Browsing Category

ଆଞ୍ଚଳିକ

ଆଡପ ମଣ୍ଡପରେ ଶ୍ରୀ ଜୀଉଙ୍କ କାଞ୍ଚି ଅଭିଯାନ ବେଶ

ବାଲିଗୁଡା : ପବିତ୍ର ଘୋଷଯାତ୍ରା ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ମାଉସୀ ମା’ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ କାଞ୍ଚି ଅଭିଯାନ ବେଶ ହୋଇଥିଲା। ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ବିଭିନ୍ନ ନୀତିକାନ୍ତିରେ ଗୁଣ୍ଡିଚା ମନ୍ଦିରରେ…

ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିଧାନସଭା ଘେରାଉ : ଗଂଜାମରୁ ଯୋଗଦେଲେ ବିଭିନ୍ନ ମାନବବାଦୀ ଓ ଆମ୍ବେଦକରବାଦୀ

ବ୍ରହ୍ମପୁର : ଧରାକୋଟ ବ୍ଲକ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମର ଜାତିଆଣ ନିର୍ଯାତନା ଓ ଅମାନୁଷିକ ଆକ୍ରମଣର ଶିକାର ହୋଇଥିବା ପୀଡିତଙ୍କୁ ନ୍ୟାୟ ପ୍ରଦାନ ଦାବି ନେଇ ବିଭିନ୍ନ ଗଣସଙ୍ଗଠନଙ୍କ ମିଳିତ ମଞ୍ଚ ଆମ୍ବେଦକରାଇଟ୍ ସଲିଡାରିଟି ଫୋରମ୍ ପକ୍ଷରୁ ବିଧାନସଭା ଘେରାଉ ହୋଇଛି l ଭୁବନେଶ୍ୱର ଠାରେ…

ଆଦିବାସୀ ମହାବିଦ୍ୟାଳୟରେ ବନ ମହୋତ୍ସବ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ଶୁକ୍ରବାର ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ମହୋତ୍ସବରେ ଅଧ୍ୟକ୍ଷ ଲକ୍ଷ୍ମଣ ପାଳ, ଯୁବ ରେଡକ୍ରସ୍ କନ୍ଧମାଳ ଜିଲ୍ଲା ସଂଯୋଜକ ଡ଼.ବିଭୂତି…

ଟିପିଏସ୍ଓଡିଏଲ୍ ପକ୍ଷରୁ ମାଲକାନଗିରିରେ ନୂତନ ଗ୍ରାହକ ସେବାକେନ୍ଦ୍ର ଉଦଘାଟିତ

-- ମାଲକାନଗିରି ଜିଲ୍ଲାର ୧.୧୬ ଲକ୍ଷରୁ ଉର୍ଦ୍ଧ୍ବ ଉପଭୋକ୍ତାଙ୍କୁ ସେବା ଯୋଗାଇବ ନୂତନ ସିଆରସି-- ବିଲିଂ, ଅଭିଯୋଗ ପ୍ରତିକାର ଏବଂ ଡିଜିଟାଲ ସହାୟତା ସେବା ଉପଲବ୍ଧ-- ଆଦିବାସୀ ବହୁଳ ଦକ୍ଷିଣ ଓଡ଼ିଶାରେ ଟିପିଏସ୍ଓଡିଏଲର ସୁଦୃଢ଼ ବିଦ୍ୟୁତ ସେବା-- ଦକ୍ଷିଣ ଓଡ଼ିଶାରେ ଟିପିଏସ୍ଓଡିଏଲର ସପ୍ତମ…

ରାୟଗଡ଼ା ନଗର ଭାଜପା ପକ୍ଷରୁ ବୃଦ୍ଧା ଏବଂ ଅନାଥ ପିଲାଙ୍କୁ ରଥଯାତ୍ରା ଦର୍ଶନ କରାଇଲେ

ରାୟଗଡ଼ା : ମହାପ୍ରଭୁଙ୍କର ରଥଯାତ୍ରା ଏକ ଦୃଷ୍ଟାନ୍ତ ମୂଳକ ମାନବୀୟ ଲୀଳା।ଶ୍ରଦ୍ଧା, ସଂସ୍କୃତି ଏବଂ ଭକ୍ତିର ଅଦ୍ଭୁତ ସଙ୍ଗମର ଏକ ଉଦାହରଣ ଦେଉଥିବା ଏହି ଯାତ୍ରା ପ୍ରତିବର୍ଷ କୋଟି କୋଟି ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ରଥଯାତ୍ରା କେବଳ ଧାର୍ମିକ ଦୃଷ୍ଟିରୁ ନୁହେଁ, ବରଂ ସାମାଜିକ…

ଗଞ୍ଜାମ ଜିଲ୍ଲାର ଅବକାରୀ ବିଭାଗ ଅତ୍ୟଧିକ ବଟି ଖାଇ ଏବେ କୋମାରେ…..!

