Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଆଇଏନଏସ ଚିଲିକାର ଭାରତୀୟ ସଂଗୀତ କାର୍ଯ୍ୟକ୍ରମ ଆୟୋଜିତ
ଚିଲିକା : ଭାରତର ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ, INS ଚିଲିକା ପକ୍ଷରୁ ୧୨ ଅଗଷ୍ଟ ୨୦୨୬ ରିଖରେ ବ୍ରହ୍ମପୁରସ୍ଥିତ ନ୍ୟାସନାଲ୍ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (NIST) ଠାରେ 'ଇଣ୍ଡିଆନ୍ ନେଭି ବ୍ୟାଣ୍ଡ କନ୍ସର୍ଟ' (ଭାରତୀୟ ନୌସେନା ବ୍ୟାଣ୍ଡ ସଙ୍ଗୀତ କାର୍ଯ୍ୟକ୍ରମ)!-->…
କୋର୍ଟ ପରିସରରୁ ମୋଟର ସାଇକଲ୍ ଚୋରି
କୋରାପୁଟ /କୋଟପାଡ଼ : କୋଟପାଡ଼ କୋର୍ଟ ପରିସରରୁ ମୋଟର ସାଇକେଲ ଚୋରି ହୋଇଯାଇଛି ,ମୋହକିଲ ଅଦାଲତ କାମରେ ଆସିଥିଲେ ଏବଂ ତାଙ୍କର ମୋଟର ସାଇକେଲ କୋର୍ଟ ପରିସର ଭିତରେ ରଖି ଥିଲେ l କାମ ସାରି ଆସି ଦେଖିଲାବେଳକୁ ଗାଡିଟି ସେଠାରୁ ଗାୟବ l କଳା ରଙ୍ଗର ହିରୋ ସ୍ପେଲଣ୍ଡର ପ୍ଲସ ନମ୍ବର!-->…
ସ୍ୱାଧୀନତା ଦିବସ ଅବସରରେ ବିଏସଏଫ୍ ପକ୍ଷରୁ ‘ବନ୍ଦେ ମାତରମ୍’ ବାଇକ୍ ରାଲି
ବାଲିଗୁଡ଼ା : ସ୍ୱାଧୀନତା ଦିବସ-୨୦୨୬ ଅବସରରେ ସୀମା ସୁରକ୍ଷା ବାହିନୀ (ବିଏସଏଫ୍) ୧୩୬ ବାଟାଲିଅନ୍ର ‘ବି’ କମ୍ପାନୀ ପକ୍ଷରୁ ‘ବନ୍ଦେ ମାତରମ୍’ ଥିମ୍ରେ ଏକ ବାଇକ୍ ରାଲି ଆୟୋଜିତ ହୋଇଯାଇଛି। କମ୍ପାନୀ କମାଣ୍ଡର ନିର୍ମଳ ଚନ୍ଦ୍ର ଦାସଙ୍କ ତତ୍ତ୍ୱାବଧାନରେ ମିଗୁନପଦର ଓ ସାଡିଙ୍ଗିଆ ସ୍ଥିତ!-->…
ହର ଘର ତ୍ରିରଙ୍ଗା’ ଅବସରରେ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି…
ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଏକ ଭବ୍ୟ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୯.୩୦ ମିନିଟ୍ ସମୟରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶୁଭାରମ୍ଭ ହୋଇ ନଗର ପରିକ୍ରମା କରି ଦୁର୍ଗାପ୍ରସାଦ!-->…
ରୋଟାରୀ କ୍ଲବ ନୟାଗଡ଼ରେ ତର୍କ ପ୍ରତିଯୋଗିତା…
ନୟାଗଡ଼: ସୁଦୃଢ଼ ଗଣତନ୍ତ୍ର ଗଠନରେ ଯୁବପିଢୀର ଦାୟୀତ୍ବ ଶୀର୍ଷକ ଏକ ତର୍କ ପ୍ରତିଯୋଗିତା ଆଜି ନୟାଗଡ଼ ରୋଟାରୀ କ୍ଲବ ତରଫରୁ ୮୦ ତମ ସ୍ବାଧିନତା ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି। କ୍ଲବ୍ ସଭାପତି ବାସୁଦେବ ସାହୁ, ସଂପାଦକ ଦିଲ୍ଲୀପ ମିଶ୍ର ଓ ଏହି କାର୍ଯ୍ୟକ୍ରମର ସଂଯୋଜକ ଅବିନାଶ ସାହୁ!-->…
ଜଳ, ଜମି, ଜଙ୍ଗଲ ଓ ଜନ୍ତୁ ସୁରକ୍ଷାରେ ଜନସମାଜର ସକ୍ରିୟ ଭୂମିକା ଅପରିହାର୍ଯ୍ୟ…
