Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଆଞ୍ଚଳିକ ସହକାରୀ ନିର୍ଦ୍ଦେଶକଙ୍କ ଛାନଭିନ
ନୟାଗଡ଼ : ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ପଟ୍ଟନାୟକଙ୍କୁ ଓଡ଼ିଆ ଅଧ୍ୟାପକ ବାନାମ୍ୱର ପୃଷ୍ଟି ମାଡ଼ ମାରିବା ଘଟଣାରେ ଆଞ୍ଚଳିକ ସହକାରୀ ନିର୍ଦ୍ଦେଶକଙ୍କ ପରିଭ୍ରମଣ ଏବଂ ଛାନଭିନ । ଟାଉନ ଥାନାରେ ଏତଲା ପରେ ବାରମ୍ବାର ଡାକରା ପରେ ହାଜର ହେଉନଥିବା ଓଡ଼ିଆ!-->…
ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର
ମାଲକାନଗିରି : ରକ୍ତ ଦାନ ହେଉଛି ମହତ ଦାନ । ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତ ଦାନ ଶିବିରର!-->…
ଅଟୋ ସହ ମଟର ସାଇକେଲ ମୁହାଁମୁହିଁ ଧକ୍କା : ମଟର ସାଇକେଲ ଚାଳକ ଗୁରୁତର
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୁମାପଦର ନିକଟରେ ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ଏକ ଅଟୋ କୁ ଧକ୍କା ଦେଲା ମୋଟର ସାଇକେଲ ଦୁର୍ଘଟଣାରେ ମୋଟରସାଇକେଲ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଗୁରୁବାର ଅପରାହ୍ନରେ ବରଗଡ଼ ଜିଲ୍ଲାର!-->…
ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ମାଲକାନଗିରି : ମାଲକାନଗିରି ଡିଏନକେ ଖେଳ ପଡିଆ ପରିସରରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହେବ। ଏଥର ଏହାକୁ କିପରି ଅଧିକ ଭଲ କରିହେବ, ବିଶେଷକରି ପ୍ୟାରେଡ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିକୁ ଆକର୍ଷଣୀୟ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଜିଲ୍ଲା ପରିଷଦ ସମ୍ମିଳନୀ!-->…
ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍, ଚାଲିଗଲା ଯୁବକଙ୍କ ଜୀବନ
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ କୁର୍ତମଗଡ଼ ପଞ୍ଚାୟତସ୍ଥିତ ଟୋଲ ଗେଟ୍ ସାମ୍ନାରେ ଘଟିଛି ଏକ ସଡ଼କ ଦୁର୍ଘଟଣା। ପ୍ରକାଶ ଯେ, ବୁଧବାର ବିଳମ୍ବିତ ରାତିରେ ଓଡି- ୦୮ -ଏନ୍- ୨୭୮୫ ନମ୍ବର ବିଶିଷ୍ଟ ଏକ ବାଇକ୍ ବାଲିଗୁଡ଼ା ଅଭିମୁଖେ ଯାଉଥିବା!-->…
ରାଜନୈତିକ ଆକ୍ରୋଶ : ଆସିକା ଏମ.ପି.ସି.ଏସ ପେଟ୍ରୋଲ ପମ୍ପ ରେ ସିଲ..!
ବ୍ରହ୍ମପୁର: ଆସିକା ସମଗ୍ର ଏସିଆ ମହାଦେଶରେ ସମବାୟ ନଗରୀ ରୂପେ ମାନ୍ୟତା ଗ୍ରହଣ କରିଥିଲା। ଆସିକା ଠାରେ ୧୯୩୯ ମସିହାରେ ବହୁମୁଖୀ ସମବାୟ ସେବା ସମିତି ପକ୍ଷରୁ ୧୯୫୭ ମସିହାରେ ଭାରତୀୟ ପେଟ୍ରୋଲ ପମ୍ପ ନିର୍ମାଣ କରାଯାଇଥିଲା। ଯେଉଁ ଦିନ ଠାରୁ ଏହି ପେଟ୍ରୋଲ ପମ୍ପ ସ୍ଥାପିତ ହୋଇଥିଲା ସେ!-->!-->!-->…
ପିକଅପ ଭ୍ୟାନ୍ ଓଲଟି ଚାଳକ ଗୁରୁତର…
ହିଞ୍ଜିଳିକାଟୁ, ତା ୯।୧(): ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ରାମଚନ୍ଦ୍ରପୁର ଗ୍ରାମ ଛକ ନିକଟରେ ଏକ ପିକଅପ ଭ୍ୟାନ୍ (ଓଡି୩୨ଜେ ୮୭୧୦) ଓଲଟି ପଡିବାରୁ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ଜୟମଙ୍ଗଳ ମାର୍ଗ!-->…
ମାଲକାନଗିରିରେ ପାଳନ ହେଉନି ସରକାରଙ୍କ ନିୟମ, ବିନା ଅନୁମତିରେ ଶତାଧିକ ତାଳ ଗଛ କାଟିଲେ ଠିକାଦାର, ମାମଲା ରୁଜ୍ଜୁ
ମାଲକାନଗିରି/କାଲିମେଳା : ଓଡିଶା ସରକାରଙ୍କ ମେଟ୍ରୋଲୋଜି ବିଭାଗର ଆକଳନ ଅନୁସାରେ ବଜ୍ରପାତରେ ହେଉଥିବା ମୃତ୍ୟୁ ର କାରଣ ଅବାଧ ତାଳ ଗଛ କଟାକୁ ନେଇ ମାର୍ଗଦର୍ଶିକା ଜାରିକରିଥିବା ଓ ରାଜ୍ୟରେ ତାଳ ଗଛର ସୁରକ୍ଷା ପାଇଁ ନୂଆ ସରକାର ନିୟମ କଡାକଡି କରିବା ସହ ଏହି ଗଛ କାଟିବା ଉପରେ କଟକଣା ଜାରି!-->…
ରାଜ୍ୟରେ ପ୍ରବାସୀ ଭାରତୀୟ ଦିବସ ପାଳନ ନେଇ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ହିଞ୍ଜିଳିକାଟୁ : ଜିଲା ବିଜେପି ପକ୍ଷରୁ ରାଜ୍ୟରେ ପ୍ରବାସୀ ଭାରତୀୟ ଦିବସ ପାଳନ ନେଇ ଏକ ପତ୍ରକାର ସମ୍ମିଳନୀ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବଈଁଚବଣିଆ ଚଣାପଦର ସ୍ଥିତ ବିଜେପି କାର୍ଯ୍ୟାଳୟ ରେ ଜିଲା ସଭାପତି ବିଜୟ କୁମାର ସ୍ଵାଇଁ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ!-->…
ନାବାଳିକାଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତାଲା
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଇଲାକାର ଜୈନିକା ନାବାଳିକାଙ୍କୁ ସୋମବାର ଅପରାହ୍ନରେ କେହି ଅପହରଣ କରି ନେଇଥିବା ନେଇ ମଙ୍ଗଳବାର ସନ୍ଧ୍ୟାରେ ନାବାଳିକାଙ୍କ ବାପା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ - ୨୨/୨୫ ରେ ଏକ ମାମଲା ରୁଜୁ କରି!-->…