Browsing Category

ଆଞ୍ଚଳିକ

ରାଇଘରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

ଉମରକୋଟ/ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଛତାବେଡ଼ା ଇନ୍ଦ୍ରନଗର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା

ମାଲକାନଗିରି ଜିଲ୍ଲାରେ ଜାତୀୟ ପରିସଂଖ୍ୟାନ ଦିବସ-୨୦୨୫ ପାଳିତ

ମାଲକାନଗିରି : ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ୧୯ ତମ ଜାତୀୟ ପରିସଂଖ୍ୟାନ ଦିବସ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ବ୍ରଜବନ୍ଧୁ ଦାସ,ଜିଲ୍ଲା ଯୋଗାଣ

ବାଲି ବୋଝେଇ ହାଇଓ୍ବା ଜବତ, ଚାଳକ ଗିରଫ

ହିଞ୍ଜିଳିକାଟୁ : ଗତ କିଛି ମାସ ଧରି ହିଞ୍ଜିଳିକାଟୁ, ଆସିକା ଓ ନିକଟବର୍ତ୍ତୀ ଅଞ୍ଚଳର ଘୋଡାହାଡ ଓ ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଥିବା ନଜିର ରହିଛି। ପୁଲିସ, ରାଜସ୍ବ ଓ ଖଣି ବିଭାଗ ଅଧିକାରୀମାନେ ଯେତେବେଳେ ଚଢ଼ାଉ କଲେ ମଧ୍ୟ ବାଲିମାଫିଆ ମାନେ ପ୍ରଶାସନ ଆଖିରେ ଧୂଳି

ଲୁଟେରା ଗିରଫ, ଚୋରୀ ସାମଗ୍ରୀ ଜବତ

ହିଞ୍ଜିଳିକାଟୁ : ଗତ କିଛି ଦିନ ଧରି ହିଞ୍ଜିଳି ଥାନା ଇଲାକାର ବିଭିନ୍ନ ଅଞ୍ଚଳରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହେବା ସହ ଚୋରୀ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା। ଲୁଟେରାଙ୍କୁ ଗିରଫ କରିବା ହିଞ୍ଜିଳି ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇପଡିଥିଲା। ଗତ ୩ ଦିନ ଧରି ହିଞ୍ଜିଳି ପୁଲିସ ଗୋଟିଏ ପରେ

ବାଲିଗୁଡା : ଚତୁର୍ଦ୍ଧାମୂର୍ତ୍ତୀଙ୍କ କଚ୍ଛପ ଅବତାର ବେଶ

ବାଲିଗୁଡା : ପବିତ୍ର ଘୋଷଯାତ୍ରା ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ମାଉସୀ ମା’ ମନ୍ଦିରରେ ରବିବାର ଚତୁର୍ଦ୍ଧାମୂର୍ତ୍ତୀଙ୍କ କଚ୍ଛପ ଅବତାର ବେଶ ହୋଇଥିଲା। ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ବିଭିନ୍ନ ନୀତିକାନ୍ତିରେ ଗୁଣ୍ଡିଚା

ଖବର ପ୍ରକାଶ ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଙ୍କ ସାମଗ୍ରୀ ଫେରାଇଲେ

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରାବାସ ମରାମତି କରାଯିବା ସମୟରେ ଗତ ଛୁଟି ପୂର୍ବରୁ ସପ୍ତମ ଓ ଅଷ୍ଟମ ଛାତ୍ରଙ୍କ ଛାତ୍ରାବାସରେ ରହିଥିବା ଟ୍ରଙ୍କ ସମେତ ପାଠ୍ୟ ପୁସ୍ତକ, ପୋଷାକ ଆଦି ଏଣେତେଣେ ଫିଙ୍ଗି

ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ସାଧାରଣ ଲୋକଙ୍କ ଉପରେ ଖାକୀ ବର୍ଦ୍ଧି ବାବୁ ମାନଙ୍କ ଦାଦାଗିରି….!

ବନ ବିଭାଗ କର୍ମଚାରୀଙ୍କ ମାଡ଼ରେ ଆଦିବାସୀ ବ୍ୟକ୍ତି ଲହୁ ଲୁହାଣ…..!ଉମରକୋଟ / ରାଇଘର :- ନବରଙ୍ଗପୁର ଜ଼ିଲ୍ଲା ରାଇଘର ପୋଲିସ୍ ଥାନା ସମ୍ମୁଖରେ ଅଭାବନିୟ ଘଟଣା ଘଟିଛି। ସୂଚନା ପ୍ରକାରେ କୁସୁମପୁର ଗ୍ରାମର କିଛି ଆଦିବାସୀ ମାନ ଙ୍କୁ ବନ ବିଭାଗର କିଛି କର୍ମଚାରୀ ମରଣାନ୍ତକ ଭାବରେ ଆକ୍ରମଣ

ବିକାଶର ବିକଳ ଚିତ୍ର: ସ୍ୱାଧୀନତାର ୭୬ ବର୍ଷ ପରେ ବି ଅପହଞ୍ଚ ଭେନାସ ନୂଆପାରା

ଉମରକୋଟ: ଦେଶ ଯେତେବେଳେ "ସବକା ସାଥ, ସବକା ବିକାଶ"ର ନାରା ଦେଇ ଉନ୍ନତି ପଥରେ ଆଗଉଥିବାର ଦାବି କରୁଛି, ସେତେବେଳେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ହଳଦୀ ପଞ୍ଚାୟତ ଅନ୍ତର୍ଗତ ଭେନାସ ନୂଆପାରା ଗାଁ ସତେ ଯେମିତି ବିକାଶର ମାନଚିତ୍ରରୁ ହଜିଯାଇଛି। ସ୍ୱାଧୀନତାର ୭୬ ବର୍ଷ ପରେ ମଧ୍ୟ

ବାଲିଗୁଡାରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ମତ୍ସ୍ୟ ଅବତାର ବେଶ

ବାଲିଗୁଡା : ପବିତ୍ର ଘୋଷଯାତ୍ରା ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ମାଉସୀ ମା’ ମନ୍ଦିରରେ ଶନିବାର ଚତୁର୍ଦ୍ଧାମୂର୍ତ୍ତୀଙ୍କ ମତ୍ସ୍ୟ ଅବତାର ବେଶ ହୋଇଥିଲା । ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନକରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ବିଭିନ୍ନ ନୀତିକାନ୍ତିରେ ଗୁଣ୍ଡିଚା