Browsing Category

ଆଞ୍ଚଳିକ

ମାଲକାନଗିରି ଡିଗ୍ରୀ କଲେଜର ଗ୍ରନ୍ଥାଗାର କୋଠା ଉନ୍ମୋଚନ କଲେ ବିଧାୟକ

ମାଲକାନଗିରି : ଆଜି ମାଲକାନଗିରି ଡିଗ୍ରୀ କଲେଜ ପରିସରରେ ବିଧାୟକ ଶ୍ରୀ ନରସିଙ୍ଗ ମାଡକାମୀଙ୍କ ଦ୍ଵାରା ନବ ନିର୍ମିତ ଗ୍ରନ୍ଥାଗାର ଉନ୍ମଚୋନ ହୋଇଯାଇଛି । ଆଜିର ସୋସିଆଲ ମିଡିଆ ଓ ଡିଜିଟାଲ ଯୁଗରେ ଧୀରେ ଧୀରେ ପାଠକ ଙ୍କ ସଖ୍ୟା ହ୍ରାସ ପାଇବା ସହ ପାଠକ ଇତିହାସ ହୋଇଯାଇଛନ୍ତି । ଦୀର୍ଘବର୍ଷ

ବଡ ବଡୁଆଙ୍କୁ ଡ଼ାକିବାକୁ ମିଳୁନି କାଉଁରିଆ କାଠି : କାଉଁରିଆ କାଠ ଅମୁଲମୂଲ

ହିଞ୍ଜିଳିକାଟୁ : ଆଉ ମାତ୍ର ୪ ଦିନ ପରେ ଦିନ ପରେ ଆସୁଛି ଆଲୋକର ପର୍ବ ଦୀପାବଳି । ଗୁରୁବାର ସବୁଠି ପାଳନ ହେବ ଆଲୋକର ପର୍ବ ଦିପାବଳି । ଏହି ଦିନ ଓଡ଼ିଆଙ୍କ ଚିରାଚରିତ ପର୍ବ ଭାବେ ଗାଁ ଗଣ୍ଡାରୁ ପିଠା ପଣା କରି ବଡ଼ ବଡୁଆଙ୍କୁ ଘର ଆଗରେ ଡ଼ାକିଥାନ୍ତି ପରିବାର ଲୋକେ । ଏକ ସଙ୍ଗରେ କାଉଁରିଆ

ଘରେ ଘରେ ପାଣି ବୋତଲ କାରଖାନା : ପାଣିର ଶୁଦ୍ଧତା ନେଇ ପ୍ରଶ୍ନବାଚି !

ହିଞ୍ଜିଳିକାଟୁ : ମାତ୍ର ୧୦ ଟଙ୍କାରେ ବଜାରରେ ମିଳୁଛି ପାଣି ବୋତଲ । ତାହା ମଧ୍ୟ ଅନାମଧେୟ ନାମରେ । ଯିଏ ଯେଉଁ ନାମ ଦେଲା ସେହି ନାମରେ ମାର୍କେଟିଂ କରି ବଜାରରେ ପାଣି ବୋତଲ ବିକ୍ରି ହେଉଛି । ସଂପୃକ୍ତ ପାଣି ବୋତଲ ଗୁଡିକରେ ମିନେରାଲ ଠାରୁ ଆରମ୍ଭ କରି ଭିଟାମିନ୍ ଯୁକ୍ତ ଓ ବିଆଇଏସ ମାର୍କା

ପିପଲପଦର ଗ୍ରାମରୁ ଚୋରା ଚାଲାଣ ପାଇଁ ଗଛିତ ଗଞ୍ଜେଇକୁ ଜବତ କଲା ଅବକାରୀ ବିଭାଗ

ମାଲକାନଗିରି ୨୬/୧୦ : ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ବିମ୍ବାଧର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ରେଞ୍ଜ ଇନ୍ସପେକ୍ଟର ଶ୍ରୀ ସନ୍ତୋଷ କୁମାର ବଳ , ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପିପଲପଦର ଗ୍ରାମର ପଶ୍ଚିମ ପାର୍ଶ୍ୱ ଘଞ୍ଚ ପାହାଡ ଜଙ୍ଗଲ ଅଞ୍ଚଳରେ ଚଢ଼ଉ କରି ୧୬୦ କିଲୋଗ୍ରାମ

ରାୟଗଡ଼ା ଆଦିବାସୀ ସମାଜ ପକ୍ଷରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ…

ରାୟଗଡା : ତା : ୨୬/୧୦/୨୪ ରାୟଗଡା ଜ଼ିଲ୍ଲା ଏକ ଆଦିବାସୀ ଅଧୁଷିତ ଜ଼ିଲ୍ଲା | ଏଠାରେ ଜ଼ିଲ୍ଲାର ଜନସଂଖ୍ୟାର ୭୫ ଶତକଡା ଜନତା ହଉଛନ୍ତି ଆଦିବାସୀ | ଜ଼ିଲ୍ଲାରେ ଆଦିବାସୀଙ୍କ ଉନ୍ନତି ଯଦି ନହେବ ତାହାଲେ ଜ଼ିଲ୍ଲା କେବେବି ଉନ୍ନତି ହେବନାହିଁ | ଯୋଉ ଜ଼ିଲ୍ଲାରେ ଚାରି ଭାଗରୁ ୩ ଭାଗ

