Browsing Category

ଆଞ୍ଚଳିକ

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ପୁଣି ରେଗିଙ୍ଗ ଅଭିଯୋଗ

ଚତୁର୍ଥ ବର୍ଷ ଏମ୍ବ .ବି. ବି. ଏସ ଛାତ୍ରଙ୍କୁ ରେଗିଙ୍ଗ କଲେ ଦୁଇ ହାଉସସର୍ଜନ। ଆକ୍ସନ ମୁଡରେ ଏମ. କେ. ସିଜି କର୍ତ୍ତୃପକ୍ଷ ଦୁଇ ଛାତ୍ରଙ୍କ ବିରୁଦ୍ଧରେ ହେଲା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ବ୍ରହ୍ମପୁର : ରେଗିଙ୍ଗ ନେଇ ଆଣ୍ଟି ରେଗିଙ୍ଗ ସେଲରୁ ଅଭିଯୋଗ ଆସିବା ପରେ ମେଡିକାଲ କଲେଜ…

ନିୟୋଜନ ଅଧିକାରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଜିଲ୍ଲା ଦକ୍ଷତା ବିକାଶ ତଥା କର୍ମ ନିୟୋଜନ ଅଧିକାରୀ ମନସ୍ବୀ ସେଠୀଙ୍କୁ ନିରାଡମ୍ବର ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପାଳନ କରାଯାଇଥିଲା। ସ୍ଥାନୀୟ ଆଓମା ଗୁରୁକୂଳ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା…

ବିଶ୍ୱ ଅର୍ଥନୈତିକ ଫୋରମ୍‌ର ଟ୍ରାଞ୍ଜିସନିଂ ଶିଳ୍ପ କ୍ଲଷ୍ଟର୍ ଅଭିଯାନରେ ସାମିଲ ହେଲା ଟାଟା ଷ୍ଟିଲ୍ ଏସଇଜେଡର ଗୋପାଳପୁର…

ଡବ୍ଲୁଇଏଫ୍ ସହଯୋଗିତା ବିଶ୍ୱ ସ୍ୱଚ୍ଛ ଶକ୍ତି ବିପ୍ଳବରେ ଭାରତର ଭୂମିକାକୁ ସୁଦୃଢ଼ କରିବ ଗ୍ରୀନ୍ ହାଇଡ୍ରୋଜେନ୍‌/ଗ୍ରୀନ୍ ଆମୋନିଆ ଓ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଗୋପାଳପୁର ଶିଳ୍ପ ପାର୍କ ଦ୍ରୁତ ଗତିରେ ଏକ ପ୍ରମୁଖ କେନ୍ଦ୍ର ହେବାକୁ ଯାଉଛି ଗୋପାଳପୁର ଶିଳ୍ପ ପାର୍କକୁ…

ଜାତୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଚମକିଲେ ହିଞ୍ଜିଳିକାଟୁର ଅଂଶୁମାନ

ହିଞ୍ଜିଳିକାଟୁ : ଜାତୀୟ ସ୍ତରରେ ହିଞ୍ଜିଳିକାଟୁ ପାଇଁ ଗୌରବ ଆଣିଲେ ହିଞ୍ଜିଳିକାଟୁ ର ଅଂଶୁମାନ ପଣ୍ଡା। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହୋଇଥିବା ନବମ ଟାଏକୋଣ୍ଡୋ ଚମ୍ପିଆନସିପ୍‌ କ୍ୟୋରୋଗି, ରେ ଗୋଲ୍ଡ ମେଡାଲ ଆଣିଲେଅଂଶୁମାନ । ଏହି ନବମ ଜାତୀୟ ସ୍ତରର କ୍ୟୋରୋଗି…

ରାଜ୍ୟ ସରକାରଙ୍କ ଦ୍ବାରା ନବରଙ୍ଗପୁର ଜିଲ୍ଲା ଉମରକୋଠାରେ ସନ୍ତରଣ ପ୍ରଶିକ୍ଷଣ ଶିବିର

ଉମରକୋଟ : ଆଜି ନବରଙ୍ଗପୁର ଜିଲ୍ଲାର ଉମରକୋଟସ୍ଥିତ ଏ.ଜି.ଆର. ପ୍ରତିରକ୍ଷା ଏବଂ ଶାରୀରିକ ଏକାଡେମୀ ଠାରେ ଓଡ଼ିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ନବରଙ୍ଗପୁର ପକ୍ଷରୁ ଯୁବପିଢ଼ି ମାନଙ୍କ ପାଇଁ ସନ୍ତରଣ ଏବଂ ପାଣିରେ ବୁଡିରୁ ବଞ୍ଚିବାର ମୌଳିକ…

