Browsing Category

ଆଞ୍ଚଳିକ

ଆସିକା କଳିଙ୍ଗା ରୋଡ଼ର ଯାତ୍ରୀଙ୍କ ସୁରକ୍ଷା ପାଇଁ ଥିବା ଡ଼ିଭାଇଡର ବିଧାୟକଙ୍କ ପାଇଁ ଭଙ୍ଗା ଗଲା…..!

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁବେଳେ ବିଧାୟକଙ୍କ ପାଇଁ ଚର୍ଚ୍ଚାରେ ରହି ଆସିଛି। ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ଆସିକା ବିଜୁ ପଟ୍ଟନାୟକ ଛକ ଠାରୁ ପାକଲା ପଲ୍ଲୀ ପର୍ଯ୍ୟନ୍ତ ଜାତୀୟ ରାଜପଥ ଉପରେ ଡ଼ିଭାଇଡର ନିର୍ମାଣ କରାଯାଇ ଥିଲା। ଆସିକା କଳିଙ୍ଗା

ସ୍ୱଚ୍ଛ ନୟାଗଡ଼ ଗଠନ ପାଇଁ ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍ୱଚ୍ଛତା ଅଭିଯାନ

ନୟାଗଡ଼: ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ତଥା ସ୍ୱଚ୍ଛତା ପ୍ରତି ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ନୟାଗଡ଼ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଥିଲା। ଏହି ଅଭିଯାନ ସକାଳ ଘ.୭. ୩୦ ମି. ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆରମ୍ଭ

ସ୍ବାମୀର ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା : ଫାର୍ମ ହାଉସରେ ସ୍ତ୍ରୀକୁ ହତ୍ୟା କରି…

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ବେରୁହାଁବାରୀ ପଞ୍ଚାୟତ ବେଲଦୁଆର ଫାର୍ମ ହାଉସରେ ଗୁରୁବାର ରାତିରେ ସ୍ତ୍ରୀ ତପସ୍ଵିନୀ ସାହୁ(୨୯) ଙ୍କୁ ଯୋଜନା ବଦ୍ଧ ଭାବରେ ହତ୍ୟା କରି ହାତ ଗୋଡ଼ ବାନ୍ଧି ନିଜ ଫାର୍ମ ହାଉସ ପୋଖରୀକୁ ଫିଙ୍ଗି ଦେବା ପରେ ଦମକଳ

ରାଜସୁନାଖଳା ମଣ୍ଡଳ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ନୟାଗଡ଼ (ନିସର୍ତ୍ତ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦେଶକ୍ରମେ ସାରା ଦେଶ ଓ ଓଡ଼ିଶାରେ ହର ଘର ତ୍ରିରଙ୍ଗା' ଅଭିଯାନ ଆରମ୍ଭ ହୋଇଛି। ଏହି ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଗ୍ରାମରେ ତ୍ରିରଙ୍ଗା ପତାକା ଶୋଭାଯାତ୍ରା ଚାଲିବ। ଲୋକମାନେ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କଂଗ୍ରେସର ପୋଷ୍ଟର ଅଭିଯାନ : ମାଗଣା ଚିକିତ୍ସା ନାଁରେ ‘ଡିଜିଟାଲ୍ ଲୁଟ୍’…

ନୟାଗଡ଼ : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଗରିବ ଏବଂ ଅସହାୟ ରୋଗୀଙ୍କୁ ଶୋଷଣ କରାଯାଉଥିବା ନେଇ ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ସରକାରୀ ନିୟମ ଅନୁଯାୟୀ ମେଡିକାଲରେ ସମସ୍ତ ପ୍ରକାର ଚିକିତ୍ସା ସେବା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦେବାର ବ୍ୟବସ୍ଥା ଥିବା ବେଳେ

