Browsing Category

ଆଞ୍ଚଳିକ

ଡେମେଜ କଣ୍ଟ୍ରୋଲ ପାଇଁ ଆସିକା ବିଧାୟକଙ୍କ ପ୍ରୟାସ..!ମୁଖ୍ୟମନ୍ତ୍ରୀ ଙ୍କୁ କଟିକିଆ ଜୁହାର…..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାକୁ ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ଗସ୍ତରେ ଆସି ଫେରି ଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ଭାଟ ହେବାକୁ ଜିଲ୍ଲାର ବିଧାୟକ ଓ ସଂସାଦ ଏବଂ ମନ୍ତ୍ରୀ ମାନେ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଆସିକା ବିଧାୟକ ସରୋଜ ପାଢ଼ୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଟିକେ ଦେଖା

ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ସାଂସଦ ଙ୍କ ପାଣ୍ଠି ଟଙ୍କା ହଡ଼ପ ଅଭିଯୋଗ….!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ରେ ପାଦ ପାଦରେ ଦୁର୍ନୀତି ହେଉଛି। ତାହାର ନଗ୍ନ ନମୁନା ଏବେ ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି। ପୂର୍ବତନ ସାଂସଦଙ୍କ ହାତ ପାଣ୍ଠିର ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ପରେ ଦିଲ୍ଲୀର ଏକ ତଦନ୍ତ

ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା କମିଟି: ବିଜେଡି ବିଜେପି ବଳ କଷାକଷି

ନୟାଗଡ଼: ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ କୁ ନେଇ ଏବେ ବିଜେଡି ବିଜେପି ବଳ କଷାକଷି ଚାଲିଛି । ଉକ୍ତ ବ୍ୟାଙ୍କ ପରିଚାଳନା କମିଟି ଓ ସମ୍ପାଦକ ଙ୍କ ଶକ୍ତିକୁ ନେଇ ବିଜେଡି ବିଜେପି ମଧ୍ୟରେ ଛକାପଞ୍ଝା ଲାଗିରହିଛି । ବିଜେପି ଗତ ଏକ ବର୍ଷରୁ କମ ସମୟ ହେଲା କ୍ଷମତା କୁ ଆସିବା ପରେ

ମୋରମ ଲୁଟ କରୁଥିବା ମାଫିଆମାନଙ୍କ ଧରାକୋଟ ଥାନା ଇଲାକାରେ ଆତଙ୍କ ରାଜ…!

ଭିଡିଓ ଉତ୍ତୋଳନ ବେଳେ ସାମ୍ବାଦିକଙ୍କୁ ମାଉଜର ଲଗାଇ ଆକ୍ରମଣ ଅଭିଯୋଗ….!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଲଘୁଖଣିଜ ଲୁଟ କରୁଥିବା ମାଫିଆ ମାନଙ୍କ ଆତଙ୍କ ରାଜ ଦିନକୁ ଦିନ ବଢ଼ିବାରେ ଲାଗିଛି। ତାହାର ଏକ ନଗ୍ନ ନମୁନା ଆଜି ଧରାକୋଟ ଥାନା ନିକଟରେ ଥିବା ତାଳ ପାଟଣା ଟାଟା ରିଲିଫ ସାହି ପାଖରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୩ ୟୁରୋପୀୟ ରାଷ୍ଟ୍ର ଗସ୍ତ ବାତିଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୩ ୟୁରୋପୀୟ ରାଷ୍ଟ୍ର ଗସ୍ତ ବାତିଲ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରୋଏସିଆ, ନରୱେ ଓ ନେଦରଲ୍ୟାଣ୍ଡସ୍‌‌ ଗସ୍ତ କାର୍ଯ୍ୟକ୍ରମ ରହିଥିଲା।ମେ’ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ୟୁରୋପୀୟ ରାଷ୍ଟ୍ର ଗସ୍ତରେ ପ୍ରଧାନମନ୍ତ୍ରୀ

