Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଗ୍ରାମୀଣ ନାଟ୍ୟଦିବସ ଲୋକ କଳାକାରମାନଙ୍କ ପ୍ରେରଣା ପ୍ରଦାୟୀହେବ : ରାଜେନ୍ଦ୍ର ପତି
ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ପକ୍ଷରୁ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ ପରିସରରେ ରାଜ୍ୟସ୍ତରୀୟ ଗ୍ରାମୀଣ ନାଟ୍ୟ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବରିଷ୍ଠ ଯାତ୍ରା କଳାକାର!-->…
ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ କୋରାପୁଟ ଗସ୍ତ…
କୋରାପୁଟ :08/08/2025, ଉପ -ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କୋରାପୁଟରେ ଆୟୋଜିତ ସୁଭଦ୍ରା ତୃତୀୟ କିସ୍ତି ପ୍ରଦାନ ସମାରୋହରେ ଯୋଗ ଦେବେ ଏବଂ ପାଞ୍ଚଦିନ ଯାଏଁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ୫ଟି ଜିଲ୍ଲା - କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର ଓ ସୋନପୁର ଗସ୍ତ କରିବେ।!-->…
ବିଶେଷ ସଘନ ସଂଶୋଧନ ୨୦୨୫ ନେଇ ତାଲିମ କାର୍ଯ୍ୟକ୍ରମ
ମାଲକାନଗିରି : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବିଶେଷ ସଘନ ସଂଶୋଧନ ୨୦୨୫ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇ ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଓ!-->…
ତ୍ରୁଟିପୂର୍ଣ୍ଣ ଡ୍ରେନେଜ ବ୍ୟବସ୍ଥା ବର୍ଷା ଯୋଗୁଁ ଅଧା ଆସିକା ଡୁବିଲା….!
ବ୍ରହ୍ମପୁର: ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ ରେ ବିଭିନ୍ନ ୱାର୍ଡ଼ ରେ ଡ୍ରେନେଜ ନିର୍ମାଣ କରାଯାଇଥିଲା। ଆଜି ଅପରାହ୍ନ ୩ ଘଣ୍ଟା ଠାରୁ ୪ପର୍ଯ୍ୟନ୍ତ ବର୍ଷା ହୋଇଥିଲା।ଏହି ବର୍ଷର ପ୍ରଥମ ବର୍ଷାରେ ଆସିକା ଅଞ୍ଚଳର ଲକ୍ଷ୍ମୀ ବଜାର, ବିନାୟକ ବଜାର, ହରିହର!-->…
ସ୍ୱାଧୀନତା ଦିବସ କପ ଫୁଟବଲ ଚମ୍ପିୟାନସିପ : ମା’ ପିତାବଳୀ କ୍ଲବ ବିଜୟୀ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂସଦ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସର ମଧ୍ୟରେ ୭୯ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ଫୁଟବଲ ଚମ୍ପିୟାନସିପ ଆରମ୍ଭ ହୋଇଛି l ଷଷ୍ଠ ଦିନର ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳ ର ବରିଷ୍ଠ କ୍ରୀଡ଼ାବିତ!-->…
ଗଞ୍ଜାମ ଜିଲ୍ଲାପାଳଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପରିଦର୍ଶନ
ବ୍ରହ୍ମପୁର : ଆଜି ଗଞ୍ଜାମ ଜିଲ୍ଲାପାଳ ୱି କୀର୍ତ୍ତି ଭାସନ ବ୍ରହ୍ମପୁର ମହାନଗର ର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ପରିଦର୍ଶନ କରିଛନ୍ତି l ଓ ପି ଟି ସି ଏଲ୍ ଆସ୍କା ରୋଡ଼ ଠାରେ ପ୍ରସ୍ତାବିତ ଅସ୍ଥାୟୀ ବସ ଷ୍ଟାଣ୍ଡ , ବ୍ରହ୍ମପୁର କର୍ପୋରେସନ ରୋଡ ର ଗଞ୍ଜାମ ହାଟ, ପୁରୁଣା ବସଷ୍ଟାଣ୍ଡ ବହୁ!-->…
ଚାକିରି ସର୍ତ୍ତାବଳୀ ପେନସନ ଦାବିରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ମାଲକାନଗିରି : ନିଖିଳ ଓଡିଶା ୬୬୨ ବର୍ଗ ଯୁକ୍ତ ୨ ଓ ୩ ଅନୁଦାନ ପ୍ରାପ୍ତ ବେସରକାରୀ ଅଧ୍ୟାପକ ଏବଂ କର୍ମଚାରୀ ସଂଘ ପକ୍ଷରୁ ଚାକିରି ସର୍ତ୍ତାବଳୀ, ପେନସନ ଦାବିରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ସାରା ରାଜ୍ଯରେ ଏହି ଦାବିପତ୍ର ଦିଆଯାଉଥିବା!-->…
ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ : ସମୀକ୍ଷା କଲେ ମାନ୍ୟବର ବିଧାୟକ ନବରଙ୍ଗପୁର
ନବରଙ୍ଗପୁର : ଗତ କାଲି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ରେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ଅଧ୍ୟକ୍ଷତା ପୂର୍ବକ ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ।ପ୍ରଥମେ ଜିଲ୍ଲାପାଳ ଡ ମହେଶ୍ଵର ସ୍ୱାଇଁ ସମସ୍ତଙ୍କୁ!-->…
“ସରକାର ଆପଣଙ୍କ ପଥ ପ୍ରଦର୍ଶକ – ଆପଣଙ୍କ ଦଲିଲ, ଆପଣଙ୍କ ଅଧିକାର” ଶିବିରର ଆୟୋଜନ
ଚିତ୍ରକୋଣ୍ଡା: ଆଜି ଚିତ୍ରକୋଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମ ପଞ୍ଚାୟତ ପିଇଓ ସଞ୍ଜନା ମହାରଣା ଓ ପିରାମଳ ଫାଉଣ୍ଡେସନ ର ଗାନ୍ଧିବାଦୀ ଶ୍ରୀ ବିଶାଳ କୁମାରଙ୍କର ସହଯୋଗରେ "ସରକାର ଆପଣଙ୍କ ପଥ ପ୍ରଦର୍ଶକ – ଆପଣଙ୍କ ଦଲିଲ, ଆପଣଙ୍କ ଅଧିକାର" ଶିବିରର ଆୟୋଜନ କରାଯାଇଛି । ଏହି!-->…