Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ
ନୟାଗଡ଼ : ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ଆଜି ଓଡ଼ିଆ ସାମ୍ବାଦିକତା ଦିବସ ଗରିମାମୟ ପରିବେଶରେ ପାଳିତ ହୋଇଯାଇଛି। କ୍ଲବ୍ ସଭାପତି ରୋଟାରିଆନ ବାସୁଦେବ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀ ଜୋନାଲ ଚେୟାରମ୍ୟାନ ରୋଟାରିଆନ ସରୋଜ କୁମାର ଦାଶ ମୁଖ୍ୟ ଅତିଥି ଭାବେ!-->…
ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପେନସନରମାନଙ୍କ ଧାରଣା
ବ୍ରହ୍ମପୁର : ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ଗଞ୍ଜାମ ଜିଲ୍ଲା ଶାଖାର ଶତାଧିକ ସଭ୍ୟ ସଭାପତି ଡି. ମୋହନ ରାଓଙ୍କ ନେତୃତ୍ଵରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିଥିଲେ I
ଶ୍ରୀମତୀ ତୁଳନା ବର୍ଧନ ସ୍ୱାସ୍ଥ୍ୟ ପରିଦର୍ଶିକା ଭାବେ!-->!-->!-->!-->!-->!-->!-->…
୩୨୦ କିଲୋ ଗଞ୍ଜେଇ ସହ ପିକଅପ୍ ଭ୍ୟାନ୍ ଜବତ, ୨ ଅଭିଯୁକ୍ତ ଗିରଫ
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ବଡଲିଗୁଡା ଅଞ୍ଚଳରେ ମଙ୍ଗଳବାର କାଲିମେଳା ପୋଲିସ ବଡ଼ ଧରଣର ଗଞ୍ଜେଇ ଚାଲାଣ ବ୍ୟବସାୟ ଉପରେ ଚଢାଉ କରି ସଫଳତା ପାଇଛି । ସୂଚନା ଅନୁଯାୟୀ, ଗୁପ୍ତ ସୂଚନା ଆଧାରରେ ପୋଲିସ ବଡଲିଗୁଡା ଅଞ୍ଚଳରେ ଚଢାଉ କରି ଏକ ପିକଅପ୍ ଭ୍ୟାନ୍!-->…
ଆଶା କର୍ମୀଙ୍କ ୮ ଦଫା ଦାବି ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲା ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ପ୍ରତିନିଧି…
ଭୁବନେଶ୍ୱର, ୪ ଅଗଷ୍ଟ: ଭାରତୀୟ ମଜଦୁର ସଂଘ ସହ ସମ୍ବଦ୍ଧ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ଏକ ପ୍ରତିନିଧି ଦଳ ମଙ୍ଗଳବାର ରାଜ୍ୟର ମାନନୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗଙ୍କୁ ଭେଟି ଆଶା କର୍ମୀମାନଙ୍କ ବିଭିନ୍ନ ସମସ୍ୟା ଓ ୮ ଦଫା ଦାବି ସମ୍ପର୍କରେ ଆଲୋଚନା!-->…
ପାଚିକା ଓ ସହାୟିକାଙ୍କୁ ନେଇ ଖାଦ୍ୟ ନିରାପତ୍ତା ଓ ସ୍ୱଛତା ସମ୍ପର୍କିତ ପ୍ରଶିକ୍ଷଣ ଶିବିର
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ପି. ଏମ ପୋଷଣ ଓ ଏମ. ଏସ ପୋଷଣ ଯୋଜନାରେ କାର୍ଯ୍ୟରତ ପାଚିକା ଓ ପାଚିକା ସହାୟିକାଙ୍କ ପାଇଁ ଏକ ଦିବସୀୟ ଖାଦ୍ୟ ନିରାପତ୍ତା ଓ ସ୍ୱଛତା ପ୍ରଶିକ୍ଷଣ ଶିବିର ପର୍ଯ୍ୟାୟ କ୍ରମେ ବାଲିଗୁଡା, ବାଟାଗୁଡା ଓ ବାରଖମା!-->…
