Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବ୍ରାହ୍ମଣୀଗାଁ ଥାନା ଅଞ୍ଚଳକୁ ନୂତନ ବ୍ଲକ ଭାବେ ଘୋଷଣା କରାଯିବାକୁ ଦାବି ଜୋର ଧରିଲା
ବାଲିଗୁଡା,: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ଥାନା ଅଞ୍ଚଳକୁ ନୂତନ ବ୍ଲକ ଭାବେ ଘୋଷଣା କରାଯିବାକୁ ଦାବି ଜୋର ଧରିଛି। ଏନେଇ ବ୍ରାହ୍ମଣୀଗାଁ ପଞ୍ଚାୟତ ରାଜୀବଗାନ୍ଧୀ ସେବାକେନ୍ଦ୍ରଠାରେ ଆଞ୍ଚଳିକ ବ୍ଲକ ଗଠନ ଅଭିଯାନ ଏବଂ ଭାଜପା ପ୍ରତିନିଧି!-->…
ବନ୍ୟା ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ବୈଠକ
ମାଲକାନଗିରି : ବନ୍ୟାବାତ୍ୟାର ମୁକାବିଲା ପାଇଁ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଟେବୁଲ୍ ଟପ୍ ଏକସରସାଇଜ ଏବଂ ମକଡ୍ରିଲ ନିମନ୍ତେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ଏଫଏଲସି ହଲଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୧୮ ତାରିଖ!-->…
ଶିକିରି ନିକଟ ଋଷିକୁଲ୍ୟା ନଦୀରୁ ବେଧଡକ ବାଲି ଚୋରା ଚାଲାଣ : ୭ ଟ୍ରାକ୍ଟର ଜବତ
ହିଞ୍ଜିଳିକାଟୁ : ଗତ ପ୍ରାୟ ୨ ମାସ ଧରି ହିଞ୍ଜିଳି ଥାନା ସିକିରି ନିକଟରେ ଥିବା ଋଷିକୁଲ୍ୟା ନଦୀ ଗର୍ଭକୁ ଆଖିବୁଜି ବିଦାରି ଚାଲିଛନ୍ତି ଖରିଡ଼ା ଓ ଶିକିରି ଗ୍ରାମର ପେଶାଦାର ବାଲି ମାଫିଆ। ବାଲି ମାଫିଆଙ୍କ ଦ୍ବାରା ଟ୍ରାକ୍ଟରରେ ଦୈନିକ ପ୍ରାୟ ଶହେରୁ ଦୁଇଶହ ଟ୍ରିପ ଚୋରା ବାଲି!-->…
ହିଞ୍ଜିଳିକାଟୁ ଓ ଆଖପାଖ ଅଞ୍ଚଳରେ ଶ୍ରୀ ଜୀଉମାନଙ୍କ ମହାସ୍ନାନ ଓ ଗଜାନନ ବେଶ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ସ୍ଥିତ ପାବନଶ୍ରୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉମାନଙ୍କ ମହାସ୍ନାନ ଉତ୍ସବ ବୁଧବାର ଆନନ୍ଦ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି । ଭୋର ୪ ଟା ୩୦ ମିନଟରେ ଶ୍ରୀଜୀଉମାନଙ୍କ ମଙ୍ଗଳ ଆଳତି କରାଯାଇ ବଲ୍ଲଭଭୋଗ, ଦ୍ୱାରପାଳ ପୂଜା!-->…
ରାୟଗଡ଼ା ଜିଲ୍ଲାର ଧାନମଣ୍ଡୀକୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁଙ୍କ ପରିଦର୍ଶନ
ରାୟଗଡ଼ା : ରାୟଗଡ଼ା ଜିଲ୍ଲାର ରାୟଗଡା ଧାନମଣ୍ଡୀ, ମୁନିଗୁଡ଼ା ଧାନମଣ୍ଡୀ, ରାମାନୁଗୁଡା ଧାନମଣ୍ଡୀ, କେଲନରା ଧାନମଣ୍ଡୀ, ଗୁଡାରୀ ଧାନମଣ୍ଡୀ, ବିଷମକଟକ ଧାନମଣ୍ଡୀ, ପଦ୍ମପୁର ଧାନମଣ୍ଡୀ ଓ ଗୁଣୁପୁର ପ୍ରଭୃତି ଧାନମଣ୍ଡୀ କୁ ଆଜି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ!-->…
