Browsing Category

ଆଞ୍ଚଳିକ

ସାପ ଖେଳାଳୀ ମିଥୁନ ସେଠୀକୁ ଗିରଫ କରିଲା ବନ ବିଭାଗ

ବ୍ରହ୍ମପୁର : ହିଞ୍ଜିଳି ରା୍ଳବ ଗାଁରେ ନାଟ ମଞ୍ଚରେ ବେଆଇନ ଭାବେ ସାପ ଖେଳାଇଥିବା ଘଟଣାରେ ବନ ବିଭାଗକୁ ମିଳିଲା ଆଉ ଏକ ସଫଳତା। ସାପ ଖେଳାଳୀ ମିଥୁନ ସେଠୀକୁ ଗିରଫ କରିଲା ବନ ବିଭାଗ। ଏହାକୁ ମିଶାଇ ଗିରଫ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି।ଗତ କାଲି ସନ୍ଧ୍ୟାରେ ଦିଗପହଣ୍ଡି ଅଞ୍ଚଳରୁ ଉଠାଇ

ଜାତୀୟ ଡିଏଭି ରୋଲର ସ୍କେଟିଂ, ବ୍ରହ୍ମପୁର ସ୍କେଟର ଅନ୍ୱେଷାଙ୍କୁ ବ୍ରୋଞ୍ଜ ମେଡାଲ

ବ୍ରହ୍ମପୁର : ନୂଆଦିଲ୍ଲୀର ନଏଡ଼ା ସେକ୍ଟର୍-21 ,ସ୍କୋର୍ଟସ୍ ଷ୍ଟାଡିଅମ୍ ଠାରେ ଚଳିତ ମାସ 2 ତାରିଖ ଠାରୁ 4 ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିଥିବା ଡିଏଭି ଜାତୀୟ ରୋଲର ସ୍କେଟିଂ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଂଶ ଗ୍ରହଣ କରିଥିବା ବ୍ରହ୍ମପୁର ଡିଏଭି ପବ୍ଲିକ୍ ସ୍କୁଲର

ପ୍ରତିଷେଧକ ପଦକ୍ଷେପ ରୋଗଠୁ ଦୂରରେ ରହିବାର ମାର୍ଗ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ରୋଟାରୀ କ୍ଲବ୍‌ ଫୁଲବାଣୀ ତରଫରୁ ସ୍ଥାନୀୟ ପବ୍ଲିକ୍ ସ୍କୁଲ ପରିସରରେ "ପ୍ରତିଷେଧକ ପଦକ୍ଷେପ ରୋଗଠୁ ଦୂରରେ ରହିବାରେ ସହାୟକ ହୋଇଥାଏ " ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। କ୍ଳବ୍‌ ସଭାପତି ବିପ୍ରଚରଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯକ୍ରମରେ

ଚିକିତ୍ସା ସେବାରେ ବିଳମ୍ବରୁ ମେଡିକାଲ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କୁ ମାଡ, ଜଣେ ଗିରଫ

ହିଞ୍ଜିଳିକାଟୁ : ଚିକିତ୍ସା ସେବା ଯୋଗାଇବାରେ ବିଳମ୍ବ ହେବାରୁ ୨ ଯୁବକ ମେଡିକାଲ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କୁ ମାଡ ମାରିବା ସହ ମେଡିକାଲ ପରିସରରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ମଙ୍ଗଳବାର ଭୋର ସକାଳୁ ଆଡପଡା ଗ୍ରାମରେ ଦେଖିବାକୁ ମିଳିଛି । ୨ ଯୁବକଙ୍କ ମାଡରେ

ବିଲ୍ ପୈଠ ଠକେଇ ସମ୍ପର୍କରେ ଟିପିଏସ୍ଓଡିଏଲ୍ ତରଫରୁ ସତର୍କ ସୂଚନା ଜାରି

ବ୍ରହ୍ମପୁର : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ(ଟିପିଏସ୍ଓଡିଏଲ୍) ପକ୍ଷରୁ ଉପଭୋକ୍ତାମାନଙ୍କୁ ଫିସିଂ ଠକେଇ ସମ୍ପର୍କରେ ସତର୍କ ବାର୍ତ୍ତା ଦିଆଯାଇଛି। ସାଇବର ଅପରାଧୀମାନେ ଉପଭୋକ୍ତାଙ୍କ ମୋବାଇଲ ନମ୍ବରକୁ ବକେୟା

ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ…

ମାଲକାନଗିରି : ଆଜି ସକାଳୁ ସକାଳୁ ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ ୭ଟା ୨୮ ମିନିଟରେ ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳରେ ଏହି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ପ୍ରାୟ ପାଞ୍ଚ ରୁ ସାତ ସେକେଣ୍ଡ ପର୍ଯ୍ୟନ୍ତ ହୋଇଥିବା ଏହି ଭୂମିକମ୍ପରେ କୌଣସି

ରାଇଘର ବ୍ଳକ ସ୍ତରୀୟ ସାଂସ୍କୃତିକ ମହୋତ୍ସବ ମଣ୍ଡେଇ ଅନୁଷ୍ଠିତ…

ରାଇଘର :- ( ୦୪/୧୨/୨୦୨୪) ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକରେ 'ବ୍ଲକ ସ୍ତରୀୟ ମଣ୍ଡେଇ 'ମିନି ଷ୍ଟାଡିୟମ ଠାରେ ୧୨ ବର୍ଷ ପରେ ବିଗତ କାଲି ୦୩/୧୨/୨୦୨୪ ରିଖ ଅନୁଷ୍ଠିତ ହୋଇ ଯାଇଛି। କେବିକେ ଜ଼ିଲ୍ଲା ଗୁଡିକରେ ବିଭିନ୍ନ ନାମରେ ଏହି ସାଂସ୍କୃତିକ ମହୋତ୍ସବ ପାଳିତ ହୁଏ। ମାଲକାନଗିରି

ଦକ୍ଷିଣାଞ୍ଚଳ ଉନ୍ନୟନ ପରିଷଦ ଗଠନରେ କନ୍ଧମାଳ ସାଂସଦ ଓ ଫୁଲବାଣୀ ବିଧାୟକ ଦୁଇ ସଦସ୍ୟ

ଫୁଲବାଣୀ : ବିଜେପି ସରକାର ଦକ୍ଷିଣାଞ୍ଚଳ ଉନ୍ନୟନ ପରିଷଦ ଗଠନ ଲାଗି ଏକ ୧୨ ଜଣିଆ ଟାସ୍କ ଫୋର୍ସ ଗଠନ କରିଛନ୍ତି । ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ, ଆଦିବାସୀ ହରିଜନ କଲ୍ୟାଣ, ଏସ ଏଣ୍ଡ ଏମ ଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି କମିଟିର ଅଧ୍ଯକ୍ଷ ରହିଥ‌ିବା ବେଳେ ସଦସ୍ୟ ଭାବେ ମନ୍ତ୍ରୀ ବିଭୁତି

ବିଦ୍ୟୁତ ସଂଯୋଗ ଉପରେ ଆକାଶମାର୍ଗରୁ ନଜର ରଖିବ ଅତ୍ୟାଧୁନିକ ଡ୍ରୋନ କ୍ୟାମେରା

ମାଲକାନଗିରି : ମାଲକାନଗିରି ଜିଲ୍ଲା ର ବିଭିନ୍ନ ଦୁର୍ଗମ ଅପହଁଞ୍ଚ ଇଲାକା ପାହାଡିଆ ଅଞ୍ଚଳ ଓ ମୁଖ୍ୟ ବିଦ୍ୟୁତ ସଂଯୋଗ ଉପରେ ଆକାଶ ମାର୍ଗରୁ ନଜର ରଖି ବିଦ୍ୟୁତ ସେଵା ର ଅସୁବିଧା ସମ୍ପର୍କ ରେ ଫଟୋ ଓ ତଥ୍ୟ ଯୋଗାଇବ ଅତ୍ୟାଧୁନିକ ଡ୍ରୋନ କ୍ୟାମେରା । ସେ ନେଇ ଆଜି ମାଲକାନଗିରି ଜିଲ୍ଲା ରେ

ନବରଙ୍ଗପୁରଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ୨୦୨୪ ପାଳନ

ନବରଙ୍ଗପୁର : ଆଜି ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ତରଫରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ -୨୦୨୪ ପାଳନ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ ଯୋଗ