ଗାଁ ରୁ ସହର ପର୍ଯ୍ୟନ୍ତ ଚୋରା ଦେଶୀ ଓ ବିଦେଶୀ ମଦର ବନ୍ୟା…..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଚୋରା ଦେଶୀ ଓ ବିଦେଶୀ ମଦ ଖୁଲାମ ଖୁଲା ବିକ୍ରି ହେଉଛି। ସରକାରଙ୍କ କାଗଜ କଲମରେ ମହୁଲ ଦେଶୀ ମଦ ଭାଟିଚାଲିଛି। ବାବୁ ମାନଙ୍କ ଆଶୀର୍ବାଦରେ ଅଧିକାଂଶ ମଦ ଭାଟି ଗୁଡି଼କରେ…

ଆସିକା ନୂଆଗାଁ ଠାରେ ଚୋରା ବାଲି ହାଇୱା ଓଲଟିଲା…..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରୁ ବାଲି ମାଫିଆ ମାନେ ପ୍ରଶାସନ କୁ ଖାତିରି ନକରି ଚୋରା ବାଲି ଚାଲାଣ କରୁଛନ୍ତି। ତାହାର ନଗ୍ନ ନମୁନା ନୂଆଗାଁ ଠାରେ ବାଦଗଡ଼ ଠାରୁ ବେଆଇନ ବାଲି ଧରି ଏକ ହାଇୱା ଆସୁଥିବା ବେଳେ ନିୟନ୍ତ୍ରଣ ହରେଇ ଓଲଟି ପଡିଛି। ଦୁର୍ଘଟଣା ସ୍ଥଳରେ ରାସ୍ତା…

ଜିଲ୍ଲାପାଳଙ୍କ ଅଫିସକୁ ଧସେଇ ପଶିବା ଘଟଣା : ଖ୍ରୀଷ୍ଟିୟାନ ସମୁଦାୟଙ୍କ ଶୋଭାଯାତ୍ରାରେ ସାମିଲ ୨୫ ଜଣଙ୍କ ନାମରେ ରୁଜୁ…

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଖ୍ରୀଷ୍ଟିୟାନ ମଞ୍ଚ ପକ୍ଷରୁ ଗତକାଲି ଏକ ବିଶାଳ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିବା ବେଳେ ଏହି କାର୍ଯ୍ୟକ୍ରମର ଅନୁମତି ନନେଇ ଜୋର ଜବରଦସ୍ତ ସରକାରୀ କାର୍ଯ୍ୟଳୟ ମଧ୍ୟକୁ ଧସେଇ ପଶିବା ଭଳି ଅନେକ ଅଭିଯୋଗ କରି ୨୫ ଜଣଙ୍କ ନାମରେ…

ଓଏଏସ୍ ସଂଘର ସମୂହ ଛୁଟି ପ୍ରଭାବ : ସମଗ୍ର ଜିଲ୍ଲାର ବ୍ଲକ ଓ ତହସିଲ ଅଫିସରେ କାମ ଠପ୍‍, ଲୋକେ ହନ୍ତସନ୍ତ

କନ୍ଧମାଳ : ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ ଆୟୁକ୍ତଙ୍କୁ ମାଡ ଘଟଣାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଓଏଏସ ସଂଘର ପ୍ରତିବାଦ ଜାରି ରହିଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ଓଏଏସ ସଂଘ । ଫଳରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଫିସ୍‍ କାର୍ଯ୍ୟ…

ଋଷିକୂଲ୍ୟା ନଦୀର ଚୋରାବାଲି ରେମ୍ପର ଗର୍ତ୍ତରେ ବୁଡି ବୃଦ୍ଧମୃତ !

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ଅନ୍ତର୍ଗତ ଋଷି କୂଲ୍ୟା ନଦୀର ଲକ୍ଷ୍ମୀପୁର ବାଲି ଘାଟରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଲକ୍ଷ୍ମୀ ପୁର ଗ୍ରାମର ସୀତାରାମ ଗୌଡ଼। ସୀତାରାମ ସ୍ନାନ କରିବାକୁ ଋଷି କୂଲ୍ୟା ନଦୀକୁ ଯାଇଥିବାଳେ ସେଠାରେ ଚୋରା ବାଲି ମାଫିଆ…