Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଗୋପବନ୍ଧୁ ସେବା ସମିତି ର ପ୍ରଥମ ବାର୍ଷିକ ଉତ୍ସବ…
ଚିକିଟୀ -- ଏହି ଅଞ୍ଚଳର ଗୋପବନ୍ଧୁ ସେବା ସମିତି ତାହାର ପ୍ରଥମ ବାର୍ଷିକ ଉତ୍ସବ ଚିକିଟୀ ବ୍ଲକ ଅନ୍ତର୍ଗତ ବାହିନୀପତି ସ୍ଥିତ ଗୋପାଳକୃଷ୍ଣ ସେବାଶ୍ରମ ଠାରେ ରବିବାର ଦିନ ମହା ଆଡମ୍ବରରେ ପାଳନ କରିସାରିଛି। ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ରଣାଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ!-->…
ମୁଖ୍ୟମନ୍ତ୍ରୀଙ୍କ ପାଇଁ ମା ଖମ୍ବେଶ୍ବରୀଙ୍କ ବିଶ୍ରାମ ସମୟରେ ବି ମନ୍ଦିର ଖୋଲା ହେଲା !
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା ଖମେଶ୍ବରୀ ମନ୍ଦିର । ଆଜି ମୁଖ୍ୟମନ୍ତ୍ରୀଙ୍କ ପାଇଁ ଶେଷରେ ମାଙ୍କ ବିଶ୍ରାମ ସମୟରେବି ମନ୍ଦିର ଖୋଲି ରାଜ୍ୟ ମୁଖିଆଙ୍କୁ ଦର୍ଶନ କରାଯାଇଛି। କଭି ହାଁ କଭି ନାଁ ପରେ ଶେଷରେ କାହା ଚାପରେ ମୁଖ୍ୟମନ୍ତ୍ରୀ ମା ଖମ୍ବେଶ୍ବରୀଙ୍କୁ ଦର୍ଶନ କରିଲେ ବୋଲି!-->…
ଦୁର୍ଗମ ଅଞ୍ଚଳର ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ବିଡିଓଙ୍କୁ ନିବେଦନ
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ଅଞ୍ଚଳରେ ଅଟକି ରହିଥିବା ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବା ସହ ନୂତନ ଯୋଜନାରେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବ୍ରାହ୍ମଣୀଗାଁ ଭାଜପା ମଣ୍ଡଳ ସଭାପତି ଗଣେଶ ଡାକୁଆ!-->…
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୫୬ତମ ଶାଖା ଉଦଘାଟନ
ବାଲିଗୁଡା : ରାଷ୍ଟ୍ର ନିର୍ମାଣ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣରେ ଏହାର ଉପସ୍ଥିତିକୁ ସୂଚିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ ବ୍ରହ୍ମପୁର ସର୍କଲର ୫୬ ତମ ଶାଖା ସୋମବାର ଉଦଘାଟନ କରିଛି। ବ୍ରହ୍ମପୁରର!-->…
ବ୍ରହ୍ମାକୁମାରୀସ୍ ଶାନ୍ତିକୁଣ୍ଡରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ବ୍ରହ୍ମପୁର : ପ୍ରଜାପତି ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଶାନ୍ତିକୁଣ୍ଡ, ଗିରିରୋଡ ପ୍ରାଙ୍ଗଣରେ ଆଜି ପୂର୍ବ।ହ୍ନ 10 ଘଟିକା ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ପୂର୍ବତନ ସବଜୋନ୍ ମୂଖ୍ୟ ସଂଚାଳିକା ରାଜଯୋଗିନୀ!-->…
ଜେସିବିରୁ ଟାୟାର ଚୋରୀ ଘଟଣା : ୩ ଗିରଫ, ୨ ଟାୟାର ସମେତ ଅଟୋ ଜବତ
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ପିତଳ ଛକରୁ ୧୮ ତାରିଖ ବିଳମ୍ବିତ ରାତିରେ ୫୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଏକ ଜେସିବିରୁ କେହି ଦୃବୁର୍ତ୍ତ ୨ଟି ଟାୟାର ଚୋରୀ କରି ନେଇଯାଇଥିଲେ। ଘଟଣା ନେଇ ଜେସିବି ମାଲିକ ହିଞ୍ଜିଳି ଥାନା ପିତଳ ଗ୍ରାମର ହରିହର ସ୍ବାଇଁ ୨୧ ତାରିଖରେ ହିଞ୍ଜିଳି!-->…
ପୋଖରୀରେ ବୁଡି ମହିଳାଙ୍କ ମୃତ୍ୟୁ
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଏମିଭି୭୯ ଥାନା ଅନ୍ତର୍ଗତ ତାଣ୍ଡବାଇ ଗ୍ରାମର ଶିଙ୍ଗେ ସୋନ୍ଧି (୩୦) ନାମକ ମହିଳା ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ଜଣା ପଡିଛି। ସୂଚନା ଅନୁଯାୟୀ ତାଣ୍ଡବାଇ ଗ୍ରାମ ନିକଟସ୍ଥ ପୋଖରୀରେ ଶିଙ୍ଗେ ଲୁଗାପଟା ଏବଂ ବାସନ ଧୋଇବାକୁ!-->…
ଗୋସୁରକ୍ଷା ନାଁରେ ଦଳିତଙ୍କୁ ମରଣାନ୍ତକ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଦାବି
ଛତ୍ରପୁର : ଆଜି ଗଞ୍ଜାମ ଧରାକୋଟ ବ୍ଲକ ଅଧିନସ୍ଥ ସିଂଗିପୁର ଗ୍ରାମର ବାବୁଲା ନାୟକ ଓ ବୁଲୁ ନୟକଙ୍କୁ ମରଣlନ୍ତକ ଆକ୍ରମଣ ଓ ସର୍ବସାଧାରଣରେ ନିର୍ଯାତନାକୁ ବିରୋଧ କରି ଆଜି ମାନବାଧିକାର ସୁରକ୍ଷା ମଞ୍ଚ ଓ ଅନୁସୂଚିତ ଜାତି ଓ ଜନଜାତି ଅଧିକାର ମଞ୍ଚ ପକ୍ଷରୁ ଗଞ୍ଜାମ ଜିଲ୍ଲା ଆରକ୍ଷୀ!-->…
ଚିକିଟି ସରସ୍ଵତୀ ଶିଶୁ ମନ୍ଦିରରେ ସମ୍ବର୍ଦ୍ଧନା ଉତ୍ସବ
ଚିକିଟୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଅନୁଷ୍ଠାନର ଶିଶୁ ମାନଙ୍କୁ ସମ୍ବର୍ଦ୍ଧନା କରିବା ପାଇଁ ଏକ ଭବ୍ୟ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଚିକିଟୀ ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗଦାନ!-->…
ଚିକିଟିରେ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ ନିମନ୍ତେ ମା ବଗଳାମୁଖୀ ଙ୍କ ପୀଠରେ ଦୀପଦାନ
ଚିକିଟି : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ ନିମନ୍ତେ ଚିକିଟୀ ଏନ ଏ ସି ପକ୍ଷରୁ ରବିବାର ପୂର୍ବାହ୍ନରେ ସମୁହ ଦୀପଦାନ କରାଯାଇଛି। ରବିବାର ମୁମ୍ବାଇର ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ନବୀନ ପଟ୍ଟନାୟକଙ୍କ ସର୍ଭିକାଲ୍ ଆଥ୍ରାଇଟିସ୍ ଚିକିତ୍ସା!-->…