Browsing Category

ଆଞ୍ଚଳିକ

ବାଇକ୍ ଧକ୍କାରେ ୨ ଗୁରୁତର

ହିଞ୍ଜିଳିକାଟୁ : ରବିବାର ସକାଳେ ୫୯ ନମ୍ବର ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ମିନି ଷ୍ଟାଡିୟମ ସମ୍ମୁଖରେ ବାଇକ୍ ଧକ୍କାରେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହେଲେ ହିଞ୍ଜିଳିକାଟୁ ପୈାରାଞ୍ଚଳ ରେଗିଡିସାହିର ବଂଶୀଧର ସାହୁ (୫୨) ଓ ଆସିକା ଥାନା ମୁକୁନ୍ଦପୁର ଅଞ୍ଚଳର

ପିଅନପଡା କାଳୀ ମନ୍ଦିର ଦ୍ୱିବାର୍ଷିକ ନିର୍ବାଚନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ର ପିଅନପଡା ସ୍ଥିତ ସର୍ବ ପୁରାତନ କାଳୀ ମନ୍ଦିରର ଦ୍ୱି ବାର୍ଷିକ ନିର୍ବାଚନ କାଳୀ ମନ୍ଦିର ର ପରିସରରେ ପୂର୍ବତନ ସଭାପତିଙ୍କ ସଭାପତିତ୍ବରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ସମ୍ପାଦକ ବାର୍ଷିକ ବିବରଣୀ ଓ ଆୟ ବ୍ୟୟ ପାଠ କରିଥିଲେ l

କାର୍ତ୍ତିକେଶ୍ୱର ପୂଜା ଶୁଭାରମ୍ଭ

ହିଞ୍ଜିଳିକାଟୁ, ୧୦/୧୧ : ପୂଣ୍ୟ ତଥା ପବିତ୍ରର ମାସ କାର୍ତ୍ତିକ ମାସ ଅବସରରେ ହିଞ୍ଜିଳିକାଟୁ ପୌରାଞ୍ଚଳ କେଉଟସାହିରେ ରବିବାର ଠାରୁ କାର୍ତ୍ତିକେଶ୍ୱର ପୂଜା ଶୁଭାରମ୍ଭ ହୋଇଛି । ରବିବାର ପବିତ୍ର ଅଁଳା ନବମୀ ଅବସରରେ ସାହିର ଶତାଧିକ ମହିଳା ଓ ପୁରୁଷ କଳସ ଯାତ୍ରାରେ ସାମିଲ ହୋଇ ନିକଟସ୍ଥ

ମୁଖ୍ୟମନ୍ତ୍ରୀ ଆସି ଘଟଣା ସମ୍ପର୍କରେ ବୁଝିବା ଦରକାର, ଟାକୁଆ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ନୁହେଁ : ବିଜୟ ମହାପାତ୍ର…

ଫୁଲବାଣୀ : ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ମାଣ୍ଡିପଙ୍କା ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା ଏବେ ବିଭିନ୍ନ ରାଜନୈତିକ ଦଳ ସେଠାରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଛି । ହେଲେ ମୃତକଙ୍କ ପରିବାରକୁ ଏବଂ ଅସୁସ୍ଥ ଥିବା ପରିବାରକୁ କୌଣସି ଆର୍ଥିକ

ମହାମାୟୀ ପୀଠରେ ବିଶ୍ୱଶାନ୍ତି ନାମ ଯଜ୍ଞ, ଘୃତଯଜ୍ଞ ଅନ୍ନଯଜ୍ଞ ଉଦଯାପିତ : ଶତାଧିକ ଭକ୍ତଙ୍କ ସମାଗମ

ବାଲିଗୁଡା, : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ର ଭଗାମୁଣ୍ଡା ସ୍ଥିତ ମହାମାୟୀ ପୀଠରେ ବିଶ୍ୱ ଶାନ୍ତି ନାମ ଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ କାର୍ଯ୍ୟକ୍ରମ ରବିବାର ଉଦଯାପିତ ହୋଇଯାଇଛି l ପ୍ରଥମ ଦିନ ବିଲ୍ଲ ବରଣ, ଅଧିବାସୀ ସହ କଳସ ଯାତ୍ରା ମହା ଆଡମ୍ବର ରେ ହୋଇ ଥିଲା l ମହାମାୟୀ ମନ୍ଦିର

