Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଅବକାରୀ ବିଭାଗର ପେଟ୍ରୋଲିଙ୍ଗ ବେଳେ ଗଞ୍ଜେଇ ସହ ଜଣକୁ ଗିରଫ କଲା ଅବକାରୀ…
ଉମରକୋଟ : ନବରଙ୍ଗପୁର ଜିଲ୍ଲା ରାଇଘର ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା, ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ରାଇଘର ଅବକାରୀ ବିଭାଗର ଏକ ଟିମ୍ ବିଗତ କାଲି ରାତିରେ ଅଚାନକ ପେଟ୍ରୋଲିଙ୍ଗ କରି ୯ କିଲୋ ୧୦୦ଗ୍ରାମ ଗଞ୍ଜେଇ ସହ ଜଣକୁ ଧରିବାରେ ସଫଳ ହୋଇଥିବା!-->…
ଛାତ୍ରୀଙ୍କୁ ନ୍ୟାୟପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ହିଞ୍ଜିଳିକାଟୁ କଲେଜ ଆଗରେ ବିକ୍ଷୋଭ
ହିଞ୍ଜିଳିକାଟୁ : ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା ନିଆଁରେ ସାରା ଓଡ଼ିଶା ଜଳୁଛି। ଛାତ୍ରୀଙ୍କୁ ନ୍ୟାୟ ପାଇଁ ଜାରି ରହିଛି ପ୍ରତିବାଦ। ହିଞ୍ଜିଳି ଛାତ୍ର କଂଗ୍ରେସ ପକ୍ଷରୁ ମଙ୍ଗଳବାର ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ଆଗରେ ବିକ୍ଷୋଭ!-->…
ବ୍ରହ୍ମପୁରର ବିଜୁଳି ଭିତ୍ତିଭୂମି ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍
-- ସବଷ୍ଟେସନ ମୋଟ କ୍ଷମତା ୧୦ ଏମଭିଏ ରୁ ୧୩ ଏମଭିଏକୁ ବୃଦ୍ଧି-- ନୀଳାଚଳ ନଗର, ଖୋଡାସିଙ୍ଗି ଏବଂ ବିଦ୍ୟୁତପୁରୀ ଅଞ୍ଚଳର ୩,୦୦୦ ଉପଭୋକ୍ତା ଉପକୃତ-- ବର୍ଦ୍ଧିଷ୍ଣୁ ଚାହିଦା ପୂରଣ ପାଇଁ ଭିତ୍ତିଭୂମି ଉନ୍ନତିକରଣ
ବ୍ରହ୍ମପୁର : ବିଜୁଳି ଭିତ୍ତିଭୂମିକୁ ସୁଦୃଢ କରିବା ସହ ବର୍ଦ୍ଧିଷ୍ଣୁ!-->!-->!-->…
ପିତଳ ସରପଞ୍ଚ ଓ ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ଘଟଣା, ପୁଣି ଜଣେ ଗିରଫ – ଗିରଫ ସଂଖ୍ୟା ୬କୁ ବୃଦ୍ଧି
ହିଞ୍ଜିଳିକାଟୁ : ଗତ ୧୮ ତାରିଖ ସନ୍ଧ୍ୟାରେ ହିଞ୍ଜିଳି ଥାନା ପିତଳ ଗ୍ରାମ ପଞ୍ଚାୟତର ସଭାପତି ରାମରାଘବ ପାତ୍ର @ରିଙ୍କୁ (୩୫) ଓ ପିତଳ ମଣ୍ଡଳ ସଭାପତି ବିଜୟ ପ୍ରଧାନ (୪୭)ଙ୍କୁ କିଛି ଯୁବକ ଠେଙ୍ଗା ଓ ଲୁହାରଡରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଦୁହେଁ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ!-->…
ଯୁବକଙ୍କ ଆକସ୍ମିକ ମୃତ୍ୟୁ
ହିଞ୍ଜିଳିକାଟୁ : ସୋମବାର ଅପରାହ୍ନରେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ହିଞ୍ଜିଳି ସାନସାହିର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ହିଞ୍ଜିଳିକାଟୁ ପୌରପରିଷଦର ପୂର୍ବତନ ନଗରପାଳ ଶିବରାମ ଗୌଡଙ୍କ ଜ୍ୟେଷ୍ଠ ପୁତ୍ର ଶାଶ୍ବତ ଗୌଡ (୨୬) । ପ୍ରକାଶ ଯେ, ଯୁବକ ଜଣଙ୍କ!-->…
