Browsing Category

ଆଞ୍ଚଳିକ

ବଡ଼ବଡ଼ ଶାଳ ଗଛ କଟା ଘଟଣା: ବନ ବିଭାଗ ସେଣ୍ଟ୍ରିଙ୍ଗ ଭାଙ୍ଗି ଜବତ କଲା କାଠ

ବାଲିଗୁଡା : ପୋଲ ନିର୍ମାଣରେ ମୂଲ୍ୟବାନ ଶାଳ କାଠକୁ ସେଣ୍ଟ୍ରିଙ୍ଗରେ ବ୍ୟବହାରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।ଏହି ଖବର ବିଭିନ୍ନ ଗଣ ମାଧ୍ୟମ ରେ ପ୍ରକାଶିତ ପରେ ବନ ବିଭାଗର ତତ୍ପରତା ଦେଖିବାକୁ ମିଳିଛି। ସକାଳ ସମୟରେ ବନ ବିଭାଗ ସ୍ଥିତି ପରଖି ଥିବାବେଳେ

ଗଳିତ ମୃତ ଦେହ ଉଦ୍ଧାର ଘଟଣା: ଅଭିଯୁକ୍ତକୁ ଗିରଫ କଲା ମାଲକାନଗିରି ପୋଲିସ…

ମାଲକାନଗିରି : ମାଲକାନଗିରି ଥାନା ଅନ୍ତର୍ଗତ ରେଙ୍ଗାବନ୍ଧ ଗ୍ରାମ ଜଙ୍ଗଲ ନିକଟରେ ଏକ ସପ୍ତାହ ତଳେ ଗୋଟିଏ ଯୁବତୀଙ୍କ ଗଳିତ ମୃତ ଦେହ ରେଙ୍ଗାବନ୍ଧ ଗ୍ରାମ ନିକଟରେ ଥିବା ଜଙ୍ଗଲ ମଧ୍ୟରେ ପଡି ରହିଥିବା ଘଟଣା ପୋଲିସ ମହଲରେ ଆଲୋଡନ ସୃଷ୍ଟି କରିଥିବା ବେଳେ ମାଲକାନଗିରି ଥାନା ଅଧିକାରୀ ରିଗାନ

ହିଞ୍ଜିଳିରେ ବଢୁଛି ନିଶା କାରବାର: ଅବକାରୀ ବିଭାଗ ନିରବଦ୍ରଷ୍ଟା

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ହିଞ୍ଜିଳିକାଟୁ ପୈାରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ଦିନକୁ ଦିନ ଚୋରା ନିଶା କାରବାର ବୃଦ୍ଧି ପାଉଥିବା ଜଣାପଡିଛି । ସ୍ଥାନୀୟ ଅବକାରୀ ଥାନାର ବିଭିନ୍ନ ସ୍ଥାନରେ ନିଶା କାରବାର ଅହେତୁକ ଭାବେ ବୃଦ୍ଧି ପାଉଥିବା ନେଇ ସୂଚନା

ବିଷପିଇ ଆଦିବାସୀ ଯୁବକଙ୍କ ଆତ୍ମହତ୍ୟା

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ନିଲିଗୁଡା ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ଦୁର୍ମାଗୁଡା ଗ୍ରାମରେ ଜଣେ ଆଦିବାସୀ ଯୁବକ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ମୁତାବକ ଏହି ଗ୍ରାମର ଦୁଲା ପଡିଆମୀ ଙ୍କ ୨୨ ବର୍ଷିୟ ପୁଅ ମୁୟା ପଡିଆମି ଗତକାଲି କେନ୍ଦୁପତ୍ର

ମାଓବାଦୀଙ୍କ ଦ୍ବାରା ଲୁଚାଇ ରଖାଯାଇଥିବା ଦୁଇ ବନ୍ଧୁକ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ଥାନା ସ୍ଥିତ ୨ୟ ବାଟାଲିଅନ୍ ବିଏସ୍ଏଫ୍ ଜଙ୍ଗଲରେ କୁମ୍ବିଂ ଅପରେସନ ଚଳାଇଥିବା ବେଳେ ମାଓବାଦୀ ମାନେ ଲୁଚାଇ ରଖିଥିବା ଦୁଇଟି ଦେଶୀ ବନ୍ଧୁକକୁ ଠାବ କରାଯାଇଥିବା ଜଣାପଡିଛି। ସୁଚନା ମୁତାବକ ମାଲକାନଗିରି ଜିଲ୍ଲା ଏସପି ଙ୍କ ନିର୍ଦ୍ଦେଶକ୍ରମେ ଜି

