Browsing Category

ଆଞ୍ଚଳିକ

ଖାମ୍ବେୟାଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ପୋଚିଲିମା ସ୍ଥିତ ଖାମ୍ବେୟାଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।‌ ଗୁରୁବାର ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ

ଚୋରାବାଲି ଚାଲାଣ ବେଳେ ଗାଡ଼ିକୁ ଜବତ କଲା କିଏ…?

ବାବୁ ମାନେ କାହା ନିର୍ଦ୍ଦେଶ କୁ ଅପେକ୍ଷା କରିଛନ୍ତି….! ରାସ୍ତା କଡରେ ଛିଡା ହୋଇଛି ଚୋରା ବାଲି ବୋଝେଇ ଗାଡି ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ନଦୀରୁ ବେଆଇନ ଭାବେ ବେଧଡ଼କ ଚୋରା ବାଲି ଚାଲାଣ ହେଉଛି। ଆସିକା ଅଞ୍ଚଳରୁ ଗତ ଗୁରୁବାର ଦିନ ଅପରାହ୍ଣ ରେ ବେଆଇନ ଭାବେ ଚୋରା ବାଲି

ମା ବାକକୁମାରୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଶ୍ଵଶାନ୍ତି ଆମ୍ବା ମହାଯଜ୍ଞ ଲାଗି ଶୁଭଖୁଣ୍ଟି ସ୍ଥାପନ

ଚିକିଟୀ : ଏହି ବ୍ଲକ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାମଗୁଡା ଗ୍ରାମ ନିକଟସ୍ଥ କେରାଣ୍ଡିମାଳ ପର୍ବତ ଶିଖରରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ରାଜ ପ୍ରତିଷ୍ଠିତ ଭଗବତୀ ମହାମାୟୀ ମା ବାଳକୁମାରୀ ଙ୍କ ପୀଠରେ ହେବାକୁ ଥିବା, ବିଶ୍ବଶାନ୍ତି ଅମ୍ବା ମହାଯଜ୍ଞ ଓ ନୂତନ

ବାଳିକା ଆତ୍ମ-ସୁରକ୍ଷା ତାଲିମ ଶିବିର ଉଦଯାପିତ

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ଗିରିସୋଲା ରିଜନାଲ ସାଇନ୍ସ ହାଏର ସେକେଣ୍ଡାରୀ ସ୍କୁଲରେ ଗତ ଜାନୁଆରୀ ୬ ତାରିଖରୁ ଆରମ୍ଭ ହୋଇଥିବା ଆଠଦିନିଆ ବାଳିକା ଆତ୍ମ-ସୁରକ୍ଷା ତାଲିମ ଶିବିର ଗୁରୁବାର ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ଗୋଳନ୍ଥରା ଥାନା ଆଇଆଇସି ବିବେକାନନ୍ଦ

କର୍ମଚାରୀ ଭବିଷ୍ୟନିଧି ସଂଗଠନ ର କେନ୍ଦ୍ରିୟ କମିଟିରେ ଏଆଇଟିୟୁସିକୁ ସାମିଲ କରିବା ଦାବିରେ ବିକ୍ଷୋଭ

ବ୍ରହ୍ମପୁର : କର୍ମଚାରୀ ଭବିଷ୍ୟନିଧି ସଂଗଠନ ର କେନ୍ଦ୍ରିୟ କମିଟି ରେ ଅଖିଳ ଭାରତ ଟ୍ରେନ ୟୁନିୟନର କଂଗ୍ରେସ (AITUC) କୁ ସାମିଲ୍ କରିବା ଦାବିରେ ଆଜି ଅଖିଳ ଭାରତ ଟ୍ରେନ ୟୁନିୟନ କଂଗ୍ରେସ (AITUC) ଗଞ୍ଜାମ ଜିଲ୍ଲା ଓ କୋରାପୁଟ ଜିଲ୍ଲା କମିଟି ପକ୍ଷରୁ ସ୍ଥାନୀୟ ଆଞ୍ଚଳିକ ଭବିଷ୍ୟନିଧି