ଶ୍ରାବଣମାସ ପ୍ରଥମ ସୋମବାରରେ ବିଭିନ୍ନ ଶୈବପୀଠରେ କାଉଡିଆମାନେ ଜଳାଭିଷେକ କଲେ
ମାଲକାନଗିରି : ଶ୍ରାବଣ ମାସ ପ୍ରଥମ ସୋମବାର ଉପଲକ୍ଷେ ଆଜି ସକାଳେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଶୈବପୀଠ ଗୁଡିକରେ ବୋଲବମ କାଉଡିଆ ମାନେ ଜଳାଭିଷେକ କରି ନିଜର ମାନଶିକ ପୁରଣକରିଛନ୍ତି । ବିଶେଷ କରି ମାଲକାନଗିରି ସହର ପ୍ରବେଶ ଦ୍ଵାର ମାଲ୍ୟବନ୍ତ ପର୍ବତ ଶିଖରେ ଥିବା ମାଲକାନଗିରି ଜିଲ୍ଲାର!-->…
ମହାଦେବଙ୍କଠାରେ ଜଳଲାଗି କଲେ ଶତାଧିକ କାଉଡ଼ିଆ
ହିଞ୍ଜିଳିକାଟୁ : ଧାରା ଶ୍ରାବଣରେ ଧାର୍ମିକ ପଦଯାତ୍ରା ସକାଶେ କାଉଡ଼ିଆ ମାନେ ନିଜର ମାନସିକ ପୁରଣ କରିବା ଲାଗି ବୋଲବମ ଯାତ୍ରା କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରାବଣ ମାସ ପ୍ରଥମ ସୋମବାର ସକାଶେ କାଉଡ଼ିଆ ମାନେ ବିଭିନ୍ନ ପବିତ୍ର ନଦୀରୁ ଜଳ ଧାରଣ କରି ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ!-->…
ମାଲକାନଗିରି ବନବିଭାଗ ଦ୍ବାରା କାଠ ବୋଝେଇ ଟ୍ରକ ଅଟକ
ମାଲକାନଗିରି : ଆଜି ମାଲକାନଗିରି ବନବିଭାଗ ଏକ ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରିରୁ ଉମରକୋଟ ପରିବହନ ହେବାକୁ ଥିବା ଏକ କାଠ ବୋଝେଇ ଟ୍ରକ ନମ୍ବର ସିଜି ୦୪ ଏନ ଏକ୍ସ ୧୭୦୬ କୁ ଅଟକ ରଖିଛନ୍ତି । ଉକ୍ତ ଟ୍ରକରେ ନିଳଗିରି କାଠ ସହ କିଛି ଚାକୁଣ୍ଡା କାଠ ରହିଥିବା ବେଳେ ଉକ୍ତ ଚାକୁଣ୍ଡା ଗଛ!-->…
ସୀମାନ୍ତରେ ମାଓବାଦୀ ଖଞ୍ଜିଥିବା ଆଇଡି ବୋମା ବିସ୍ଫୋରଣରେ ୩ ଗ୍ରାମବାସୀ ଗୁରୁତର
ମାଲକାନଗିରି : ଜଙ୍ଗଲ ଭିତରେ ଛତୁ ସଂଗ୍ରହ କରିବା ଲାଗି ଯାଇଥିବା ବେଳେ ମାଓବାଦୀଙ୍କ ଆଇଡି ବୋମାର ଶିକାର ହେଲେ ୩ ଜଣ ଗ୍ରାମବାସୀ। ଆଇଡି ବୋମା ବିସ୍ଫୋରଣରେ ଜଣେ ନାବାଳିକାଙ୍କ ସହ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ମାନଙ୍କୁ ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି!-->…
ଶ୍ରାବଣ ପ୍ରଥମ ସୋମବାର: ଜଳାଭିଷେକ ପାଇଁ ବିଭିନ୍ନ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼
ବାଲିଗୁଡା : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଏହି ଅବସରରେ ସକାଳୁ ସକାଳୁ ସମସ୍ତ ଶିବ ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିର ଗୁଡିକରେ ଭକ୍ତ ମାନଙ୍କର ପ୍ରବଳ ଭିଡ ଜମିଥିବାରୁ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶୈବପୀଠ । ଶ୍ରାବଣ ମାସରେ କାଉଡିଆମାନେ ମାନସିକ କରି ଶିବଙ୍କ ମସ୍ତକରେ ଜଳଲାଗି!-->…