ତୃପ୍ତି ଓ ତପସ୍ୟାର ପୀଠ ତପ୍ତପାଣି
ତପ୍ତପାଣି (ସାନଖେମୁଣ୍ଡି), ତା. ୦୪.୦୮.୨୦୨୬: ପୂର୍ବଘାଟ ପର୍ବତମାଳାର ସବୁଜ ଅରଣ୍ୟର କୋଳରେ, ପ୍ରକୃତିର ନିରବ ସଙ୍ଗୀତ, ଉଷ୍ଣପ୍ରସ୍ରବଣର ଅବିରତ ଉଷ୍ମତା ଓ ଆଧ୍ୟାତ୍ମିକ ଆସ୍ଥାର ଦିବ୍ୟ ଆଲୋକରେ ଶତାବ୍ଦୀ ଧରି ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିଛି ତପ୍ତପାଣି। ପ୍ରକୃତି, ପରମ୍ପରା ଓ!-->…
ମାନ୍ୟବର ରାଷ୍ଟ୍ରପତିଙ୍କୁ ବ୍ରହ୍ମପୁର ରେଳଷ୍ଟେସନରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା : ମିନାକ୍ଷୀନଗରରେ ଛୋଟଛୁଆଙ୍କୁ…
ଗଞ୍ଜାମ କଳାକାରଙ୍କ ସହ ଫଟୋ ଉଠାଇଲେ ମାନ୍ୟବର ରାଷ୍ଟ୍ରପତି
ବ୍ରହ୍ମପୁର : ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ ମଙ୍ଗଳବାର ପୂର୍ବାହ୍ନରେ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟା ୧୦ ମିନିଟ୍ରେ ସେ ବ୍ରହ୍ମପୁର ରେଳଷ୍ଟେସନର ୪ ନମ୍ବର!-->!-->!-->!-->!-->…
ବୈପାରିଗୁଡ଼ାଠାରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ
କୋରାପୁଟ : ବୈପାରିଗୁଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣି ଶିବିରରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଏବଂ ପ୍ରୋବେସନାରୀ ଅଫିସର, କୋରାପୁଟ ଯୋଗଦେଇ ଜନସାଧାରଣଙ୍କ!-->!-->!-->…
ରାଉରକେଲାରେ ଡକାୟତି ଉଦ୍ୟମ ପଣ୍ଡ: ୫ ଗିରଫ, ମାରାତ୍ମକ ଅସ୍ତ୍ରଶସ୍ତ୍ର ଜବତ
ବୀରମିତ୍ରପୁରରୁ : ରାଉରକେଲା ପ୍ଲାଣ୍ଟସାଇଟ୍ ଥାଣା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ରାତି ପାଟ୍ରୋଲିଂ ସମୟରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସ ଏକ ବଡ଼ ଡକାୟତି ଉଦ୍ୟମକୁ ସଫଳତାର ସହ ପଣ୍ଡ କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମିଳିଥିବା ସୂଚନା!-->!-->!-->!-->!-->!-->!-->!-->!-->…
NH-143 ମରାମତି ପାଇଁ ୫ ଦିନର ଅଲ୍ଟିମେଟମ୍: କାର୍ଯ୍ୟ ଆରମ୍ଭ ନହେଲେ ରାସ୍ତାରୋକ ଚେତାବନୀ ଦେଲେ ବିରମିତ୍ରପୁର ବିଧାୟକ
ବିରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଦେଇ ଯାଇଥିବା NH-143 ର ଶୋଚନୀୟ ଓ ବିପଦପୂର୍ଣ୍ଣ ଅବସ୍ଥାକୁ ନେଇ ସ୍ଥାନୀୟ ବିଧାୟକ ଶ୍ରୀ ରୋହିତ ଜୋସେଫ ତିର୍କୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ସେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ!-->!-->!-->…