ମହିଳା ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯ୍ୟାତନା ଅଭିଯୋଗ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ କୁମ୍ଭାର ସାହିରେ ରହୁଥିବା ପ୍ରକାଶ ଏବଂ ବୈଜୟନ୍ତୀ ସାହୁଙ୍କ କନ୍ୟା ଗତ ମାଟ୍ରିକ ପରୀ କ୍ଷାରେ ଭଲ ନମ୍ବର ଆଣି ଉତିର୍ଣ ହୋଇଥିଲେ । ପିତା ମାତା ଉଭୟ ଶାରିରୀକ କ୍ଷିନ୍ନକ୍ଷମ ହୋଇଥିବା ବେଲେ ମା ଘରେ ଘରେ ବୁଲି ବାସନ ମାଜି ଘର ଚୁଲି

ମହିଳା ଓ ନାବାଳିକା ନିଖୋଜ ଘଟଣାରେ ଉଦ୍ଧାର କରିବାରେ ନୟାଗଡ଼ ପୋଲିସ ଆଗୁଆ

ନୟାଗଡ଼ : ନୟାଗଡ ପୋଲିସ ନିଖୋଜ ଶିଶୁ ଏବଂ ମଣିଷ ଉଦ୍ଧାର ମାମଲାରେ ସର୍ବଦା ସକ୍ରିୟ ଏବଂ ସମ୍ବେଦନଶୀଳ ହେବାକୁ ଚେଷ୍ଟା କରିଛି । ଏହିପରି ମାମଲାଗୁଡ଼ିକର ସର୍ବାଧିକ ଚିହ୍ନଟ ସୁନିଶ୍ଚିତ କରିବା ପାଇଁ ଆମର ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ, ନିୟମିତ ସ୍ୱତନ୍ତ୍ର ଅଭିଯାନ ପରିଚାଳନା କରାଯାଏ,

ଛତ୍ରପୁର ବିଜେପି ପକ୍ଷରୁ ସକ୍ରିୟ ସଦସ୍ୟ କର୍ମଶାଳା ଅନୁଷ୍ଠିତ

ଛତ୍ରପୁର : ସ୍ଥାନୀୟ ଶିବ ପଟ୍ଟନାୟକ ରିଡିଙ୍ଗ ରୁମ ଠାରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପିର ସକ୍ରିୟ ସଦସ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମ୍ପାଦକ ଲକ୍ଷ୍ମୀଚରଣ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାରେ ଆସ୍କା ସାଂସଦ ଅନୀତା

ସୁବର୍ଣ୍ଣଗିରି ଉନ୍ନୀତ ଉଚ୍ଚ ବିଦ୍ୟାଳୟ : ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ଅଭିଭାବକ

ବାଲିଗୁଡ଼ା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ସୁବର୍ଣ୍ଣଗିରି ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାମରେ ବ୍ୟାପକ ଅଭିଯୋଗ ଆଣିଛନ୍ତି ଅଭିଭାବକ । ସେମାନେ ଗୁରୁବାର କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏକ ଅଭିଯୋଗ ପତ୍ର ଜିଲା ମଙ୍ଗଳ

ରାୟଗଡ଼ା ରାମ ନବମୀ ଉତ୍ସବ କମିଟି ପକ୍ଷରୁ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଦାବୀ କଲେ

ରାୟଗଡା : ପଶ୍ଚିବଙ୍ଗର ମୁର୍ସିଦାବାଦ ଜ଼ିଲ୍ଲାରେ ହିନ୍ଦୁ ମାନଙ୍କ ଉପରେ ଘଟିଥିବା ଅତ୍ୟାଚାରକୁ ଘୋର ନିନ୍ଦା କରି ଆଜି ରାୟଗଡ଼ା ରାମ ନବମୀ ଉତ୍ସବ କମିଟି ପକ୍ଷରୁ ଏକ ଦାବିପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାୟଗଡ଼ା ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ନବୀନ