Browsing Category

ଆଞ୍ଚଳିକ

ଅଲେଖ ମନ୍ଦିର ପ୍ରାଙ୍ଗଣରେ “ବୃକ୍ଷରୋପଣ” କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୋପାଳପୁର , ୩/୮ : ଅଟଳ ଯୁବ ବାହିନୀ ତରଫରୁ ଗୋପାଳପୁର ନିର୍ବାଚନ ମଣ୍ଡଳୀ ସଂଯୋଜକ ଗୋପୀ ମହାରଣାଙ୍କ ତତ୍ତ୍ଵାବଧାନରେ ଆମ୍ବପୁଆ ସ୍ଥିତ ଅଲେଖ ମନ୍ଦିର ପ୍ରାଙ୍ଗଣରେ "ବୃକ୍ଷରୋପଣ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । "ବୃକ୍ଷ ହିଁ ଜୀବନ" । ବର୍ତ୍ତମାନର ପରିବର୍ତ୍ତନଶୀଳ ଜଳବାୟୁ…

କନ୍ଧମାଳ ଜିଲ୍ଲା ରାଜସ୍ବ ଅମଲା ସଂଘ ତରଫରୁ ଆନ୍ଦୋଳନ ଚେତାବନୀ

କନ୍ଧମାଳ : କନ୍ଧମାଳ ଜିଲ୍ଲା ରାଜସ୍ବ ଅମଲା ସଂଘର ସାଧାରଣ ପରିଷଦ ବୈଠକ ସଭାପତି ଗଣେଶ ନାଏକ ଓ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଅଦ୍ୟାବଧି ସୁଦ୍ଧା ସରକାର ୯ ଦଫା ନ୍ୟାର୍ଯ୍ୟ ଦାବି ପୂରଣ କରୁନଥିବାରୁ ଚଳିତ ମାସ ୧୧ ତାରିଖରୁ ସମ୍ପୂର୍ଣ୍ଣ କାର୍ଯ୍ୟ…

ମହିଳାଙ୍କ ନାମରେ ଫେକ ଇନ୍ସଟାଗ୍ରାମ ଆକାଉଣ୍ଟ ଖୋଲିବା ପଡିଲା ମହଙ୍ଗା : ୨ ଯୁବକ ଗିରଫ

ମାଲକାନଗିରି : ଜଣେ ବିଧବା ମହିଳାଙ୍କ ଫୋଟ ସୋସିଆଲ ମିଡିଆରେ ଫେକ ଇନ୍ସଟାଗ୍ରାମ ଆଇଡି ଖୋଲି ସେଥିରେ ଅପଲୋଡ କରି ଗିରଫ ହେଲେ ୨ ଯୁବକ । ମିଳିଥିବା ସୁଚନାନୁଯାୟୀ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତର ଏମଭି-୩୬ ଗ୍ରାମର ସ୍ୱପ୍ନା ମଣ୍ଡଳ ନାମକ ଜଣେ ବିଧବା…

ଆଞ୍ଚଳିକ ବିକାଶପରିଷଦ ତରଫରୁ ସୋନପୁର ବାହୁଦା ମୁହାଣରେ ତାଳ ଗୋଟାମା ରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର : ରବିବାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଗଞ୍ଜାମ ଜିଲ୍ଲା ସୋନପୁର ବାହୁଦା ନଦୀର ପାଶ୍ୱରେ ଏକ ହଜାର ତାଳ ଗୋଟାମା ରୋପଣ କରାଯାଇଛି l ତାଳ ଗଛ ପ୍ରାକୃତିକ ବିପର୍ଯ୍ୟାୟ ବାତ୍ୟା, ବନ୍ୟା ରୁ ସୁରକ୍ଷା ଦେବା ବଜ୍ରପାତ ରୁ ମଧ୍ୟ ଆମ ଧନ ଜୀବନ…

ଅଫିସ ଖାଲି : କୌଣସି ଅଧିକାରୀଙ୍କ ଦେଖା ନାହିଁ, ନିଜ ଜ଼ଏନିଂ ନିମନ୍ତେ ବିଇଓଙ୍କ କାର୍ଯ୍ୟାଳୟରେ ଦିନତମାମ ଅପେକ୍ଷା କରି…