ଟିପିଏସ୍ଓଡିଏଲ୍ ପକ୍ଷରୁ ଦକ୍ଷିଣ ଓଡ଼ିଶାରେ ପଥପ୍ରାନ୍ତ ନାଟକ ଆୟୋଜିତ : ନାଟକ ମାଧ୍ୟମରେ ଦିଆଯାଉଛି ଦୁର୍ନୀତି ବିରୋଧୀ…

ବ୍ରହ୍ମପୁର : ଭିଜିଲାନ୍ସ ସଚେତନତା ମାସ ପାଳନ ଅବସରରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ (ନୁକ୍କଡ଼ ନାଟକ) ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ଦ୍ଵାରା

ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ସୁଗଡବାଡିରେ ପୁଷ୍ଟି ଖାଦ୍ୟ ମେଳା

ଫୁଲବାଣୀ : ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ରାଇକିିଆ ଶ୍ରୀ ଅନ୍ନ୍ କାର୍ଯ୍ୟକ୍ରମ ର ମିଳିତ ଉଦ୍ୟମ ଏବଂ ଜିଲ୍ଲା କୃଷି ବିଭାଗ ଙ୍କ ଆର୍ଥିକ ସହାୟତା ରେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ଦୁଇଦିନିଆ ଖାଦ୍ୟ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି

ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପ୍ରତିଭା ଅନ୍ବେଷଣ ପ୍ରତିଯୋଗିତା ଅନୁଷ୍ଠିତ : ଶିଶୁ ମହୋତ୍ସବ ଉପଲକ୍ଷେ ପ୍ରତିଯୋଗିତା

ହିଞ୍ଜିଳିକାଟୁ ୯/୧୧ : ହିଞିଳିକାଟୁ ପୌରପରିଷଦ ଅନ୍ତର୍ଗତ ସର୍ବପୁରାତନ ନୃତ୍ୟ ଅନୁଷ୍ଠାନ ଲକ୍ଷ୍ମୀ ନୃସିଂହ କଳାମନ୍ଦିର ତରଫରୁ ଶିଶୁ ପ୍ରତିଭା ଅନ୍ନେଷଣ କାର୍ଯ୍ୟକ୍ରମ ଶନିବାର ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଲକ୍ଷ୍ମୀ ନୃସିଂହ କଳାମନ୍ଦିର ସଭାପତି ନୃସିଂହ

ବିଭିନ୍ନ ଦାବୀ ନେଇ ଟିଟାନିୟମ ଭୂ -ବିସ୍ଥାପିତ କଲ୍ୟାଣ ସମିତିର ଆନ୍ଦୋଳନ

ଛତ୍ରପୁର : ଛତ୍ରପୁର ଉପକଣ୍ଠ ସରାଫ ଏଜେନ୍ସି ପ୍ରା. ଲିଃ ଟିଟାନିୟମ କମ୍ପାନୀ ଏବେ ବନ୍ଦ ହେବାର ଆଶଙ୍କା କରାଯାଉଛି, ଗୋଟେ ପଟେ କମ୍ପାନୀ ବିଭିନ୍ନ ଆଳ ଦେଖାଇ କର୍ମଚାରୀ ମାନଙ୍କୁ ଛଟେଇ କରିବା ନିମନ୍ତେ ଗୋଟିଏ ପରେ ଗୋଟିଏ ନୋଟିସ ଜାରି କରୁଥୁବା ବେଳେ ଅନ୍ୟ ପଟେ କର୍ମଚାରୀ ମାନେ ନିଜ ପେଟ

ଗଞ୍ଜାମରେ ସୁରତ ଓଡିଆ ଟେକ୍ସଟାଇଲ୍ ଶିଳ୍ପ ପାର୍କ ନିର୍ମାଣ ପାଇଁ ଆଲୋଚନା

ଛତ୍ରପୁର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସାମନ୍ତପଲ୍ଲୀ ଠାରେ ମା’ ତାରାତାରିଣୀ ଟେକ୍ସଟାଇଲ୍ ସହଯୋଗରେ ସୁରତ ଓଡିଆ ଟେକ୍ସଟାଇଲ୍ ଶିଳ୍ପ ପାର୍କ ନିର୍ମାଣ ପାଇଁ ଶିଳ୍ପଦ୍ୟୋଗୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ଗଞ୍ଜାମ ଜିଲ୍ଲାର ଟେକ୍ସଟାଇଲ୍ ଶିଳ୍ପଦ୍ୟୋଗୀମାନଙ୍କ ମଧ୍ୟରୁ ସିତାରାମ