ଏନଏସି ତରଫରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

ବାଲିଗୁଡା, ତା, ୧୩/୦୮ : କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସିରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ତ୍ରିରଙ୍ଗା ପଦ ଯାତ୍ରା ରେ ସମସ୍ତେ ସାମିଲ ହୋଇ ତ୍ରିରଙ୍ଗା ପତାକା ଧରି ସହର ପରିକ୍ରମା କରିଥିଲେ l ବାଲିଗୁଡା ଏନଏସି କାର୍ଯ୍ୟଳୟ ଠାରୁ ଏହି ଶୋଭାଯାତ୍ରା ବାହାରି

ନୟାଗଡ଼ରେ ଶ୍ରମିକ କୃଷକ ସଂଗଠନର ଜେଲଭରୋ ଆନ୍ଦୋଳନ

ନୟାଗଡ଼ : ଅଦ୍ୟ ସର୍ବଭାରତୀୟ ଆହ୍ଵାନ କ୍ରମେ ଟ୍ରେଡ୍ ୟୁନିଅନ ଓ କିଷାନ ମୋର୍ଚ୍ଚାର ମିଳିତ ମଞ୍ଚ ପକ୍ଷରୁ ନୟାଗଡ଼ରେ ଆଇନ ଅମାନ୍ୟ କରି ପାଞ୍ଚଶହରୁ ଉର୍ଦ୍ଧ୍ବ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଗିରଫ ହୋଇଥିଲେ ! ଶ୍ରମିକ ବିରୋଧୀ ଶ୍ରମ କୋଡ୍ ବାତିଲ

ସ୍ଵାଭିମାନ ଅଞ୍ଚଳରେ ନିଶାମୁକ୍ତ ଭାରତ ଅଭିଯାନ : ନିଶାମୁକ୍ତ ସମାଜ ଓ ବିକଳ୍ପ ଜୀବିକା ଗଠନ ପାଇଁ ଜିଲ୍ଲାପାଳଙ୍କ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳର ନାକାମାମୁଡ଼ି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନିଶାମୁକ୍ତ ଭାରତ ଓ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଏକ ଜିଲ୍ଲା ସ୍ତରୀୟ ଜନସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳରୁ ନିଶାର କୁପ୍ରଭାବ ଓ ବେଆଇନ ଚାଷର

ଆମ୍ବୁଲାନ୍ସରୁ ୨୦୦ କେଜି ଗଞ୍ଜେଇ ଜବତ, ୨ ମହାରାଷ୍ଟ୍ର ଯୁବକ ଗିରଫ

ମାଲକାନଗିରି : ମାଲକାନଗିରିରୁ ମହାରାଷ୍ଟ୍ରକୁ ଆମ୍ବୁଲାନ୍ସ ଯୋଗେ ବେଆଇନ ଭାବେ ଗଞ୍ଜେଇ ଚାଲାଣ କରୁଥିବା ବେଳେ କାଲିମେଳା ପୋଲିସ ବଡ ଧରପକଡ କରିଛି । ଏହି ଘଟଣାରେ ୨୦୦ କେଜି ଗଞ୍ଜେଇ ସହ ଗୋଟିଏ ଆମ୍ବୁଲାନ୍ସ ଜବତ କରାଯାଇଥିବା ବେଳେ ୨ ଜଣଙ୍କୁ ଗିରଫ କରାଯାଇଛି । ବୁଧବାର ରାତିରେ କାଲିମେଳା

ମିଡିଆକିଆ ପଞ୍ଚାୟତ ରେ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ

ବାଲିଗୁଡା : ଦେଶପ୍ରେମ, ଜାତୀୟତାବୋଧ ଓ ଦେଶର ଗୌରବମୟ ତ୍ରିରଙ୍ଗା ପ୍ରତି ସମ୍ମାନର ବାର୍ତ୍ତା ନେଇ ୮୦ ତମ ସ୍ୱାଧୀନତା ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡିଆକିଆ ପଞ୍ଚାୟତ ନୁଆସାହି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ " ହର ଘର ତ୍ରିରଙ୍ଗା " କାର୍ଯ୍ୟକ୍ରମ