ମାଲକାନଗିରି,୦୨/୦୮ : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଜଣେ ଶିକ୍ଷକ ନିଜର ଜ଼ଏନିଂ ଲେଟର ଧରି ସକାଳ ୧୧ ଘଣ୍ଟିକା ରୁ ଅପରାହ୍ନ ୪.୩୦ ପର୍ଯ୍ୟନ୍ତ ଅଧିକାରୀଙ୍କ ଅପେକ୍ଷାରେ ବସି ରହିଥିଲେ ମଧ୍ୟ ଜ଼ଏନିଂ ଲେଟର ଗ୍ରହଣ କରିବା ନିମନ୍ତେ କୌଣସି…

ଟିପିଏସ୍ଓଡିଏଲ୍ ପକ୍ଷରୁ ଫୁଲବାଣୀରେ ହ୍ୟାଣ୍ଡସ-ଅନ୍ ଟେକ୍ନିକାଲ ଟ୍ରେନିଂ ସେଣ୍ଟର ଉଦଘାଟିତ

ବ୍ରହ୍ମପୁର : ସୁରକ୍ଷା ଏବଂ ଦକ୍ଷତା ବିକାଶ ଦିଗରେ ପ୍ରତିବଦ୍ଧତାକୁ ଦୋହରାଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ କନ୍ଧମାଳ ଜିଲ୍ଲାର ଫୁଲବାଣୀଠାରେ ଏକ ଅତ୍ୟାଧୁନିକ ହ୍ୟାଣ୍ଡସ-ଅନ୍ ଟେକ୍ନିକାଲ ଟ୍ରେନିଂ ସେଣ୍ଟର (ଏଚଓଟିଟି) ସ୍ଥାପିତ ହୋଇଛି।…

ନବରଙ୍ଗପୁର ଜିଲ୍ଲାର ଚାଷୀ ଭାଇ ଭଉଣୀମାନଙ୍କୁ ପିଏମ କିଷାନ ସମ୍ମାନ ନିଧି ସହାୟତା ଟଙ୍କା ହସ୍ତାନ୍ତର

ନବରଙ୍ଗପୁର : ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଅନୁଷ୍ଠିତ ଲାଇଭ ଷ୍ଟ୍ରିମିଙ୍ଗ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ପି ଏମ କିଶାନ ସମ୍ମାନ ନିଧି ଅନ୍ତର୍ଗତ ଚାଷୀ ମାନଙ୍କୁ ସହାୟତା ରାଶି ହସ୍ତାନ୍ତର କାର୍ଯ୍ୟକ୍ରମକୁ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ…

ରାୟଗଡ଼ା ବିଜୁ ଜନତା ଦଳର ନେତା ଏନ୍.ଭାସ୍କର ରାଓଙ୍କ ବିରୋଧରେ ସଂଘାତିକ ଅଭିଯୋଗ, ଟ୍ରକ୍ ମାଲିକ ସଂଘର ୬୦ କୋଟି ଟଙ୍କା…

ରାୟଗଡ଼ା : ରାୟଗଡା ଟ୍ରକ୍ ମାଲିକ ସଂଘରେ ବ୍ଯାପକ ଆର୍ଥିକ ଅନିୟମିତତା ହୋଇଛି। ଏବଂ ଏହା ବରିଷ୍ଠ ବିଜୁ ଜନତା ଦଳ ର ନେତା ତଥା ସେତେବେଳର ଟ୍ରକ୍ ମାଲିକ ସଂଘର ସଭାପତି ଏନ୍.ଭାସ୍କର ରାଓଙ୍କ ଅମଳରେ ହୋଇଛି ବୋଲି ଅଭିଯୋଗ ହେଇଛି। ଆଜି ରାୟଗଡା ଟ୍ରକ୍ ମାଲିକ ସଂଘର ସଭାପତି ୟାଲା…

ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କ୍ଲଷ୍ଟର୍ ସ୍ତରୀୟ ବୈଠକ ପରିଦର୍ଶନ

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ କରବାଲୁଆ କ୍ଲଷ୍ଟରର ଦ୍ଵିତୀୟ ମାସିକ ବୈଠକ ପ୍ରାଥମିକ ବିଦ୍ୟାଳୟ ବଡ଼ଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକକୁ ଗୋଷ୍ଠି ଶିକ୍ଷାଧିକାରୀ ଚିକିଟୀ ପନ୍ନଗଭୂଷଣ ମାଝି, ସି ଆର ସି ସି ମିନତି କୁମାରୀ ପାଠୀ, ଉଦ୍ଘାଟନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ…