Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ପୂର୍ବ ଶତ୍ରୁତା ନେଇଁ ଗୋଦାମ ଘରରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପାଉଁଶ
ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ଖେଳ ପଡିଆ ପଛପଟେ ଥିବା ପରବିନ ସାହୁଙ୍କ ଗୋଦାମରେ ଲାଗିଲା ନିଆଁ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ଜଳି ପାଉଁଶ ହୋଇଥିବା ଥାନାରେ ଅଭିଯୋଗ | ଗତ ରବିବାର ଦିନ ସମୟ ପ୍ରାୟ ୮ଟା ରେ ପରବିନ ସାହୁ ଗୋଦାମର କାର୍ଯ୍ୟ ସାରି ଗେଟରେ ତାଲା!-->…
ଶେଷ ଦିନରେ ମାଲକାନଗିରି ପ୍ରସିଦ୍ଧ ବଡ ଯାତ୍ରା, ପ୍ରାତଃରେ ବାହୁଡିବେ ବଡ ଠାକୁର
ମାଲକାନଗିରି,୧୧।୩ : ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡ ଯାତ୍ରା। ୪ଦିନ ଧରି ଜିଲ୍ଲା ସଦରରେ ଦେବା ଦେବୀଙ୍କ ବିଭିନ୍ନ ନୀତିକାନ୍ତି ଅନୁଯାୟୀ ପୂଜାର୍ଚନା ସହ ପ୍ରାୟ ଏକ ମାସ ଧରି ବିଭିନ୍ନ ରୀତିନୀତି ଅନୁଯାୟୀ ବଡ ଯାତ୍ରାକୁ ନେଇ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ପୂଜା ଅନୁଷ୍ଠିତ!-->…
ମୋଟର ସାଇକଲ ଚୋରୀ ଅଭିଯୋଗରେ ଦୁଇଜଣଙ୍କୁ କୋର୍ଟଚାଲାଣ କଲା ପଡିଆ ପୋଲିସ
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ପୋଲିସ ପକ୍ଷ୍ୟରୁ ଏକ ମୋଟର ସାଇକେଲ ଚୋରୀ ରାକେଟ ସକ୍ରିୟ ଗ୍ୟାଙ୍ଗର ଦୁଇଜଣକୁ କାବୁ କରିଛି ପଡିଆ ପୋଲିସ । ଗିରଫ ଦୁଇଜଣ ଏମଭି ୭୯ ଗ୍ରାମର ମଙ୍ଗଲ ଦାସ ଓ ଅର୍ଜୁନ ପାଲ ବୋଲି ଜଣାପଡିଛି। ଆଜି ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ କୋର୍ଟ!-->…
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରୁ ୨ ଲକ୍ଷ ଇନାମି ମିଲିସିଆ କମାଣ୍ଡର ଗିରଫ
ମାଲକାନଗିରି,୧୧।୩ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ମାଓ ଦମନ ତଲାସି ଅଭିଯାନ ବେଳେ ଯବାନଙ୍କ ଦ୍ଵାରା ଜଣେ ୨ ଲକ୍ଷ ଇନାମି ମାଓବାଦୀ ଗିରଫ ହୋଇଛି। ସୂଚନା ଅନୁଯାୟୀ ସୁକୁମା ଜିଲ୍ଲାର କୋଣ୍ଟା ଥାନାରୁ ଜିଲ୍ଲା ପୋଲିସ ଏବଂ ସିଆରପିଏଫ ଯବାନ ମାନେ ବଣ୍ଡା ପୁଲିଆ!-->…
ବିପର୍ଯ୍ୟୟ ପ୍ରଶମନ ହ୍ରାସ ନିମନ୍ତେ ମୁଖ୍ୟସ୍ରୋତ ଲିଙ୍ଗ ଅନ୍ତର୍ଭୁକ୍ତିକରଣ ସମ୍ପର୍କୀୟ ଜିଲ୍ଲାସ୍ତରୀୟ କର୍ମଶାଳା
ନବରଙ୍ଗପୁର ୧୧/୩/୨୫ : ଆଜି ନବରଙ୍ଗପୁର ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତୃପକ୍ଷ, ଭୁବନେଶ୍ୱର ଏବଂ ଜିଲ୍ଲା ଵିପର୍ଯ୍ୟୟ ପରିଚାଳନା କତୃପକ୍ଷ ନବରଙ୍ଗପୁରଙ୍କ ମିଳିତ ସହଯୋଗ ରେ “ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ମୁଖ୍ୟସ୍ରୋତ ଲିଙ୍ଗ!-->…
