Browsing Category

ଆଞ୍ଚଳିକ

ବ୍ରହ୍ମଲୀନ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ପ୍ରମୋଦ ଉଦ୍ୟାନର ଭୂମି ପୂଜନ ଉତ୍ସବ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଥିବା ନାରାୟଣ ସେବା କେନ୍ଦ୍ର ପରିସରରେ ବ୍ରହ୍ମଲୀନ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ଙ୍କ ନାମରେ ଏକ ପ୍ରମୋଦ ଉଦ୍ୟାନ ର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମଲୀନ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ସଂସ୍କୃତ କନ୍ୟାଶ୍ରମ…

ଇସି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର

ହିଞ୍ଜିଳିକାଟୁ : ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ହିଞ୍ଜିଳିକାଟୁ ଶାଖା ପକ୍ଷରୁ ୪ଦଫା ଦାବି ପୂରଣ ନେଇ ଶୁକ୍ରବାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନଙ୍କୁ ପ୍ରଦାନ କରାଯାଇଛି। ଓଡ଼ିଶା ଜୀବିକା…

ଶ୍ରୀରଘୁନାଥ ଜୀଉ ମନ୍ଦିର ମୁଖଶାଳା ସୌନ୍ଦର୍ଯ୍ୟକରଣ ପାଇଁ ଦାବି

ନୟାଗଡ଼ : ନୟାଗଡ଼ ଜିଲ୍ଲାର ଓଡ଼ଗାଁ ରେ ବିରାଜିତ ସ୍ଵର୍ଣ୍ଣ କଳସ କ୍ଷେତ୍ର ରୂପେ ପରିଚିତ ଶ୍ରୀ ରଘୁନାଥ ଜୀଉ ଙ୍କ ମନ୍ଦିର ର ସୌନ୍ଦର୍ଯ୍ୟକରଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମନ୍ଦିର କୁ ପ୍ରବେଶର ମୁଖ୍ୟ ଫାଟକ କୁ ଦେଖିଲେ ପର୍ଯ୍ୟଟକ ମାନେ ନିରୁତ୍ସାହିତ ମନେ କରୁଛନ୍ତି । ଅଣ ଓସାରିଆ…

ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତ ପୁନିନାଟ ଗ୍ରାମ ନିବାସୀ ଲିଲୁ ଦିଗାଲ (୩୦) ବାଇକ ଦୁର୍ଘଟଣାରେ ବୁଧବାର ସକାଳେ ମୃତ୍ୟୁ ବରଣ କରିଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, ପୁନିନାଟ ନିକଟରେ ରାସ୍ତା କାମ ଚାଲିଥିବାବେଳେ କୌଣସି ସଚେତନତା…

ପୂର୍ବ ଶତ୍ରୁତା ନେଇଁ ଗୋଦାମ ଘରରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପାଉଁଶ

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ଖେଳ ପଡିଆ ପଛପଟେ ଥିବା ପରବିନ ସାହୁଙ୍କ ଗୋଦାମରେ ଲାଗିଲା ନିଆଁ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ଜଳି ପାଉଁଶ ହୋଇଥିବା ଥାନାରେ ଅଭିଯୋଗ | ଗତ ରବିବାର ଦିନ ସମୟ ପ୍ରାୟ ୮ଟା ରେ ପରବିନ ସାହୁ ଗୋଦାମର କାର୍ଯ୍ୟ ସାରି ଗେଟରେ ତାଲା…

ଶେଷ ଦିନରେ ମାଲକାନଗିରି ପ୍ରସିଦ୍ଧ ବଡ ଯାତ୍ରା, ପ୍ରାତଃରେ ବାହୁଡିବେ ବଡ ଠାକୁର

ମାଲକାନଗିରି,୧୧।୩ : ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡ ଯାତ୍ରା। ୪ଦିନ ଧରି ଜିଲ୍ଲା ସଦରରେ ଦେବା ଦେବୀଙ୍କ ବିଭିନ୍ନ ନୀତିକାନ୍ତି ଅନୁଯାୟୀ ପୂଜାର୍ଚନା ସହ ପ୍ରାୟ ଏକ ମାସ ଧରି ବିଭିନ୍ନ ରୀତିନୀତି ଅନୁଯାୟୀ ବଡ ଯାତ୍ରାକୁ ନେଇ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ପୂଜା ଅନୁଷ୍ଠିତ…

