Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମାଲକାନାଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି
ମାଲକାନଗିରି : ମାଲକାନାଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସଭପତିତ୍ଵ କରି ସମସ୍ତ ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ। ଜିଲ୍ଲାର ବିଭିନ୍ନ ସ୍ଥ୍ନରୁ ଲୋକେ ଏହି!-->…
ନବରଙ୍ଗପୁର ଜିଲ୍ଲାରୁ ବରିଷ୍ଠ ନାଗରିକଙ୍କ ଅଯୋଧ୍ୟା ଓ ବାରାଣାସୀକୁ ତୀର୍ଥଯାତ୍ରା
ନବରଙ୍ଗପୁର : ଆଜି ସ୍ଥାନୀୟ ମିଶନ ଶକ୍ତି ପରିସରରେ ଅପରାହ୍ନ ଘ୫.୦୦ ମି଼ ସମୟରେ ନବରଙ୍ଗପୁର ଜିଲ୍ଲାର ୧୪୮ଜଣ ତୀର୍ଥଯାତ୍ରୀ ଅଯୋଧ୍ୟା ଓ ବାରାଣସୀକୁ ତୀର୍ଥ ଯାତ୍ରା କରିଛନ୍ତି । ଏହା ଜିଲ୍ଲାର ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାରେ ଅନ୍ତର୍ଭୁକ୍ତ | ତୀର୍ଥଯାତ୍ରୀଙ୍କର ଚଳିତ ବର୍ଷ ର!-->…
୧୫ ବର୍ଷରୁ କମ ସିଏମ ଟ୍ରଫି ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ ୨୦୨୫ ଉଦଘାଟିତ
ମାଲକାନଗିରି : ମାଲକାନଗିରି ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ଆଜି ୧୫ ବର୍ଷରୁ କମ ସି.ଏମ ଟ୍ରଫି ଜିଲ୍ଲାସ୍ତରୀୟ ଫୁଟବଲ ଚମ୍ପିୟନସିପ ୨୦୨୫ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ଯୋଗଦେଇ ଏହାର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏଥିରେ!-->…
ସତିଗୁଡା ଜଳଭଣ୍ଡାରରେ ୫୪ ହଜାରରୁ ଊର୍ଦ୍ଧ୍ଵ ଉନ୍ନତ ମାନର ଚିଙ୍ଗୁଡ଼ି ଯାଁଳା ଛାଡିଲା ମତ୍ସ୍ୟ ବିଭାଗ
ମାଲକାନଗିରି : ମତ୍ସ୍ୟଜୀବୀମାନଙ୍କ ରୋଜଗାର ବୃଦ୍ଧି ନିମନ୍ତେ ସତିଗୁଡା ଜଳ ଭଣ୍ଡାରରେ ୫୪ ହଜାରରୁ ଊର୍ଦ୍ଧ୍ଵ ଉନ୍ନତ ମାନର ଚିଙ୍ଗୁଡ଼ି ଯାଁଳା ଛଡା ଯାଇଛି। ଜିଲ୍ଲା ମତ୍ସ୍ୟ ସମ୍ପଦ ବିଭାଗ ପକ୍ଷରୁ ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମାର ସତିଗୁଡା ଜଳ ଭଣ୍ଡାରରେ ଏହି ଚିଙ୍ଗୁଡି ଯାଁଳା!-->…
ଉମରକୋଟଠାରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକାମିଶନ ଯୋଜନାରେ ଆଦିବାସୀ ଯୁବ ଉଦ୍ୟୋଗୀ ଙ୍କୁ ସହାୟତା ପ୍ରଦାନ
ଉମରକୋଟ : ଆଜି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ନବରଙ୍ଗପୁର ଦ୍ୱାରା ବ୍ଲକ କୃଷି କାର୍ଯ୍ୟାଳୟ ଉମରକୋଟ ପ୍ରାଙ୍ଗଣରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଅଧୀନରେ ପମ୍ପସେଟ, ସିଞ୍ଚନ ଯନ୍ତ୍ର ବଣ୍ଟନ ଏବଂ ଆଦିବାସୀ ଯୁବ ଉଦ୍ୟୋଗୀଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମ!-->…
ପୁରୀରେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣାରେ କାର୍ଯ୍ୟାନୁଷ୍ଠାନ ସହ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ…
ମାଲକାନଗିରି : ପୁରୀ ଠାରେ କାର୍ଯ୍ୟରତ ମହିଳା ସମ୍ବାଦିକାଙ୍କୁ ଶ୍ରୀ ମନ୍ଦିରର ପଣ୍ଡାଙ୍କ ଦ୍ଵାରା ଦୁର୍ବ୍ୟବହାର ଘଟଣାକୁ ନେଇ ଉତ୍କଳ ସାମ୍ବାଦିକ ସଙ୍ଘର ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ରାଜ୍ଯରେ!-->…
ନବରଙ୍ଗପୁରଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ
ନବରଙ୍ଗପୁର : ଆଜି ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ,!-->…
ମହିଳା ସାମ୍ବାଦିକଙ୍କୁ ଶ୍ରୀକ୍ଷେତ୍ରରେ ମାଡ଼ ମାରିବା ଘଟଣା : ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ…
ବ୍ରହ୍ମପୁର : ରବିବାର ଦିନ ପୁରୀ ସିଂହ ଦ୍ୱାର ସମ୍ମୁଖରେ ବଡ ଖବର ର ସାମ୍ବାଦିକା ଲୀନୁ ନାୟକ ଓ କ୍ୟାମେରା ମେନ୍ ଶିବ କିଶୋର ପଲାଇ ଙ୍କୁ ସେଠିକାର କିଛି ପଣ୍ଡା ମାନେ ଖବର ସଂଗ୍ରହ ସମୟରେ ଅତର୍କିତ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ପୁରୀ ଡାକ୍ତରଖାନାରେ!-->…
ଓଡିଶା ଆଦର୍ଶ ବିଦ୍ୟାଳୟ ତୃତୀୟ ବାର୍ଷିକଉତ୍ସବ ପାଳିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସି ଅନ୍ତର୍ଗତ ଦଣ୍ଡପଦର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ସ୍ଥାନୀୟ ତହସିଲଦାର ଦୀପ୍ତି ପ୍ରକାଶ ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ମୁଖ୍ୟ!-->…
ଓଡିଆ ପକ୍ଷ ୨୦୨୫ର ସପ୍ତମ ଦିନରେ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ
ବର୍ଣ୍ଣବୋଧର ସଫଳ ଜ୍ଞାନ ଦ୍ଵାରା ପଠନ-ଲିଖନ-କଥନ-ଶ୍ରବଣ ସୁଦୃଢ ହୋଇପାରିବ
ଛତ୍ରପୁର : ଓଡିଆ ଭାଷା ,ସାହିତ୍ଯ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡିଆ ଭାଷା ପ୍ରତିଷ୍ଠାନ ଆନୁକୁଲ୍ଯରେ ଗଞ୍ଜାମ ଜିଲ୍ଲାର ବିଦ୍ୟାଳୟ ଗୁଡିକରେ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।!-->!-->!-->…