପଞ୍ଚାୟତ ଅନ୍ତର୍ଗତ କୋସମଗୁଡାକୁ ରାଜସ୍ବ…

ନୟାଗଡ : ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ…

ନୟାଗଡ଼ , (ନିସର୍ତ୍ତ ନ୍ୟୁଜ୍):ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ୍ ମାଝୀଙ୍କ ଆହ୍ବାନ୍ କ୍ରମେ ପ୍ରତି ପଞ୍ଚାୟତ ଓ ଗାଁ ଗାଁ ରେ ଏକ୍ ପେଡ୍ ମା କେ ନାମ୍ ଅର୍ଥାତ୍ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରଣପୁର ବ୍ଲକ୍ ଅନ୍ତର୍ଗତ ରାଜ…

ରାୟଗଡ଼ା ନ୍ୟୁ କଲୋନୀ ଶ୍ରୀ ଶ୍ରୀ ମା ଗଜଲକ୍ଷ୍ମୀ ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ରାୟଗଡା : ରାୟଗଡ଼ାର ନ୍ୟୁ କଲୋନୀ ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ମାଁ ଗଜଲକ୍ଷ୍ମୀ ପୂଜା କମିଟିର ୩୦ତମ ବର୍ଷର ପୂଜା ଆୟୋଜନ ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ ନ୍ୟୁ କଲୋନୀ ସ୍ଥିତ ପୂଜା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି I ଏହି ପୂଜାରେ ଜଗନ୍ନାଥ ସାହୁ କର୍ତ୍ତା ରୂପେ ପୂଜା କାର୍ଯ୍ୟ କରିଥିଲେ…

ରାୟଗଡ଼ା ଏବିଭିପିର ସ୍ଵୟଂଶାସିତ ମହାବିଦ୍ୟାଳୟର ନୂତନ କାର୍ଯ୍ୟକାରିଣୀ ଘୋଷଣା…

ରାୟଗଡା : ତା : ୧୮/୦୯/୨୫ ଚଳିତ ଶିକ୍ଷା ବର୍ଷ ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ନୂତନ କାର୍ଯ୍ୟକାରିଣୀ ଘୋଷଣା ହୋଇଯାଇଛି।ସଭାପତି ଭାବେ ଜଗଦୀଶ ନାୟକ ଏବଂ ସମ୍ପାଦକ ଭାବରେ ସୁମିତ ରତ୍ନାଲୁ ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି । ତାସହିତ କନିଷ୍ଠ…

ଚିତ୍ରକୋଣ୍ଡାରେ ସୁଭଦ୍ରା ଯୋଜନାର ପ୍ରଥମ ବାର୍ଷିକୀ ପାଳିତ

ଚିତ୍ରକୋଣ୍ଡା : ଓଡ଼ିଶାର ମହିଳାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା 'ସୁଭଦ୍ରା ଯୋଜନା'ର ପ୍ରଥମ ବାର୍ଷିକୀ ଆଜି ଚିତ୍ରକୋଣ୍ଡା ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି। ସୁଭଦ୍ରା ଯୋଜନାର…

ଆସିକା ବଜାର ସାହିରେ ଆନ୍ଧ୍ରା ପୋଲିସର ପଇଁତରା : ଚୋରା ସୁନା କାରବାର କରୁଥିବା ବ୍ୟବସାୟୀ ମାନଙ୍କ ମଧ୍ୟରେ ଛନକା.. !

ବ୍ରହ୍ମପୁର: ଆସିକା ବଜାର ସାହିରେ ଆନ୍ଧ୍ରା ପୋଲିସ ଆଜି ଅପରାହ୍ନରେ ଆସି ଚକର କାଟି ଚାଲିଯାଇଥିବା ଚର୍ଚ୍ଚା ହେଉଛି। ଆସିକା ଅଞ୍ଚଳର କିଛି ସୁନା ବ୍ୟବସାୟୀ ଚୋରା ସୁନା କାରବାର କରିବାର ଓ ଆନ୍ଧ୍ରା ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯିବାର ନଜିର ରହିଛି। ଗତ ଅଗଷ୍ଟ ୨୦ ତାରିଖ ଦିନ ଦିଗପହଣ୍ଡି…

ଯାତ୍ରା କଳାକାର ଦିବସ ଯାତ୍ରା କଳାକାରଙ୍କ ଅସ୍ମିତାର ପରିଚାୟକ : ଅଭୟ ଦାସ

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ତରଫରୁ ପବିତ୍ର ଯାତ୍ରା କଳାକାର ଦିବସ ଭୁବନେଶ୍ୱର କଳ୍ପନା ଛକ ସନ୍ନିକଟ ସ୍ଟେପ୍ ଇନ୍ ହୋଟେଲ କନଫରେନସିଂ ହାଲ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁଙ୍କ…