Browsing Category

ଆଞ୍ଚଳିକ

ଅନେକ ଚୋରି ଘଟଣାରେ ଜଡ଼ିତ ଥିବା ଗ୍ୟାଙ୍ଗକୁ କାବୁ କଲା ପୋଲିସ ନାବଳକ ସହ ପାଞ୍ଚ ଗିରଫ

ଚିକିଟୀ : ବ୍ରହ୍ମପୁର ପୋଲିସ ଜ଼ିଲ୍ଲା ର କେ ନୂଆଗାଁ ଥାନା ଓ ଜରଡ଼ା ଥାନା ରେ ଦୀର୍ଘ ଦିନ ହେଲା ଚୋରି ଅନବରତ ଚାଲି ଆସୁଥିବା ବେଳେ ଗତ ଶନିବାରରେ ଜରଡ଼ା ପୋଲିସ ଓ ନୂଆଗାଁ ଥାନା ପୋଲିସ ମିଳିତ ଭାବରେ ଏକ ଚୋରି ଗ୍ୟାଙ୍ଗ କୁ କାବୁ କରିପାରିଛି l ଏହି ଗ୍ୟାଙ୍ଗ ର କିଛି ସଦସ୍ୟକୁ ଜରଡ଼ା

ପାତ୍ରପୁର ଅଞ୍ଚଳ ରେ ବିଦ୍ୟୁତ୍ ଯୋଗାଣ ଠପ୍…

ପାତ୍ରପୁର: ସରକାର ବିଦ୍ୟୁତ୍ ସୁଯୋଗରୁ ବଞ୍ଚିତ ଦୁର୍ଗମ ଅଞ୍ଚଳ ବାସୀ l ବିଦ୍ୟୁତ୍ ସୁଯୋଗ ରୁ ବଞ୍ଚିତ ଦୁର୍ଗମ ଗ୍ରାମ ମାନଙ୍କୁ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି l କିନ୍ତୁ କିଛି କାରଣ ନିମନ୍ତେ ଏହି ଯୋଗାଣରେ ବ୍ୟତିକ୍ରମ ଦେଖାଦେଇଛି l ପାତ୍ରପୁର ରେ ଥିବା

ପାଣିରେ ବୁଡି ଚାରିବର୍ଷ ଶିଶୁ କନ୍ୟାର ଜୀବନ ଗଲା ଶୋକାକୁଳ ପରିବେଶରେ ଗ୍ରାମବାସୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଭେଞ୍ଚନପଲ୍ଲୀ ଗ୍ରାମରେ ଜଣେ ୪ ବର୍ଷର ଶିଶୁ କନ୍ୟା ପାଣିରେ ବୁଡି ପ୍ରାଣ ହରାଇଥିବା ଜଣାପଡିଛି। ସୁଚନା ଅନୁଯାୟୀ ଆଜି ସକାଳୁ ଏହି ଗ୍ରାମର ଜଗା ମୁଲି ଓ ତାଙ୍କ ସ୍ତ୍ରୀ ଚାରିବର୍ଷର କନ୍ୟା ସନ୍ତାନ ପୁଷ୍ପା ମୁଲିକୁ ନେଇ ଧାନ

ବନାନୀ କଳାସଙ୍ଗମ ପକ୍ଷରୁ ସାମାଜିକ ନାଟକ ‘ଅଭିନେତ୍ରୀ ‘ ମଞ୍ଚସ୍ଥ

ଫୁଲବାଣୀ -ଜିଲ୍ଲାର ଏକମାତ୍ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବନାନୀ କଳା ସଙ୍ଗମ ତରଫରୁ ଏକୋଇଶି ତମ ଅବଦାନ ସ୍ୱରୂପ ନାଟ୍ୟକାର ଲିଙ୍ଗରାଜ ନାହାକଙ୍କ ରଚିତ ଏକ ଭିନ୍ନ ସ୍ୱାଦର ସାମାଜିକ ନାଟକ ଅଭିନେତ୍ରୀ ଡିସେମ୍ବର ୧୪ ଶନିବାର ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା lନାଟକରେ ମୁଖ୍ୟ ଭୂମିକାରେ

କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ନିଷ୍ପତ୍ତି ପ୍ରକାରେ କନ୍ଧମାଳ ଜିଲ୍ଲାର ସମସ୍ତ ଥାନାର ଶୃଙ୍ଖଳିତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ନେଇ ଆଜି ଫୁଲବାଣୀ ସହରର ଦେବ କଲ୍ୟାଣ ମଣ୍ଡପ ଠାରେ ଏକ ଜିଲ୍ଲା ସ୍ତରୀୟ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଓ

