Browsing Category

ଆଞ୍ଚଳିକ

ଛତ୍ରପୁର ପ୍ରେସ କ୍ଳବର କର୍ମକର୍ତ୍ତା ନିର୍ବାଚନ : ସଭାପତି ହେଲେ ସରୋଜ ଉପସଭାପତି ପ୍ରଦୀପ ଏବଂ ସମ୍ପାଦକ ହେଲେ ଅଜିତ

ଛତ୍ରପୁର : ଛତ୍ରପୁର ପ୍ରେସ କ୍ଳବର ନୂତନ କର୍ମକର୍ତ୍ତା ଲାଗି ଶୁକ୍ରବାର ନିର୍ବାଚନ ଶେଷ ହୋଇଛି l ସଭାପତି ଭାବେ ସରୋଜ ସାମଲ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଅଜିତ କୁମାର ସ୍ୱାଇଁ ନିର୍ବାଚିତ ହୋଇଛନ୍ତି l ସେହିପରି ଉପସଭାପତି ଭାବେ ପ୍ରଦୀପ କୁମାର ସାହୁ, ସହ- ସମ୍ପାଦକ…

ସି-୩ ଦ୍ୱାରା ଦିଲ୍ଲୀ ଠାରେ ଆୟୋଜିତ ଅନ୍ତର୍ଜାତୀୟ କୈଶୋର ସମ୍ମିଳନୀରେ ଯୋଗଦେଲେ ନୟାଗଡ ଜିଲ୍ଲାର କିଶୋର କିଶୋରୀ

ନୟାଗଡ଼: ଦିଲ୍ଲୀରେ ଆୟୋଜିତ ଆନ୍ତର୍ଜାତିକ କୈଶୋର ସମ୍ମିଳନୀ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ଗଣିଆ ବ୍ଲକ୍ କିଶ୍ୱରପ୍ରସାଦ ପଞ୍ଚାୟତ ର ବିଷ୍ଣୁପ୍ରିୟା ବେହେରା ଙ୍କ ସହିତ ଦଶପଲ୍ଲା ବ୍ଲକ ନଛିପୂର ପଞ୍ଚାୟତ ର ସନ୍ଦୀପ ସାହୁ ଯୋଗଦେଇ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ରାଜ୍ୟରେ ପ୍ରଚଳିତ…

ରାୟଗଡା ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ୧୯ କାଉନସିଲର ଙ୍କ ଅନାସ୍ଥା ପ୍ରସ୍ତାବ….

ରାୟଗଡା : ପ୍ରାୟ ୩ ବର୍ଷ ହେଲା ରାୟଗଡା ପୌରସଂସ୍ଥାର ପୌରାଧ୍ୟକ୍ଷା ଶୁଭ୍ରା ପଣ୍ଡା ପୌରସଂସ୍ଥାର କାଉନସିଲର ମାନଙ୍କ ମତକୁ ଅଣଦେଖା ସହ ହେଗ୍ୟାନ କରିବା , ନିଜ ସ୍ୱାର୍ଥ ପାଇଁ ପଦବୀରେ ଅପବ୍ୟବହାର କରିବା ଆଦି ଦୀର୍ଘ ତିନି ବର୍ଷ ଧରି ଅଭିଯୋଗ କରିଆସୁଥିବା ପୌରସଂସ୍ଥାର କାଉନସିଲର ମାନଙ୍କ…

ତୁମ୍ବାର୍ଲିଗୁଡ଼ା ରାସ୍ତାରେ ଭୂତ ଯିବାକୁ ଭୟ କରୁଛି…..!

ନିର୍ବାଚିତ ପ୍ରତିନିଧି ମାନଙ୍କ ଠାରୁ ବାବୁ ମାନେ ଗୁହାରି ଶୁଣିବାକୁ ଅମଙ୍ଗ….ଉମରକୋଟ : ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା ପଞ୍ଚାୟତର ସଦର ଯିବା ବାଟରୁ ନାୟକ ବାବୁ ଘର ଠାରୁ ତୁମ୍ବାର୍ଲିଗୁଡ଼ାକୁ ଯାଇଥିବା ରାସ୍ତାର ଅବସ୍ଥା ଏପରି ହୋଇଛି ଯେ, ଭୂତ ଯିବାକୁ ଭୟ…