ପଞ୍ଚାୟତ ଅର୍ଥ ଆତ୍ମସାତ ଘଟଣାରେ ପିଇଓ, ଜିଆରଏସ ନିଲମ୍ବିତ

ବାଲିଗୁଡ଼ା, (୦୧/୦୬) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ଅନ୍ତର୍ଗତ ଦୁର୍ଗାପଙ୍ଗା ପଞ୍ଚାୟତରେ ମନରେଗା କାର୍ଯ୍ୟର ଫଲ୍ସ ବିଲ ପାଣ୍ଠି, ଚତୁର୍ଦଶ ଅର୍ଥକମିଶନ ପାଣ୍ଠି, ପଞ୍ଚଦଶ ଅର୍ଥ କମିଶନ ପାଣ୍ଠି ଆତ୍ମସାତ ଘଟଣା ରେ କନ୍ଧମାଳ ଜିଲ୍ଲାପାଳ ଙ୍କ ଛାଟ ବାଜିଛି |…

ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ମାସ ହେବ ୧୬ କ୍ୟାବିନରୁ ୭ ଏସି ଅଚଳ…

ଦୈନିକ ୬ ଶହ ଟଙ୍କା ସ୍ଵତନ୍ତ୍ର କେବିନ, ଏସି ଦ୍ଵିତୀୟ ପ୍ରାୟରିଟି, ଚିକିତ୍ସା ପ୍ରଥମ ପ୍ରାୟରିଟି: ମ୍ୟାନେଜର ଲକ୍ଷ୍ମୀପ୍ରିୟା ଏ ସି ଅଚଳ ରହିଥିବା କ୍ୟାବିନ ପାଇଁ ଯଦି ଡିସକାଉଣ୍ଟ ଚାହିଁବେ ମ୍ୟାନେଜର ମହାଶୟାଙ୍କ ସହଯୋଗରେ ସି ଡି ଏମ ଓ ଙ୍କ ସହ ଆଲୋଚନା ପରେ ପାଇବେ ଡିସକାଉଣ୍ଟ !…

ସୀମାନ୍ତ ରେ ୩ ମାଓବାଦୀ ଗିରଫ

ମାଲକାନଗିରି, ୧।୬ : ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାର ଜାଗରକୋଣ୍ଡା ଥାନା ଅଞ୍ଚଳରୁ ୩ଜଣ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷା କର୍ମୀ । ଯାହା ମଧ୍ୟରୁ ଦୁଇ ଜଣ ନକ୍ସଲ ପନ୍ଥିଙ୍କ ଉପରେ 8 ଲକ୍ଷ ଏବଂ ଜଣେ ନକ୍ସଲ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ…

ରବି ଧାନକିଣିବା ପାଇଁ ମଣ୍ଡି ଉଦଘାଟନ: ଜୁନ ୩୦ ପର୍ଯ୍ୟନ୍ତ ଧାନ କିଣାଯିବ

ବାଲିଗୁଡା : କନ୍ଧମାଳ ଜିଲ୍ଲାରେ ପ୍ରଥମ ଥର ପାଇଁ ବାଲିଗୁଡା ବ୍ଲକ ର ଲଣ୍ଡାଗାଁ ଠାରେ ଖରିଫ ଋତୁ ୨୦୨୪-୨୫ ଧାନ କିଣିବା ପାଇଁ ମଣ୍ଡି ମଞ୍ଜୁର ହୋଇଛି । ଜିଲ୍ଲା ସମବାୟ ସମୂହ ନିବନ୍ଧକ ଙ୍କ ଜରିଆରେ ରବି ଧାନ କିଣିବା ପାଇଁ ମଣ୍ଡି ଶୁଭାରମ୍ଭ ହୋଇଛି ।ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା…

ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା : ବାଲୁକା ଶିଳ୍ପୀରେ ଖୋଦିତ ମା’ ପାଟଖଣ୍ଡା ଙ୍କ ପ୍ରତିଛବିରେ ଭକ୍ତ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ରବିବାର ୨୭ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣ ୨୦ ଦିନରେ ପହଞ୍ଚିଛି l ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା…