Browsing Category

ଆଞ୍ଚଳିକ

ରାୟଗଡ଼ା ସକ୍ଷମ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ

ରାୟଗଡା : ୨୦୦୮ ମସିହାରେ ଆରମ୍ଭ ହେଇଥିଲା ସଂଗଠନ ସମଦୃଷ୍ଟି କ୍ଷମତା ବିକାଶ ଏବଂ ଅନୁସନ୍ଧାନ ମଣ୍ଡଳ ସଂଗଠନ, ସଂକ୍ଷେପରେ ସକ୍ଷମ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏକ ବିବିଦ୍ଧକ୍ଷେତ୍ର ହେଉଛି ସକ୍ଷମ, ଯେଉଁ ସଂଗଠନ ସମଗ୍ର ୨୧ ପ୍ରକାରର ଦିବ୍ୟାଙ୍ଗ ମାନଙ୍କ ପାଇଁ ଭାରତର ସମସ୍ତ ଜିଲ୍ଲା ଓ…

ରାୟଗଡ଼ା ଜିଲ୍ଲା ଗୁଡ଼ାରି ପ୍ରବେଶପଥ ମରଣଯନ୍ତା ପାଲଟିଛି : ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଗୁଡାରି ସହରର ପ୍ରବେଶ ପଥ ମରଣଯନ୍ତା ପାଲଟିଛି । ଗୁଡାରି ର ବଂଶଧାରା ନଦୀ ପୋଲ ଠାରୁ ବାଦିଗୁଡା ଛକ ପର୍ଯ୍ୟନ୍ତ ରାସ୍ତା ର ଦୂରତା ମାତ୍ର ୧ କିଲୋମିଟର ବି ହେବନି। ଏହି ରାସ୍ତା ର ଅବସ୍ଥା ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ। ଗୁଡାରି ସହରର ମୁଖ୍ୟ…

ଆସିକା ଯୁବଶକ୍ତି ସମାବେଶ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଆସିକା ନିର୍ବାଚନ ମଣ୍ଡଳୀର ବିଜ୍ଞାନ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ଯୁବଶକ୍ତି ସମାବେଶ ଯୋଗ ଦେଲେ ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଯୁବଗୋଷ୍ଠି ନିମନ୍ତେ କ୍ରୀଡାର ଭିତ୍ତିଭୂମି ର ବିକାଶ ନିମନ୍ତେ ଓଡ଼ିଶାର ୩୧୪ ବ୍ଲକ ରେ ୪୧୨୪ କୋଟି ଟଙ୍କା ବ୍ୟୟ ରେ ଷ୍ଟାଡିୟମ…

ସରକାରୀ ଜମି ଜବରଦଖଲ ଉଚ୍ଛେଦ ଭୟର ଝରିଗାଁ ଅଞ୍ଚଳବାସୀ : ଭୁ-ବନ୍ଦୋବସ୍ତ ପାଇଁ ଦାବୀ…

ଉମରକୋଟ /ଝରିଗାଁ :- ୨୩/୦୬/୨୦୨୫)ରାଜ୍ୟରେ ଦୀର୍ଘ ୨୫ବର୍ଷ ଧରି ବିଜେଡ଼ି ସରକାର ଚାଲିଥିବା ବେଳେ ଜନସାଧାରଣ ପରିବର୍ତ୍ତନ ଚାହିଁଥିଲେ, ଯାହା ଫଳରେ ଲୋକଙ୍କ ସମର୍ଥନରେ ରାଜ୍ୟରେ ଭାଜପା ସରକାର ଗଠନ କରିପାରିଥିଲା ଏବଂ ଲୋକେ ଭାବୁଥିଲେ ଗ୍ରାମାଞ୍ଚଳର ବିକାଶ ହେବ, କିନ୍ତୁ ଲୋକଙ୍କ…

ନିଶାଦ୍ରବ୍ୟ, ବିଷାକ୍ତ ମାଦକ ସେବନ ବିରୋଧରେ ଗଣଦୌଡ…

ନୟାଗଡ଼: ନୟାଗଡ ଜିଲ୍ଲାର ଓଡ଼ଗାଁ ଏନଏସି ତଥା ଜିଲ୍ଲା ଅବକାରୀ ବିଭାଗ, କ୍ରୀଡା ଓ ଯୁବ ସେବା ବିଭାଗ ଆନୁକୁଲ୍ୟରେ ଆମ ସଂକଳ୍ପ, ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବ୍ୟବହାରକୁ ବିରୋଧ କରି ଏକ ଗଣଦୌଡ ମାଧ୍ୟମରେ ସଚେତନତା କରାଯାଇଛି। ରଘୁନାଥ ଅଥଲେଟିକ ଆସୋସିଏସନ୍ ର…