ନବରଙ୍ଗପୁରଠାରେ ଜିଲ୍ଲାସ୍ତରୀୟ କର୍ମଶାଳା ” ଲକ୍ଷପତି ଦିଦି “
ନବରଙ୍ଗପୁର : ଗ୍ରାମୀଣ ମହିଳାମାନଙ୍କୁ ଅର୍ଥନୈତିକ ସ୍ଵାଧୀନତା ଏବଂ ଉଦ୍ୟୋଗ ମାଧ୍ୟମରେ ସଶକ୍ତ କରିବା ,ବିଭିନ୍ନ ଜୀବିକା ଉପରେ କୌଶଳ ବୃଦ୍ଧି ସହ ମହିଳା ସଶକ୍ତିକରଣ ପାଇଁ "ଲକ୍ଷପତି ଦିଦି "ସୃଷ୍ଟି କରିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକ ମହତ ଯୋଜନା ଓ ଅଭିଯାନ ଆରମ୍ଭ ହୋଇଯାଇଅଛି।ଏହି!-->…
ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ହାତରେ ଦୀପ ଧରି ପ୍ରତିବାଦ କଲା ନିଖିଳ ଓଡିଶା…
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ନିଖିଳ ଓଡିଶା ଇ.ସି ସଂଘର ଭିନ୍ନ ଧରଣର ପ୍ରତିବାଦ ସଭା ଦେଖିବାକୁ ମିଳିଥିଲା l ସ୍ଥାନୀୟ ଭିଆଇପି ରୋଡ଼ ଠାରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ମହିଳା ମାନେ ହାତରେ ଦୀପ!-->…
୩ ବର୍ଷର ଶିଶୁ କନ୍ୟା ଅନୁଷ୍କାର କିଡ଼ନୀ ନଷ୍ଟ ଘଟଣା : ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରାଯିବ : ଗଞ୍ଜାମ…
ଛତ୍ରପୁର : ଜୀବନ ସହ ସଂଗ୍ରାମ କରୁଛି ଜଣେ ୩ବର୍ଷ ର ଶିଶୁ କନ୍ୟା, ସେପଟେ ଶିଶୁ କନ୍ୟା ର ଜୀବନ ବଞ୍ଚାଇବା ନିମନ୍ତେ କାନ୍ଦି କାନ୍ଦି ସହାୟତା ନିମନ୍ତେ ନିବେଦନ କରୁଛନ୍ତି ମା , ଅନ୍ୟପଟେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ପ୍ରଦାନ କରାଯିବା ନେଇ କହିଛନ୍ତି ଗଞ୍ଜାମ!-->…
ଲକ୍ଷପତି ଦିଦି ସମ୍ପର୍କିତ ଜିଲ୍ଲାସ୍ତରୀୟ କର୍ମଶାଳା : ମହିଳାଗଣ ସୁଦୃଢ ଓ ସ୍ବାବଲମ୍ବୀ ହେବେ – ଜିଲ୍ଲାପାଳ
ଛତ୍ରପୁର : ମିଶନ୍ ଶକ୍ତି ବିଭାଗ ଅନ୍ତର୍ଗତ ଓଡିଶା ଜୀବିକା ମିଶନ୍ ଦ୍ବାରା ଓଡିଶାର ପ୍ରତ୍ୟେକ ମହିଳା ଗଣ ଆର୍ଥକ ସ୍ଥିତିର ସୃଦଢ ହୋଇ ସେମାନେ କେମିତି ସ୍ବାବଲମ୍ବୀ ହୋଇ ପାରିବେ ସେହି ଲକ୍ଷ୍ଯ ନେଇ “ଲକ୍ଷପତି ଦିଦି“ କାର୍ଯ୍ୟକ୍ରମ, ମଙ୍ଗଳବାର ଏହି ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା!-->…
ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର : ପୋଲିସର ତଦନ୍ତ ଜାରି
ଛତ୍ରପୁର,: ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଛତ୍ରପୁର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଆଶାପ୍ରାଇଡ ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ରାଉରକେଲା ଅଞ୍ଚଳର ପ୍ରମୋଦ କୁମାର ମହାକୁଡ଼ ବୋଲି ଜଣାପଡିଛି । ପ୍ରମୋଦ ଗତକାଲି କିଛି ସାଙ୍ଗମାନଙ୍କ ସହ!-->…