Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଗଞ୍ଜାମରୁ ଚାଷୀର ରଣ ହୁଙ୍କାର : ନୃସିଂହ ନାଥ କୃଷକ ସଂଗଠନର ନ୍ୟାଜ୍ୟ ଦାବି ନେଇ ବୈଠକ
ବେଲଗୁଣ୍ଠା : ଅଦିନିଆ ବର୍ଷା ଚାଷୀର ଜନଜୀବନ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ଏଯାବତ ସରକାର ପଦକ୍ଷେପ ନନେବା ଦୁର୍ଭାଗ୍ୟଜନକ, ଆଠ ଦିନ ଭିତରେ ସରକାର ଯଦି କୃଷକ ମାନଙ୍କୁ କ୍ଷତିପୂରଣ ନଦିଅନ୍ତି ତେବେ ହଜାର ହଜାର ଚାଷୀ ରାଜରାସ୍ତାକୁ ଓଲ୍ହେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବ ବୋଲି!-->…
ପାର୍କିଂ ଫି’ ଆଦାୟକୁ କେନ୍ଦ୍ର କରି ବସ୍ ଟର୍ମିନାଲ ପରିସରରେ ଆକ୍ରମଣ ଘଟଣା, ନାବାଳକ ଗିରଫ
ଗିରଫ ସଂଖ୍ୟା ୫କୁ ବୃଦ୍ଧି....
ତୈଳିକ ବୈଶ୍ୟ ସମାଜ ପକ୍ଷରୁ ୫୬ ତମ ବନ୍ଧୁ ମିଳନ ଓ ସାମୁହିକ ପହିଲି ଭୋଗ ସେବନ ଉତ୍ସବ
ବ୍ରହ୍ମପୁର : ଆଜି ବ୍ରହ୍ମପୁର ସ୍ଥିତ କାଶୀବିଶ୍ୱନାଥ ମନ୍ଦିର ପରିସରରେ ମହୁରୀ ତାଲୁକା ତୈଳିକ ବୈଶ୍ୟ ସମାଜ ପକ୍ଷରୁ ୫୬ ତମ ବନ୍ଧୁ ମିଳନ ଓ ସାମୁହିକ ପହିଲି ଭୋଗ ସେବନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଜାତିକୂଳ ବେହେରା ମଧୁସୂଦନ ବେହେରା ସଭାପତିତ୍ୱ କରିଥିଲେ । ସଂପାଦକ ଭଗବାନ ସାହୁ,!-->…
ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୭ତମ ଜନ୍ମ ମହୋତ୍ସବ
ଉମରକୋଟ / ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଳକ ତୁରୁଡ଼ିହି ଡିଏନକେ ଗ୍ରାମର ହାଇସ୍କୁଲ ପଡ଼ିଆରେ ମହା ଆଡମ୍ବର ସହିତ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୭ ତମ ଜନ୍ମ ଶତବାର୍ଷିକୀ ଅନୁଷ୍ଠିତ ହୋଇ ଯାଇଛି । ଅନୁକୂଳ ଚନ୍ଦ୍ର ବିଂଶ ଶତାଦ୍ଦୀର ସମାଜ ସଂସ୍କାରକ ଜଣେ!-->…
ଯତରା ର ତୃତୀୟ ସନ୍ଧ୍ୟା – ସଲମାନ୍ ଅଲ୍ଲୀ ଙ୍କ ଦ୍ଵାରା ତାରକା ରାତ୍ରି ଅନୁଷ୍ଠିତ…
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମହୋତ୍ସବ ର ତୃତୀୟ ସନ୍ଧ୍ୟା । ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସୁନ୍ଦରଗଡ ସଦର ବିଧାୟକ ଯୋଗେଶ ସିଂ, ରାଜଗାଙ୍ଗପୁର ବିଧାୟକ ଡ଼ା!-->…
ଜାତୀୟ ସ୍ତରୀୟ ହାଣ୍ଡବଲ ପ୍ରତିଯୋଗିତାରେ ଚୟନ ହେଲେ ମାଲକାନଗିରି ଜିଲ୍ଲା ଛାତ୍ରୀ