ମୋଟର ସାଇକଲ ଚୋରୀ ଅଭିଯୋଗରେ ଦୁଇଜଣଙ୍କୁ କୋର୍ଟଚାଲାଣ କଲା ପଡିଆ ପୋଲିସ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ପୋଲିସ ପକ୍ଷ୍ୟରୁ ଏକ ମୋଟର ସାଇକେଲ ଚୋରୀ ରାକେଟ ସକ୍ରିୟ ଗ୍ୟାଙ୍ଗର ଦୁଇଜଣକୁ କାବୁ କରିଛି ପଡିଆ ପୋଲିସ । ଗିରଫ ଦୁଇଜଣ ଏମଭି ୭୯ ଗ୍ରାମର ମଙ୍ଗଲ ଦାସ ଓ ଅର୍ଜୁନ ପାଲ ବୋଲି ଜଣାପଡିଛି। ଆଜି ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ କୋର୍ଟ…

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରୁ ୨ ଲକ୍ଷ ଇନାମି ମିଲିସିଆ କମାଣ୍ଡର ଗିରଫ

ମାଲକାନଗିରି,୧୧।୩ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ମାଓ ଦମନ ତଲାସି ଅଭିଯାନ ବେଳେ ଯବାନଙ୍କ ଦ୍ଵାରା ଜଣେ ୨ ଲକ୍ଷ ଇନାମି ମାଓବାଦୀ ଗିରଫ ହୋଇଛି। ସୂଚନା ଅନୁଯାୟୀ ସୁକୁମା ଜିଲ୍ଲାର କୋଣ୍ଟା ଥାନାରୁ ଜିଲ୍ଲା ପୋଲିସ ଏବଂ ସିଆରପିଏଫ ଯବାନ ମାନେ ବଣ୍ଡା ପୁଲିଆ…

ବିପର୍ଯ୍ୟୟ ପ୍ରଶମନ ହ୍ରାସ ନିମନ୍ତେ ମୁଖ୍ୟସ୍ରୋତ ଲିଙ୍ଗ ଅନ୍ତର୍ଭୁକ୍ତିକରଣ ସମ୍ପର୍କୀୟ ଜିଲ୍ଲାସ୍ତରୀୟ କର୍ମଶାଳା

ନବରଙ୍ଗପୁର ୧୧/୩/୨୫ : ଆଜି ନବରଙ୍ଗପୁର ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତୃପକ୍ଷ, ଭୁବନେଶ୍ୱର ଏବଂ ଜିଲ୍ଲା ଵିପର୍ଯ୍ୟୟ ପରିଚାଳନା କତୃପକ୍ଷ ନବରଙ୍ଗପୁରଙ୍କ ମିଳିତ ସହଯୋଗ ରେ “ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ମୁଖ୍ୟସ୍ରୋତ ଲିଙ୍ଗ…

ନବରଙ୍ଗପୁରଠାରେ ଜିଲ୍ଲାସ୍ତରୀୟ କର୍ମଶାଳା ” ଲକ୍ଷପତି ଦିଦି “

ନବରଙ୍ଗପୁର : ଗ୍ରାମୀଣ ମହିଳାମାନଙ୍କୁ ଅର୍ଥନୈତିକ ସ୍ଵାଧୀନତା ଏବଂ ଉଦ୍ୟୋଗ ମାଧ୍ୟମରେ ସଶକ୍ତ କରିବା ,ବିଭିନ୍ନ ଜୀବିକା ଉପରେ କୌଶଳ ବୃଦ୍ଧି ସହ ମହିଳା ସଶକ୍ତିକରଣ ପାଇଁ "ଲକ୍ଷପତି ଦିଦି "ସୃଷ୍ଟି କରିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକ ମହତ ଯୋଜନା ଓ ଅଭିଯାନ ଆରମ୍ଭ ହୋଇଯାଇଅଛି।ଏହି…