ଯୁବକଙ୍କ ମୃତଦେହ ଉଦ୍ଧାର

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ସାରୁ ଗ୍ରାମର ଏକ ଘର ଭିତରୁ ବୁଧବାର ହିଞ୍ଜିଳି ପୁଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ସାରୁ ଗ୍ରାମର ବୁଲୁ ସେଠି (୪୫) । ପ୍ରକାଶ ଯେ, ବୁଲୁ ପ୍ରତିଦିନ ପରି ମଙ୍ଗଳବାର ରାତିରେ ଘରେ ରାତ୍ର ଭୋଜନ ସାରି ଘର

ଦୂର୍ଘଟଣାରେ ଆହତ ମହିଳାଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ : ମଙ୍ଗଳବାର ରାତ୍ର ପ୍ରାୟ ସାଢେ ୮ ଘଣ୍ଟା ସମୟରେ ହିଞ୍ଜିଳି ଥାନା ଅଞ୍ଚଳରେ ଦୂର୍ଘଟଣା ଘଟି ବାଇକ୍ ଚାଳକ ଓ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ। ଆହତ ମାନେ ହେଲେ ହିଞ୍ଜିଳିକାଟୁ ପୈାରାଞ୍ଚଳ ବଇଞ୍ଚଵଣିଆ ଅଞ୍ଚଳର ଲକ୍ଷ୍ମୀ ଦେବୀ ବିଷୋୟୀ (୬୨), ଆସିକା ଥାନା ପାକିଡି ଗ୍ରାମର

ବେଲଘର ସୁସମାଚାର ମହୋତ୍ସବକୁ ନେଇ ଅସନ୍ତୋଷ : ଯୀଶୁ ଖ୍ରୀଷ୍ଟଙ୍କ ଧର୍ମବାଣୀ ସଭାକୁ ନେଇ ଚାପା ଉତ୍ତେଜନା, କଡା…

ଏସପି,ଏସଡିପିଓ , ଦୁଇ ଡିଏସପି , ଦୁଇ ଆଇଆଇସି ସମେତ ୨ ପ୍ଲାଟୁନ ଫୋର୍ସ ମୃତୟନବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ନିକଟସ୍ଥ ଝାଲିପଡା ଠାରେ ଦୁଇ ଦିନିଆ ଯୀଶୁ ଖ୍ରୀଷ୍ଟଙ୍କ ଧର୍ମବାଣୀ ସଭାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା

ଜଙ୍ଗଳକୁ ସୁରକ୍ଷା ଦେଉଛନ୍ତି ଆଜିର ନାରୀଶକ୍ତି

ଉମରକୋଟ /ରାଇଘର : ବନଭୂମି ସହିତ ମନୁଷ୍ୟର ସମ୍ପର୍କ ଯୁଗ ଯୁଗରୁ ରହି ଆସିଛି। ଦିନେ ବନଭୂମିରେ ହିଁ ସଭ୍ୟତାର ପ୍ରଥମ ସୂର୍ଯ୍ୟଦୟ ହୋଇଥିଲା। ମନୁଷ୍ୟର କ୍ରୋମନ୍ନତି ସଭ୍ୟତା ସଂସ୍କୃତିର ପରିପୃଷ୍ଟ ପାଇଁ ବନର ଦାନ ମହାନ ଓ ଅବିସ୍ୱରଣୀୟ। ସମୟକ୍ରମେ ବନଭୂମି ଗଡି ଉଠିଲା ଗୁରୁକୁଳାଶ୍ରମ ଓ

ଗଞ୍ଜାମ ଜିଲ୍ଲାରେ ମକ୍ ଡ୍ରିଲ୍ ସଫଳତାର ସହ ଅନୁଷ୍ଠିତ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ୍ ସ୍ଥିତ ନୂଆ ବକ୍ସିପଲ୍ଲୀ, ଆଇ.ଆର୍.ଇ. ମାଟିଖାଲ, ଆର୍ଯ୍ୟପଲ୍ଲୀର ଗୋପାଳପୁର ପୋର୍ଟ ଏବଂ ଗୋପାଳପୁର ବିଜ୍ଞାପିତ ଅଞ୍ଚଳରେ ଅପରାହ୍ନ 4 ଘଟିକା ସମୟରେ ମକ୍ ଡ୍ରିଲ୍ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଆକାଶ ମାର୍ଗରୁ ଯଦି ଶତୃପକ୍ଷ ଆକ୍ରମଣ