ମାଲକାନଗିରି,୪।୧ : ମାଲକାନଗିରି ସଦର ବ୍ଲକ ସିନ୍ଧ୍ରିମାଳର ଛାତ୍ରୀ ଲଳିତା ମାଡି ଜିଲ୍ଲାପାଇଁ ସୁନାମ ଆଣି ଦେଇଛନ୍ତିା ଏଥିପୂର୍ୱେ ଜାଜପୁର ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ହାଣ୍ଡବଲ ପ୍ରତି ଯୋଗିତାରେ ସିନ୍ଧ୍ରିମାଳ ଶିକ୍ଷକ ସନାତନ ପ୍ରଧାନଙ୍କ ତତ୍ୱାବଧାନରେ ଛାତ୍ରୀ ଲଳିତା ମାଡି ଅଂଶଗ୍ରହଣ!-->…
ଗଞ୍ଜାମର ଚାରୋଟି ଗ୍ରାମକୁ ଆଇଓସି-ୟୁନେସ୍କୋ ‘ସୁନାମି ପ୍ରସ୍ତୁତ ଗ୍ରାମ’ର ମାନ୍ୟତା
ବ୍ରହ୍ମପୁର //ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସୁନାମୀ ପ୍ରବଣ ଗ୍ରାମର ଗୋଷ୍ଠୀକୁ ଆଇଓସି-ୟୁନେସ୍କୋ ଦ୍ବାରା ସୁନାମି ପ୍ରସ୍ତୁତ ଗ୍ରାମର ମାନ୍ୟତା ପ୍ରଦାନ କରାଯାଇଛି । ଇଣ୍ଡୋନେସିଆ ଠାରେ ଅନୁଷ୍ଠିତ ଦ୍ବିତୀୟ ବିଶ୍ବ ସୁନାମି ସିମ୍ପୋଜିୟମ୍ ଅବସରରେ ଏହି ମାନ୍ୟତା ପ୍ରଦାନ କରାଯାଇଛି । ଏହା ସହ!-->…
ଆଓମା ଗୁରୁକୁଳ ଠାରେ ଦିବଙ୍ଗତ ସାମ୍ବାଦିକଙ୍କ ବିୟୋଗରେ ଶୋକସଭା
ମାଲକାନଗିରି : ମାଲକାନଗିରି ସୀମାନ୍ତ ରାଜ୍ୟ ଛତିଶଗଡ଼ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ନିର୍ମମ ହତ୍ୟା ଓ ମୃତଦେହ ପରିତ୍ୟକ୍ତ ପାଇଖାନା ଟାଙ୍କିରୁ ଉଧାର ପରେ ସମଗ୍ର ଛତିଶଗଡ଼ ରେ ଶୋକର ଛାୟା ଖେଳିଯାଇଥିବା ବେଳେ ଆଜି ପୋଲିସ ପକ୍ଷରୁ ହତ୍ୟା ଅଭିଯୋଗରେ ୬ବ୍ୟକ୍ତି ଙ୍କୁ ପୋଲିସ ଗରିଫ!-->…
ମନ୍ଥର ଗତିରେ ଚାଲିଛି ଉମରକୋଟ / ରାଇଘର ମୁଖ୍ୟ ରାସ୍ତାର କାମ…
ଯାତାୟାତ କରୁଥିବା ବାଟୋଇ ଙ୍କ ସହ ରାସ୍ତା ପାର୍ଶରେ ବସବାସ କରୁଥିବା ପରିବାର ହନ୍ତ ସନ୍ତ।ଉମରକୋଟ : ଉମରକୋଟ, ରାଇଘର ୩୦ କିଲୋମିଟର ଜାତୀୟ ୪୦ ନଂ ରାଜ୍ୟ ରାଜ ପଥଟି ଆନୁମାନିକ ପ୍ରାୟ ପାଞ୍ଚ ମାସ ଉପରେ ହେବ ବଡ଼ ଆକାରରେ ତିଆରି କାର୍ଯ୍ୟ ପ୍ରୋଗତିରେ ଅଛି କିନ୍ତୁ ଏହି ୪୦ ନଂ ରାଜ୍ୟ!-->…
ବାଇକକୁ ସ୍କୁଟି ଧକ୍କା ଦେବା ଫଳରେ ଜଣେ ଗୁରୁତର ଜଣେ ଆହତ
ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ଲ୍ୟାମନ୍ସ ଗୋଦାମ ଘର ସ୍ରମ୍ମୁଖରେ ଯାଇଥିବା PWD 28 ନମ୍ବର ରାସ୍ତା ଉପରେ ଗୋଟିଏ ସ୍କୁଟି ପଛ ପଟୁ ବାଇକ କୁ ଧକ୍କା ଦେଇଥିଲା | ଯାହାଫଳରେ ସ୍କୁଟି ଚାଲକ ନିଜେ ନିଜର ଭାର ସାମ୍ୟ ହରାଇ ରାସ୍ତା ଉପରେ ଛିଟିକି ପଡି ଜଣେ ଗୁରୁତର!-->…