ଟ୍ରେନରୁ ଖସିପଡ଼ି ଦୁଇ ପାଚିକା ସହୟିକାଙ୍କ ମୃତ୍ୟୁ

ଚିକିଟୀ : ଗୋଳନ୍ଥରା ଥାନା ଅନ୍ତର୍ଗତ ପିତାତୋଳି ଗ୍ରାମ ପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ଦୁଇଜଣ ମହିଳା ସୁରଳ ଷ୍ଟେସନ୍ ଠାରେ ଟ୍ରେନ ଧକ୍କାରେ ମୃତୁ ବରଣ କରିଛନ୍ତି l ସୂଚନା ପ୍ରକାରେ ଉକ୍ତ ଗ୍ରାମର ଝୁନୁ ଗୌଡ଼,ପାର୍ବତୀ ଗୌଡ଼ ଦୀର୍ଘ ଦିନ ହେଲା ନିଜ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ରେ

ସରକାରୀ ହାଇସ୍କୁଲ ବରଗଡ଼ରେ ନବନିଯୁକ୍ତ ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସଂକଳ୍ପ ପ୍ରଶିକ୍ଷଣ କର୍ମଶାଳା ଉଦଯାପିତ

ବରଗଡ଼ : ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲ ବରଗଡ଼ରେ ନବ ନିଯୁକ୍ତ ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷଣ ଦକ୍ଷତା, କୌଶଳ ସମ୍ବନ୍ଧୀୟ ଜ୍ଞାନର ଅଭିବୃଦ୍ଧି ନିମନ୍ତେ ପଞ୍ଚଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ "ସଂକଳ୍ପ "ଉଦଯାପିତ

ଆସିକାରେ ବାଲି ମାଫିଆଙ୍କ ଆତଙ୍କରାଜ ! ଅତିଷ୍ଠ ଓ ଭୟରେ ଗ୍ରାମ ବାସୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ….

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ଏବେ ବାଲି ମାଫିଆମାନଙ୍କ ଆତଙ୍କ ରାଜ ଦେଖିବାକୁ ମିଳିଛି । ଆସିକା ବ୍ଲକ ଅନ୍ତର୍ଗତ ବାଲିଛାଇ ଓ ଆଲିପୁର ପଞ୍ଚଯାତ ର ଋଷି ପୁର, ନିରାଳ, ଗବନଳା ଓ ପଥରା ଗ୍ରାମ ନିକଟ ଦେଇ ଯାଇଥିବା ବଡ଼ ନଦୀରୁ ମାଫିଆ ଗୋଷ୍ଟି ବେଆଇନ ଭାବେ ଚୋରା ବାଲି ଚାଲାଣ

ବ୍ରହ୍ମପୁର ମହୋତ୍ସବ – ୨୫, ଜାତୀୟ ସ୍ତରରେ ସୁନାମ ଅର୍ଜନ କରିବାପରି ପ୍ରଚେଷ୍ଟା କରାଯିବ : ଶ୍ରୀ ସୁଶାନ୍ତ ସାବତ

ବ୍ରହ୍ମପୁର : ବହୁ ପ୍ରତିକ୍ଷିତ ରାଜ୍ୟର ଅନ୍ୟତମ ଆକର୍ଷଣୀୟ ସାଂସ୍କୃତିକ ମହୋତ୍ସବ ଜନସାଧାରଣଙ୍କ ଅନୁରୋଧ କ୍ରମେ ଆସନ୍ତା ନୂତନ ବର୍ଷରେ ଜାତୀୟ ଯୁବ ସପ୍ତାହ ଅବସରରେ ୧୧ ଜାନୁୟାରୀ ରୁ ୧୬ ଜାନୁୟାରୀ ପର୍ଯ୍ୟନ୍ତ ଖଲିକୋଟ ବିଶ୍ଵବିଦ୍ୟାଳୟ ଖେଳ ପଡି ରେ ମହା ସମାହାରରେ ଆୟୋଜନ କରାଯିବ।

ବାଲିଗୁଡା : ଚୁଆଁରୁ ମହିଳାଙ୍କ ଶବ ଉଦ୍ଧାର ହତ୍ୟା ନା ଆତ୍ମହତ୍ୟା ସନ୍ଦେହ…

ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ କଟପଡ଼ି ଗ୍ରାମର ଏକ ଚୁଆଁରୁ ମହିଳାଙ୍କ ଶବ ଉଦ୍ଧାର କରିଛି ବାଲିଗୁଡା ପୋଲିସ । ମୃତକ ମହିଳା ଜଣକ ଶାନ୍ତିଲତା ମଲ୍ଲିକ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଆଜକୁ ତିନିଦିନ ହେବ ବାପ ଘରକୁ ଯିବା ପାଇଁ ବାହାରିଥିଲେ ଶାନ୍ତିଲତା ।