ଉମରକୋଟ ଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ…

ନବରଙ୍ଗପୁର /ଉମରକୋଟ: ତା୨୩.୬.୨୦୨୫:ଆଜି ଉମରକୋଟ ବ୍ଲକ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ମଡକର୍ ସନ୍ଦୀପ ସମ୍ପତଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ…

ଫିକା ପଡିବ କି ମୁଖ୍ୟମନ୍ତ୍ରୀ ଙ୍କ ଆସିକା ଗସ୍ତ : କାମରେ ଆସିଲାନି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କୁ ନେଇ ଦୁଇ ଦୁଇଟି ହେଲି…

ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକୁ ନେଇ ଦାୟିତ୍ୱ ରେ ଥିବା ବ୍ୟକ୍ତି ପାଇଁ ପୁଷ ମାସ..! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ କୁ ଆଜି ଦିନିକିଆ ଗସ୍ତର ମୁଖ୍ୟମନ୍ତ୍ରୀ ହେଲିକେପଟର ରେ ଆସିବାର ଥିଲା। ପ୍ରଶାସନ ପକ୍ଷରୁ ଆସିକା ହରିହର ହାଇସ୍କୁଲ ଓ ଘଟକୁରି…

ଗୋପାଳପୁର ଗଣ ଦୁଷ୍କର୍ମ ଘଟଣା : ବିଜେଡ଼ି କର୍ମୀ ପ୍ରତିବାଦ କରୁଥିବା ବେଳେ ଆସିକା ପୋଲିସ ଉଠାଇ ନେଲା…..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡ଼ି ପ୍ରତିବାଦ କରୁଛି।ସୂଚନା ଥାଉକି ଗୋପାଳପୁର ଗଣ ଦୁଷ୍କର୍ମର ପ୍ରତିବାଦ ଆସିକା ବିଜେଡ଼ି କାର୍ଯ୍ୟାଳୟ ଠାରେ ବହୁ କର୍ମୀ ପ୍ରତିବାଦ କରୁଥିବା ବେଳେ ପୋଲିସ ପହଁଞ୍ଚି ୨୦ ରୁ ଉର୍ଦ୍ଧ କର୍ମୀ ଓ…

ସମାଜସେବୀଙ୍କ ପରଲୋକ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୈାରାଞ୍ଚଳ ଅନ୍ତର୍ଗତ ହିଞ୍ଜିଳି ରାଧାକୃଷ୍ଣ ମାର୍ଗର ଜଣାଶୁଣା ବ୍ୟବସାୟୀ ତଥା ସମାଜସେବୀ ଦିନବନ୍ଧୁ ସାବତ (୫୪)ଙ୍କ ରବିବାର ସନ୍ଧ୍ୟାରେ ଆକସ୍ମିକ ପରଲୋକ ଘଟିଛି। ସେ ରବିବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ବ୍ଳକ ରାସ୍ତାରେ ସ୍କୁଟି ଯୋଗେ ଯାଉଥିବା ବେଳେ…

ଖମନଖୋଲ ପଞ୍ଚାୟତର ବହୁବିଧି ସମସ୍ୟା ମନ୍ତ୍ରୀଙ୍କୁ ଜଣାଇଲେ ଅଞ୍ଚଳବାସୀ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଖମନଖୋଲ ପଞ୍ଚାୟତ ରେ ଆଜକୁ ଦୀର୍ଘ ଦିନ ହେଲା ବହୁବିଧି ସମସ୍ୟା ମଧ୍ୟରେ ରହିଛି, ଯାହାକି, ଉକ୍ତ ପଞ୍ଚାୟତ ଅଞ୍ଚଳରେ ଶିକ୍ଷା ସ୍ୱାସ୍ଥ୍ୟ, ରାସ୍ତା ଘାଟ, ପାନୀୟ ଜଳ, ଭଳି ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛି l ଏ ସବୁକୁ ଦୃଷ୍ଟି ରେ ରଖି…