ଦୂର୍ଘଟଣାରେ ୩ ଆହତ
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ସିକିରି ଗ୍ରାମ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଦୂର୍ଘଟଣା ଘଟି ୩ ଜଣ ଆହତ ହୋଇଛନ୍ତି। ଆହତ ମାନେ ହେଲେ ବାଇକ୍ ଚାଳକ ହିଞ୍ଜିଳି ଥାନା ଗିରିଆ ଗ୍ରାମର ଜଗନ୍ନାଥ ପୋଲେଇ (୨୬), ସାଥି କବିସୂର୍ଯ୍ୟନଗର ଥାନା ପାଇକ ଯମୁନା ଗ୍ରାମର ବାଦଲ ଜେନା (୨୭) ଓ ସାଇକେଲ!-->…
ଟ୍ରକ ଓ ବାଇକ ଧକ୍କା : ବାଇକ ଚାଳକ ମୃତ
ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବିରମିତ୍ରପୁର ଥାନା ଅନ୍ତର୍ଗତ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥ ବୀର ବିର୍ଷା ମୁଣ୍ଡା ଵସଷ୍ଟାଣ୍ଡ ସମୁଖରେ ଗୋଟିଏ ୧୮ ଛକ୍କା ଲାଇନ ଟ୍ରକ ଓ ବାଇକ ଧକ୍କା ହେବା ଫଳରେ ବାଇକ ଚାଲକ ଉପରେ ଟ୍ରକ ଚଢି ଯିବାରୁ ଘଟଣା ସ୍ଥଳରେ ବାଇକ ଚାଳକର ମୃତ୍ୟୁ ଘଟିଥିଲା!-->…
ଏକ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ବିଶେଷ ଜନ ସଚେତନତା ପାଇଁ ସାମ୍ୱାଦିକ…
ନବରଙ୍ଗପୁର : ଆସନ୍ତା ୧୨ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ନବରଙ୍ଗପୁର ଠାରେ ଜିଲାସ୍ତରୀୟ ବିକାଶ ମେଳା ସ୍ଥାନୀୟ ମଣ୍ଡେଇ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ)ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ!-->…
ବ୍ଲକ୍ ଉପାଧ୍ୟକ୍ଷଙ୍କ ନାମରେ ଆବାସ ଯୋଜନା ଘର ନିର୍ମାଣ ନାଁରେ ଟଙ୍କା ଆତ୍ମସାତ ଅଭିଯୋଗ ଆଣିଲେ ହିତାଧିକାରୀ
ଅଭିଯୋଗ କୁ ଖଣ୍ଡନ କଲେ ବ୍ଲକ ଉପାଧ୍ୟକ୍ଷ
ମାଲକାନଗିରି :ରାଜ୍ୟ ସରକାର ଙ୍କ ଯୋଜନା ଗୁଡିକ ମଧ୍ୟରେ ଆବାସ ଯୋଜନା ଅନ୍ୟତମ ରହିଥିବା ବେଳେ ଏହାକୁ ପାଇବା ପାଇଁ ଗରିବ ହିତାଧିକାରୀଙ୍କ ସ୍ୱପ୍ନ ହୋଇଥାଏ । ମାଲକାନଗିରି ରେ ଆବାସ ଗୃହ ନିର୍ମାଣ କୁ ନେଇ ଆସିଛି ବଡ଼ ଅଭିଯୋଗ ପ୍ରଧାନ ମନ୍ତ୍ରୀ!-->!-->!-->…
ମହୁଲି ମଦ ନେଲା ଜୀବନ : ସାମାନ୍ୟ ବଚସାରୁ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା
ବାଲିଗୁଡ଼ା : ମହୁଲି ମଦ ପାନରୁ ସାମାନ୍ୟ ବଚସା ଓ ପରେ ହତ୍ୟା l ଏପରି ଏକ ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନ ଅଞ୍ଚଳ ରେ ଘଟିଛି l ମୃତକ ଜଣକ ହେଲେ ବାଲିଗୁଡ଼ା ମୁଣ୍ଡାସାହିର ଶଙ୍କର ନାୟକ। ଖବର ଅନୁଯାୟୀ, ସୋମବାର ରାତି ପ୍ରାୟ ୮ଘଣ୍ଟ ସମୟରେ ରେ ସ୍ଥାନୀୟ ନୂଆସାହି ର!-->…