ଉଜ୍ଜଳପୁର ବନାଞ୍ଚଳରେ ବିଶ୍ଵ ହାତୀ ଦିବସ ପାଳନସୁନ୍ଦରଗଡ଼ - ୧୨/୦୮/୨୬ ହାତୀ କେବଳ ଜଙ୍ଗଲର ଏକ ବିଶାଳ ବନ୍ୟଜନ୍ତୁ ନୁହେଁ, ଏହା ଜଙ୍ଗଲର ପ୍ରାକୃତିକ ପୁନର୍ଜନନ, ଜୈବ ବିବିଧତା ଓ ପାରିସ୍ଥିତିକ ସନ୍ତୁଳନର ଏକ ଅବିଚ୍ଛିନ୍ନ ଅଂଶ। ହାତୀ ଓ ମଣିଷ ମଧ୍ୟରେ ସହାବସ୍ଥାନ ସୁନିଶ୍ଚିତ କରିବା ସହିତ!-->…
୨ଦିନର କଠିନ ପରିଶ୍ରମ ପରେ ବନବିଭାଗ ଦ୍ୱାରା ପୋଖରିରୁ କୁମ୍ଭୀର ଉଦ୍ଧାର…
ମାଲକାନଗିରି : ଗତ ଦୁଇଦିନ ଧରି ମାଲକାନଗିରି ଜିଲ୍ଲାର ଏମ୍ଭୀ ୧୦୪ ଗାଁରେ କୁମ୍ଭୀର ଆତଙ୍କରେ ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିବା ବେଳେ ଆଜି ଗ୍ରାମବାସୀଙ୍କୁ ଆଶ୍ୱସ୍ତି ମିଳିଛି। ଦୀର୍ଘ ୨ଦିନ ଧରି ବନ୍ ବିଭାର ପକ୍ଷରୁ ଚାଲିଥିବା ଉଦ୍ଧାର ଅଭିଯାନ ଆଜି ସଫଳ ହୋଇଛି । ଆଜି ସକାଳୁ ପୋଖରୀ ଭିତରେ!-->…
ଚାରବର୍ଷରେ ମଧ୍ୟ ସମ୍ପୂର୍ଣ୍ଣ ହେଲାନି ଆବାସ ଗୃହ ନିର୍ମାଣ : ପଞ୍ଚାୟତ ସମିତିରୁ ନୋଟିସ,ହିତାଧିକାରୀଙ୍କ ମୁଣ୍ଡରେ…
କୋରାପୁଟ/କୋଟପାଡ଼ :-ଜ଼ିଲ୍ଲାର ସୀମାନ୍ତବର୍ତ୍ତୀ କୋଟପାଡ଼ ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳରେ ଆବାସ ଯୋଜନା ଦୁର୍ନୀତିରେ ପୋତିହୋଇପଡିଛି l ଦୀର୍ଘ ଦିନ ଧରି ହିତାଧିକାରୀ ମାନେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଏବଂ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି, ଏପରିକି!-->!-->!-->…
ଶହୀଦ ଖୁଦିରାମ ବୋଷଙ୍କ ୧୧୮ ତମ ସହିଦ ଦିବସ ପାଳିତ
ବ୍ରହ୍ମପୁର : ଦେଶର ସବୁଠାରୁ କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଓ ଅମର ଶହୀଦ ଖୁଦିରାମ ବୋଷଙ୍କ ୧୧୮ତମ ସହିଦ ଦିବସ ଆଜି ପୂଜ୍ୟ ପୂଜା ସମିତି ତରଫରୁ ବ୍ରହ୍ମପୁର ବିଜିପୁର କମ୍ୟୁନିଟି ହଲ୍ ଠାରେ ଶ୍ରଦ୍ଧାର ସହ ପାଳନ କରାଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ଶହୀଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ!-->…
କାର୍ଯ୍ୟକ୍ଷମ ହେବ ଆଦର୍ଶ ମାଛ ବଜାର: ୧୮ ରୁ ବାହାର ବିକ୍ରି ଉପରେ କଟକଣା
ନୟାଗଡ଼: ଓଡ଼ଗାଁ ଏନଏସି ପକ୍ଷରୁ ଆଦର୍ଶ ମାଛ ବଜାର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ମାଛ ବିକ୍ରି ଉପରେ ରୋକ ଲଗାଇବାକୁ ନିଷ୍ପତି ନିଆଯାଇଛି ।ଏହାକୁ ନେଇ ଆସନ୍ତା ୧୮ ତାରିଖରୁ ଅନ୍ୟତ୍ର ବିକ୍ରି ଉପରେ କଟକଣାକୁ କଡାକଡି ଭାବରେ ଲାଗୁ କରାଯିବ।ଓଡ଼ଗାଁ ଏନଏସି ସଭାଗୃହରେ ନିର୍ବାହୀ ଅଧିକାରୀଙ୍କ!-->…