ପୁର୍ବତନ ସରପଞ୍ଚ ସିଙ୍ଗୁରୁ ତାଡିଙ୍ଗିଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ପୋଲିସ୍

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଏସଡିପିଓ ଅଧିନସ୍ଥ ନାରାୟଣପାଟଣା ଥାନା ଅନ୍ତର୍ଗତ ତଳଗୁମାଣ୍ଡି ଗାଁ ର ପୁର୍ବତନ ସରପଞ୍ଚ ସୀଙ୍ଗୁରୁ ତାଡ଼ିଙ୍ଗି (୩୨)ନିର୍ମମ ଭାବେ ହତ୍ୟା କରି ଏକ ଗାତ ରେ ପୋତି ଦେଇ ଥିଲେ । ଏହି ଘଟଣା କୁ ନେଇ ଏକ ଲିଖିତ ଅଭିଯୋଗ ୨୦୨୪ ମସିହା ମାର୍ଚ୍ଚ ମାସ

ଛତିଶଗଡ ବନ ବିଭାଗ ଓଡ଼ିଶାରେ ଆସି ଲକ୍ଷ୍ୟଧିକ ଟଙ୍କାର ଶାଗୁଆନ କାଠ ଜବତ

ଓଡ଼ିଶାର ବନ ବିଭାଗର ପଷ୍ୟପୁତ୍ର କାଠ ମାଫିଆଉମରକୋଟ / ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଏକ ଉପାନ୍ତ ଛତିଶଗଡ ରାଜ୍ୟର ସୀମାନ୍ତବର୍ତ୍ତୀ ଅଞ୍ଚଳ ହେଇଥିବାରୁ ଏହାର ଫାଇଦା ଉଠାଇ ବିଭିନ୍ନ ସମୟରେ ଅସାମାଜିକ କାଠ ମାଫିଆ ମାନଙ୍କର କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବା

ଜିଲ୍ଲା ସ୍ୱତନ୍ତ୍ର ବିଦ୍ୟାଳୟରେ ଜାତୀୟ ଯୁବ ସପ୍ତାହ ପାଳନ

ମାଲକାନଗିରି : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ନେହେରୁ ଯୁବ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ନାୟକଗୁଡା ସ୍ଥିତ ଜିଲ୍ଲା ସ୍ୱତନ୍ତ୍ର ବିଦ୍ୟାଳୟ ଠାରେ ଜାତୀୟ ଯୁବ ସପ୍ତାହ ପାଳନ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନେହେରୁ ଯୁବ କେନ୍ଦ୍ର ଦ୍ଵାରା

ଆସିକାରେ ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍

-- ସୁରକ୍ଷା ଏବଂ ଭରସାଯୋଗ୍ୟ ବିଜୁଳି ସେବା ଉପରେ ପ୍ରାଥମିକତା ବ୍ରହ୍ମପୁର : ଆସିକା ଅଞ୍ଚଳରେ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଣ ଉଦ୍ଦେଶ୍ୟ ନେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ନିକଟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଆସିକାରେ

ଜାନୁୟାରୀ ୨୦ରୁ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଆରମ୍ଭ

ବାଲିଗୁଡା : ଗୁରୁସତ୍ତା ପରମ ପୁଜ୍ୟ ଗୁରୁଦେବ ପଣ୍ଡିତ ଶ୍ରୀ ରାମ ଶର୍ମା ଆଚାର୍ଯ୍ୟ ଏବଂ ବନ୍ଦନୀୟ ମାତା ଭଗବତୀ ଦେବୀ ଶର୍ମା ଏବଂ ମାତା ଗାୟତ୍ରୀଙ୍କର କୃପା ଏବଂ ତାଙ୍କ ସୁକ୍ଷ୍ମ ସଂରକ୍ଷଣରେ ବ୍ୟକ୍ତି ନିର୍ମାଣ, ପରିବାର ନର୍ମାଣ, ସମାଜ ନିର୍ମାଣ ଏବଂ ରାଷ୍ଟ୍ର ରେ ନବନିର୍ମାଣ ଉଦ୍ଦେଶ୍ୟରେ