ବିପର୍ଯ୍ୟୟ ପରିଚାଳନା କ୍ଷମତା ନିର୍ମାଣ ପ୍ରଶିକ୍ଷଣ ଶିବିର…

ମାଲକାନଗିରି, ୧୨/୯/୨୫: ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆନୁକୁଲ୍ୟ ରେ ଜିଲ୍ଲା ଜରୁୀକାଳୀନ ବିଭାଗ ଦ୍ୱାରା କାଲିମେଳା, ମାଥିଲି ଓ କୋରକୁଣ୍ଡା ବ୍ଲକ୍ ର ପଞ୍ଚାୟତ ନିର୍ବାହୀ ଅଧିକାରୀ ( ପିଇଓ) ଙ୍କ ପାଇଁ ଦୁଇ ଦିନିଆ ବିପର୍ଯ୍ୟୟ ପରିଚାଳନା ତଥା କ୍ଷମତା ନିର୍ମାଣ…

ଟୀକା ନେଇ ଚାଲିଗଲା ଝିଅର ଜୀବନ, ଅଭିଯୋଗକୁ ଖଣ୍ଡନ କଲେ କାଲିମେଳା ସ୍ବାସ୍ଥ୍ୟ ଅଧିକାରୀ

ମାଲକାନଗିରି କାଲିମେଳା,୧୧|୯ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତୁମକିମାଡକା ଗ୍ରାମରେ ଜଣେ ୪ ମାସର ଶିଶୁ କନ୍ୟା ଟୀକା ନେବାରୁ ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଅପର ପକ୍ଷରେ ଏହି ଘଟଣାକୁ ଖଣ୍ଡନ କରିଛନ୍ତି କାଲିମେଳା ଗୋଷ୍ଠୀ…

ରାଜ ସୁନାଖଳାକୁ ଏନ.ଏ.ସି ମାନ୍ୟତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନୟାଗଡ଼,୧୦/୯(ନିସର୍ତ ନ୍ୟୁଜ୍): ନୟାଗଡ଼ ଜିଲ୍ଲା, ରଣପୁର ବ୍ଲକ୍ ଅନ୍ତର୍ଗତ ରାଜସୁନାଖଳା ଗ୍ରାମ ପଞ୍ଚାୟତକୁ ଏନ.ଏ.ସି ମାନ୍ୟତା ପାଇଁ ଏକ ଜରୁରୀ ବୈଠକ ଯୁବ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନଙ୍କ ଆବାହକତ୍ୱରେ ରାଜସୁନାଖଳା ଗ୍ରାମପଞ୍ଚାୟତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି…

ବ୍ରହ୍ମପୁରରେ ଅବକାରୀ ପୋଲିସର ବଡ଼ ଧରଣର ଚଢ଼ାଉ : ୧୪୨ ଗ୍ରାମ ବ୍ରାଉନସୁଗାର ଜବତ, ମା-ପୁଅଙ୍କ ସମେତ ୪ ଗିରଫ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ବ୍ରାଉନସୁଗାର କାରବାର ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ ଅବକାରୀ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। 'ଅପରେସନ ପ୍ରହାର' ଅନ୍ତର୍ଗତ ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରି ଅବକାରୀ ବିଭାଗ…

ଖଲିକୋଟ ଘାଟିରେ ୫୫ କିଲୋଗ୍ରାମ ଗଞ୍ଜେଇ ଜବତ, ୬ ଗିରଫ…

ବ୍ରହ୍ମପୁର :କନ୍ଧମାଳରୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ଖଲିକୋଟ ଘାଟି ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି। ୫୫ କିଲୋଗ୍ରାମ ଗଞ୍ଜେଇ ସହିତ ତିନୋଟି ଚାରି ଚକିଆ ଯାନ, ଗୋଟିଏ ବାଇକ୍ ଏବଂ ଆଠଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।…

ଆସିକାକୁ ଋଷିକୂଲ୍ୟା ଜିଲ୍ଲା ଦାବିରେ ବିଭିନ୍ନ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବୀ…

ଋଷିକୂଲ୍ୟା ଜିଲ୍ଲା ଦାବୀ ହେବାର ୩୨ ବର୍ଷ ବିତିଲାଣି…..! ବ୍ରହ୍ମପୁର :ଗଞ୍ଜାମ ଜିଲ୍ଲାର ଆସିକାକୁ ଋଷିକୂଲ୍ୟା ଜିଲ୍ଲା ଦାବିରେ ବିଭିନ୍ନ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଉପଜିଲ୍ଲାପାଳ ମାଧ୍ୟମ ରେ ଦାବି ପତ୍ର ପ୍ରଦାନ।ଆସିକା ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ…