Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ତିରିଶି ବର୍ଷୀୟା ମହିଳା ନିଖୋଜ, ଦଶଦିନ ହେଲାଣି ଠାବ କରିପାରୁ ନାହାଁନ୍ତି ପୋଲିସ କି ପରିବାର ବର୍ଗ…
ନିଃସର୍ତ୍ତ ନିୟୁଜ କୋଟପାଡ଼ : କୋରାପୁଟ ଜ଼ିଲ୍ଲା ସୀମାନ୍ତବର୍ତ୍ତୀ ଚାନ୍ଦିଲି ଫାଣ୍ଡି ଅନ୍ତର୍ଗତ ମଲଚlମାଲ,ଥାନା-କୋଟପାଡ଼ ଅଞ୍ଚଳରୁ ଜଣେ ତିରିଶି ବର୍ଷୀୟା ବିବାହିତ ମହିଳା ନିଖୋଜ ହୋଇଥିବା ଘଟଣା ସାମ୍ନାକୁ ଆସିଛି l ଏହାକୁ ନେଇ ପରିବାର ବର୍ଗ ଥାନାରେ ଏଫ. ଆଇ. ଆର. ଦେଇଥିବା ବେଳେ!-->…
ବଜ୍ରପାତରେ ଯୁବକ ମୃତ : ଆବଶ୍ୟକ ସମୟରେ ଆମ୍ବୁଲାନ୍ସ ନଆସିବାରୁ ମୃତ୍ୟୁ ଅଭିଯୋଗ କଲେ ପରିବାର
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ତଥା ବେଲଗାଁ ଥାନା ଗଣ୍ଡଳାରେ ଶନିବାର ସନ୍ଧ୍ୟାରେ ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବେଲଗାଁ ଥାନା ଗଣ୍ଡଳା ଗ୍ରାମର ଶ୍ରୀକାନ୍ତ ଗୌଡ । ପ୍ରକାଶ ଯେ, ଶନିବାର ସନ୍ଧ୍ୟାରେ ଗଣ୍ଡଳା ଗ୍ରାମରେ ବର୍ଷା ସହ ବଜ୍ରପାତ!-->…
କନ୍ଧମାଳ ସାଂସଦଙ୍କ ବାଲିଗୁଡା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ : ବିଭିନ୍ନ ସମସ୍ୟା ଉପରେ ଆଲୋଚନା
ବାଲିଗୁଡ଼ା : କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ରବିବାର ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ଡାକ୍ତରଖାନାର ବିଭିନ୍ନ ବିଭାଗ ବୁଲି ଦେଖିବା ସହ ରୋଗୀଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଏହି ପରିଦର୍ଶନ ସମୟରେ ରୋଗୀ ଓ ସେମାନଙ୍କ ପରିବାରବର୍ଗଙ୍କ ସହ କଥା ହୋଇ!-->…
ବ୍ରହ୍ମପୁର ସହରରେ ସାହି ସାହିରେ ଦେଶୀ, ବିଦେଶୀ ମଦର ବନ୍ୟା…..!
ଧଳା ଜହର ବଳୟ ରେ ଲାଞ୍ଜିପଲ୍ଲୀ ଓ ମେଡିକାଲ କଲେଜର ଖେଳ ପଡିଆ..!
ଟ୍ରକ୍ ଦୁର୍ଘଟଣାରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଲା, ଚାଳକ ଆହତ
ହିଞ୍ଜିଳିକାଟୁ : ୫୯ ନ° ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ଘୋଡାହାଡ ସେତୁ ନିକଟରେ ଏକ ଆଲୁମିନିୟମ ପାଉଡର ବୋଝେଇ ଟ୍ରକ (ଓଡି୧୭ ଏମ୍ ୮୫୨୧) ଦୂର୍ଘଟଣା ଘଟିଛି। ଦୁର୍ଘଟଣାରେ ରାସ୍ବା ପ୍ବାର୍ଶ୍ବରେ ରହିଥିବା ଏକ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିବା ସହ ସେତୁ ପ୍ବାର୍ଶ୍ବରେ ରହିଥିବା ଗାର୍ଡ ଓ୍ବାଲ!-->…
୨ ଲୁଟେରା ଗିରଫ, ୨୪୫ ବୋତଲ ତାର୍ପଲିନ ତେଲ ଜବତ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୈାରାଞ୍ଚଳ ତଥା ହିଞ୍ଜିଳି ଥାନା ଆଙ୍କୋରଡା ଗ୍ରାମର ଏକ ଫିନାଇଲ୍ ତିଆରି କାରଖାନାରୁ ବୁଧବାର ଭୋରରୁ ଚୋରୀ ହୋଇଥିଲା। ଘଟଣା ନେଇ କାରଖାନା ମାଲିକ ସନ୍ତୋଷ କୁମାର ପାଣିଗ୍ରାହୀ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ!-->…
ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଅବସରରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
ଛତ୍ରପୁର : ଚଳିତ ମାସ ୨୫ ତାରିଖ ଦିନ ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଅନୁଷ୍ଠିତ ହେବ । ଏଥି ସକାଶେ ଗଞ୍ଜାମ ଜିଲ୍ଲାସ୍ତରୀୟ ସାହିତ୍ୟ ବୋଧକ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଶନିବାର ଦିନ ସହିଦ ଲକ୍ଷ୍ମଣ ନାୟକ ସ୍ମୃତି ପୌର ଉଚ୍ଚ ବିଦ୍ୟାଳୟ, ବ୍ରହ୍ମପୁର ଠାରେ ଅନୁଷ୍ଠିତ!-->…
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ମଚାରୀସଙ୍ଘର ୫୨ତମ ବାର୍ଷିକ ଅଧିବେଶନ
ଗୋପାଳପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ସଙ୍ଘର ୫୨ତମ ବାର୍ଷିକ ଅଧିବେଶନ ଓ ନୂତନ ବର୍ଷ ପାଇଁ କର୍ମକର୍ତ୍ତା ଚୟନ ହୋଇସାରିଛି l ସଭାପତି ଡ ମିହିର କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା l ସରକାରୀ ଏନ.!-->…
ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗରେ ପ୍ରଯୁକ୍ତିବିଦ୍ୟା ଆଧାରିତ ଉଦ୍ୟମିତା ବିକାଶ କାର୍ଯ୍ୟକ୍ରମ
ବ୍ରହ୍ମପୁର : ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗ ଆନୁକୂଲ୍ୟରେ ପ୍ରଯୁକ୍ତିବିଦ୍ୟା ଆଧାରିତ ଉଦ୍ୟମିତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗଣପତି ସାବତ ଫାଉଣ୍ଡେସନର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରିବା ସହ!-->!-->!-->…
ଅବସରପ୍ରାପ୍ତ ସିଆରପିଏଫ ଜବାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁମୁସର ଉଦୟଗିରି ବ୍ଲକ ଅଧୀନ ରଟିଙ୍ଗିଆ ଗ୍ରାମପଞ୍ଚାୟତରେ ସିଆରପିଏଫ ଜବାନ ବିକ୍ରମ ନାୟକ ନିଜ ଚାକିରୀ କାଳ ରୁ ଅବସର ନେଇ ନିଜ ଜନ୍ମମାଟିକୁ ଫେରିବା ପରେ ଗ୍ରାମବସୀ ମାନେ ରଟିଙ୍ଗିଆ ଗାସ୍ତିମାହା ଛକ ଠାରୁ ଇନ୍ଦ୍ରଗଡ଼ ଗ୍ରାମ!-->…