ପ୍ରସାସାନିକ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଅଙ୍ଗନବାଡିରୁ ଖୋଲିଲା ତାଲା

ମାଲକାନଗିରି : ମାଲକାନଗିରି ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଖଇରପୁଟ ଅଧୀନ ରେ ଅଙ୍ଗନୱାଡ଼ି କର୍ମୀ ନିୟୋଜନ କୁ କେନ୍ଦ୍ର କରି ବିଭିନ୍ନ ସ୍ଥାମ ରେ ଗ୍ରାମବାସୀ ଙ୍କ ମଧ୍ୟରେ ବିଶୃଙ୍ଖଳା ପରିଲକ୍ଷିତ ହେଉଛି। ଗତ ୧୯/୦୯ ତାରିଖରେରେ ମାଛାଗୁଡ଼ା ଅଙ୍ଗନୱାଡ଼ି କର୍ମୀ ଭାବେ ସଂଯୁକ୍ତା ଦୋରା (

ଏସଓଜି ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ : ନକ୍ସଲ ମୃତ ଏକେ ୪୭ ଓ ବିପୁଳ ମାଓ ସାମଗ୍ରୀ ଜବତ

ଫୁଲବାଣୀ, ୨୫।୧୦ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଡାନାଇ ସଂରକ୍ଷିତ ଜଙ୍ଗଲ ରେ ମାଓବାଦୀ ଓ ଏସ୍ ଓ ଜି ଜବାନଙ୍କ ମଧ୍ୟରେ ଗୁଳିବିନିମୟ ରେ ଜଣେ ମାଓବାଦୀର ମୃତ୍ୟୁ ଘଟିଛି। ଏଥି ସହିତ ଘଟଣା ସ୍ଥଳରୁ ଗୋଟିଏ ଏକେ ୪୭ ରାଇଫଲ ଓ ୧୦ ରାଉଣ୍ଡ ଜୀବନ୍ତ ଗୁଳି ସମେତ ବିପୁଳ ମାଓ

ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ (ଏଲଏଲଆଇଏନ୍) ବଣ୍ଟନ ସକାଶେ ଜିଲ୍ଲାସ୍ତରୀୟ ସମନ୍ଵୟ କମିଟି ବୈଠକ

ମାଲକାନଗିରି, ୨୫/୧୦/୨୪ : ଜିଲ୍ଲା ସ୍ତରୀୟ ଦୀର୍ଘସ୍ଥାୟୀ କୀଟନାଶକ ଔପଚାରିତ ମଶାରୀ ବଣ୍ଟନ ସକାଶେ ଏକ ସମନ୍ଵୟ କମିଟି ବୈଠକ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପରିଷଦ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ

ସୁରକ୍ଷା କର୍ମୀ ଓ ମାଓବାଦୀ ମୁହାଁମୁହିଁ, ଜଣେ ମାଓବାଦୀ ନିହତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତର ସେସାର ଗାଁ -ଅଡାଙ୍ଗି ଜଙ୍ଗଲ ରେ ମାଓବାଦୀ କ୍ୟାମ୍ପ ରହିଥିବା ଗୁଇନ୍ଦା ସୂଚନା ମୁତାବକ ଶୁକ୍ରବାର ସକାଳୁ ଏସଓଜି ଏବଂ ଡିଏଭିଏଫ ସୁରକ୍ଷା ଯବାନ କୁମ୍ବିଂ ବେଳେ ହେଲେ ସୁରକ୍ଷା କର୍ମୀ ମାଓବାଦୀ-ମୁହାଁ

ଦୁଇ ସାମ୍ବାଦିକଙ୍କ ଦ୍ଵାରା ଟ୍ରାଫିକ ସଚେତନତା

ଫୁଲବାଣୀ : ଫୁଲବାଣୀ ର ଦୁଇ ଯୁବ ସାମ୍ବାଦିକ ଟ୍ରାଫିକ ସଚେତନତା କରୁଥିବା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ଫୁଲବାଣୀ ଅଞ୍ଚଳରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଦେଖିବାକୁ ମିଳୁଛି । ଯାହାଦ୍ବାରା କି ଦୁର୍ଘଟଣା ହୋଇ ଦୈନିକ ମୃତୁ ସଂଖ୍ୟା ବଢ଼ିବାରେ ଚାଲିଛି । ପ୍ରଶାସନ ପକ୍ଷରୁ